ETV Bharat / entertainment

Jawan vs Salaar: ଶାହାରୁଖଙ୍କ ଉପରେ ଭାରି ପଡିବେ କି ବାହୁବଲୀ ? ସାମ୍ନାକୁ ଆସିଲା ନୂଆ ଟ୍ବିଷ୍ଟ

author img

By ETV Bharat Odisha Team

Published : Aug 28, 2023, 9:20 AM IST

ଶାହରୁଖ ଖାନଙ୍କ ଜବାନ ରିଲିଜ୍‌ ପାଇଁ ମାତ୍ର 10 ଦିନ ବାକି ଥିବାବେଳେ ସୁପରଷ୍ଟାର ପ୍ରଭାସଙ୍କ ସାଲାର ପରଦାକୁ ଆସିବାକୁ ଆହୁରି 30 ଦିନ ଅଛି । କିନ୍ତୁ ଆଡଭାନ୍ସ ବୁକିଂ ଏବଂ କ୍ରେଜ୍ ମାମଲାରେ ବାହୁବଲୀ ଏଥର ଶାହାରୁଖଙ୍କ ଉପରେ ଭାରି ପଡିପାରନ୍ତି ଅନୁମାନ କରାଯାଉଛି । ଅଧିକ ପଢନ୍ତୁ

ଶାହରୁଖ ଖାନ ଏବଂ ପ୍ରଭାସ
ଶାହରୁଖ ଖାନ ଏବଂ ପ୍ରଭାସ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ କ୍ରେଜ ପୂରାପୂରି ହଟ୍‌କେ ରହିଛି । ବର୍ଷ ଆରମ୍ଭରେ ଶାହରୁଖଙ୍କ ଫିଲ୍ମ 'ପଠାନ' ଏପରି ବ୍ୟବସାୟ କରିଥିଲା ​​ଯେ ଏହା ବଲିଉଡର ସବୁଠୁ ବଡ ଚଳଚ୍ଚିତ୍ର ହୋଇଥିଲା । ବର୍ତ୍ତମାନ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ଜବାନ' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ର 7 ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ବର୍ତ୍ତମାନ ସୁଦ୍ଧା ନିର୍ମାତାମାନେ ଫିଲ୍ମର ଟ୍ରେଲର ମଧ୍ୟ ସେୟାର କରିନାହାଁନ୍ତି । ମାତ୍ର ଏକ ପ୍ରିଭ୍ୟୁ ଭିଡିଓ ଆଧାରରେ ଫିଲ୍ମ ପାଇଁ ଏଭଳି ମାହୋଲ ସୃଷ୍ଟି ହୋଇଛି ଯେ ପ୍ରଶଂସକ ଏହି ଚଳଚ୍ଚିତ୍ର ପାଇଁ ସିଧାସଳଖ ଟିକେଟ ବୁକ୍ କରିବାକୁ ପ୍ରସ୍ତୁତ ଅଛନ୍ତି । ଯଦିଓ 'ଜବାନ'ର ଆଡଭାନ୍ସ ବୁକିଂ ଭାରତରେ ଆରମ୍ଭ ହୋଇନାହିଁ । କିନ୍ତୁ 'ଜବାନ'ର ଆଡଭାନ୍ସ ବୁକିଂ ବିଦେଶର ଅନେକ ସ୍ଥାନରେ ଖୋଲି ସାରିଛି ।

ଆମେରିକାର 'ଜବାନ୍'ର ଆଡଭାନ୍ସ ବୁକିଂ 8 ଅଗଷ୍ଟରୁ ଆରମ୍ଭ ହୋଇସାରିଛି । ଏପର୍ଯ୍ୟନ୍ତ ଫିଲ୍ମର ଆଡଭାନ୍ସ ବୁକିଂ, ଶାହାରୁଖଙ୍କ ପୂର୍ବ ରିଲିଜ୍ 'ପଠାନ୍' ତୁଳନାରେ ବହୁତ ଦ୍ରୁତ ଗତିରେ ଚାଲିଛି । ରିଲିଜ୍ ହେବାର ଦୁଇ ସପ୍ତାହ ପୂର୍ବରୁ 'ଜବାନ୍' ପାଇଁ ବୁକିଂରୁ ହୋଇଥିବା ମୋଟ କଲେକ୍ସନ ତାଠାରୁ ଅଧିକ ହୋଇସାରିଥିଲା, ଯାହା 'ପଠାନ୍' ରିଲିଜ୍ ହେବାର 5 ଦିନ ପୂର୍ବରୁ ଥିଲା । କିନ୍ତୁ ଆମେରିକାରେ ଶାହାରୁଖଙ୍କ 'ଜବାନ'ର କ୍ରେଜ ପ୍ରଭାସଙ୍କ ଅପେକ୍ଷା ଟିକେ କମ୍‌ ଜଣା ପଡୁଛି।

ଏହା ମଧ୍ୟ ପଢନ୍ତୁ: Jawan Advance Booking: ରିଲିଜ ପୂର୍ବରୁ ଜବାନ ଜଲୱା, ଭାରତରେ 15 ମିନିଟରେ ବିକ୍ରି ହେଲା ଫିଲ୍ମର ସମସ୍ତ ଟିକେଟ୍

