ETV Bharat / entertainment

କାଲି ପରଦାକୁ ଆସିବ ଓଡିଆ ଚଳଚ୍ଚିତ୍ର ଦୃଷ୍ଟିକୋଣ

author img

By

Published : May 26, 2022, 1:59 PM IST

ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଅକ୍ଷୟ ପରିଜା ପ୍ରଡକ୍ସନର ଚଳଚ୍ଚିତ୍ର 'ଦୃଷ୍ଟିକୋଣ'। ମୁଖ୍ୟ ଭୂମିକାରେ ନଜର ଆସିବେ ଲିଜା ନାୟକ ଓ ଏଲିନା ସାମନ୍ତରାୟ । ଅଧିକ ପଢନ୍ତୁ

ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ  ଓଡିଆ ଚଳଚ୍ଚିତ୍ର 'ଦୃଷ୍ଟିକୋଣ'

ଭୁବନେଶ୍ବର: ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଓଡିଆ ଚଳଚ୍ଚିତ୍ର 'ଦୃଷ୍ଟିକୋଣ'। ଅକ୍ଷୟ ପରିଜା ପ୍ରଡକ୍ସନରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ ପୂର୍ବରୁ ଓଡିଆ ଚଳଚ୍ଚିତ୍ର ଜଗତରେ ଏକ ବିପ୍ଳବ ଆଣିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସିନେମାର ପ୍ରଯୋଜକ ଓ ନିର୍ଦ୍ଦେଶକ ।

ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଲିଜା ନାୟକ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ବେଳେ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ କ୍ରାଇମବ୍ରାଞ୍ଚ ପୋଲିସ ଅଫିସର ଭୂମିକାରେ ନଜର ଆସିବେ । ଅଭିନେତା ହର ରଥ ଆଡଭୋକେଟ ଭୂମିକା ଓ ହରପ୍ରସାଦ ଦାସ ଜଜ୍ ଭୂମିକାରେ ମଧ୍ୟ ନଜର ଆସିବେ । ଅନ୍ୟମାନଙ୍କ ମଧ୍ୟରେ ଅଙ୍କିତ ମହାନ୍ତି , ଚୈଧୁରୀ ବିକାଶ ଦାସଙ୍କୁ ମଧ୍ୟ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ ।

ସାମାଜରେ ନାରୀ ଉପରେ ହେଉଥିବା ଅତ୍ୟାଚରକୁ ନେଇ ତିଆରି ହୋଇଛି ଏହି ଚଳଚ୍ଚିତ୍ର । ବରିଷ୍ଠ ଫିଲ୍ମ ନିର୍ମାତା ଅକ୍ଷୟ ପରିଜା ସିନେମାରେ ପ୍ରଯୋଜନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜ୍ଞ ନିର୍ଦ୍ଦେଶକ ସୁଶାନ୍ତ ମଣି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.