'ଜବାନ୍'ର ଆଡଭାନ୍ସ ବୁକିଂ ପାଇଁ କ୍ରେଜ୍‌

ଶାହାରୁଖଙ୍କ ଜବାନ ପାଇଁ ଆମେରିକାରେ ପ୍ରାୟ 13,000 ଟିକେଟ୍ ବିକ୍ରି ହୋଇଛି । ଏହି ଟିକେଟ୍ ବିକ୍ରୟରୁ ଏହି ଚଳଚ୍ଚିତ୍ରଟି 2 ଲକ୍ଷ ଡଲାରରୁ ଅଧିକ ଆୟ କରିଛି (ପ୍ରାୟ 1 କୋଟି 65 ଲକ୍ଷ ଟଙ୍କା)। ରିପୋର୍ଟରେ ଦର୍ଶାଯାଇଛି ଯେ ରିଲିଜ୍ ପାଇଁ 4-5 ଦିନ ବାକି ଥିବାବେଳେ ଆମେରିକାର 'ପଠାନ୍'ର ଆଡଭାନ୍ସ ବୁକିଂରୁ ଏଭଳି ମୋଟ କଲେକ୍ସନ ହୋଇଥିଲା। ଅର୍ଥାତ୍‌, ଆମେରିକାରେ 'ଜବାନ୍'ର କ୍ରେଜ୍ ଏକ ଦ୍ରୁତ ଗତିରେ ଅଗ୍ରଗତି କରୁଛି ।

'ସାଲାର'ର ଆଡଭାନ୍ସ ବୁକିଂ

ପ୍ରଭାସ 'ଗ୍ୟାଙ୍ଗଷ୍ଟର ଡ୍ରାମା ଚଳଚ୍ଚିତ୍ର 'ସାଲାର'ର ସେପ୍ଟେମ୍ବର 28ରେ ରଲିଜ ହେବ । ଅର୍ଥାତ୍ 'ପଠାନ'ର 21 ଦିନ ପରେ ମୁକ୍ତିଲାଭ କରିବ । ଆମେରିକାରେ ଏହାର ବୁକିଂ 'ଜବାନ'ର କିଛି ଦିନ ପରେ ଆରମ୍ଭ ହୋଇଛି । କିନ୍ତୁ ଯେଉଁ ସ୍ପିଡ୍‌ରେ ସାଲାରର ଟିକେଟ ବୁକ୍‌ ହେଉଛି, ଏଥିରୁ ଜଣାପଡୁଛି ଫିଲ୍ମର କେତେ ତଗଡା କ୍ରେଜ୍‌ ରହିଛି । ବକ୍ସ ଅଫିସ୍ ଟ୍ରାକର ନିଶିତ ଖାଁ ଟ୍ୱିଟରରେ କହିଛନ୍ତି ଯେ, ଆମେରିକାରେ 'ସାଲାର'ର ଆଡଭାନ୍ସ ବୁକିଂ ମୋଟ 4 ଲକ୍ଷ ଡଲାର (3 କୋଟିରୁ ଅଧିକ) ପାର୍‌ କରିଛି।

ଏହା ମଧ୍ୟ ପଢନ୍ତୁ: Salaar: ଆମେରିକାରେ ସାଲାର କ୍ରେଜ, ଜାଣନ୍ତୁ କେବେଠୁ ଆରମ୍ଭ ହେବ ବୁକିଂ

ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ 'ଜବାନ' ତୁଳନାରେ 'ସାଲାର'ର ବୁକିଂ ବହୁତ କମ୍ ସ୍ଥାନରେ କରାଯାଉଛି । ରିପୋର୍ଟରେ ଦର୍ଶାଯାଇଛି ଯେ ଆମେରିକାର 431 ଟି ସ୍ଥାନରେ 'ଜବାନ' ପାଇଁ ବୁକିଂ ଖୋଲାଯାଇଥିବାବେଳେ 'ସାଲାର' ପାଇଁ ବୁକିଂ 321 ଟି ସ୍ଥାନରେ ଲୋକେସନ୍‌ କରାଯାଇଛି । ଏହି ଆକଳନରୁ ଏହା ସ୍ପଷ୍ଟ ଭାବରେ ବୁଝାପଡୁଛି ଯେ, ଶାହରୁଖ ଖାନଙ୍କ ଜବାନ ପ୍ରଭାସଙ୍କ ‘ସାଲାର’ ମଧ୍ୟରେ କଡ଼ା ପ୍ରତିଯୋଗିତା ହେବାକୁ ଯାଉଛି । ଯଦିଓ ଜବାନ ରିଲିଜ୍‌ ହେବାର 21 ଦିନ ପରେ ସାଲାର ମୁକ୍ତିଲାଭ କରିବାକୁ ଯାଉଛି । ଉଲ୍ଲେଖନୀୟ ଯେ, ଶାହରୁଖ ଖାନଙ୍କ ଜବାନ ସେପ୍ଟେମ୍ବର 7ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ଏବଂ ପ୍ରଭାସଙ୍କ ସାଲାର ଟ୍ରେଲର 28 ସେପ୍ଟେମ୍ବର 2023 ରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.