ETV Bharat / entertainment

ଗୋଲ୍ଡେନ ଗ୍ଲୋବ ଆୱାର୍ଡ ୨୦୨୪: କିଏ ମାରିଲା ବାଜି, କେଉଁ ଫିଲ୍ମ ହେଲା ବିଜେତା, ଦେଖନ୍ତୁ ତାଲିକା

author img

By ETV Bharat Odisha Team

Published : Jan 8, 2024, 10:44 AM IST

Golden Globes Awards 2024: ୮୧ତମ ଗୋଲ୍ଡେନ ଗ୍ଲୋବ ଆୱାର୍ଡ ୨୦୨୪ ଆମେରିକାର କାର୍ଲିଫର୍ଣ୍ଣିଆରେ ଆୟୋଜିତ ହୋଇଛି । ଏହି ଅବସରରେ ନିଜ ଦମଦାର ପ୍ରଦର୍ଶନ ପାଇଁ ଗୋଲ୍ଡେନ ଆୱାର୍ଡରେ ସମ୍ମାନିତ କରାଯାଇଛି । ତେବେ ଦେଖନ୍ତୁ, ବିଜେତାଙ୍କ ପୁରା ତାଲିକା ....

ଗୋଲ୍ଡେନ ଗ୍ଲବ ଆୱାର୍ଡ ୨୦୨୪; କିଏ ମାରିଲା ବାଜି କେଉଁ ଫିଲ୍ମ ହେଲା ବିଜେତା, ଦେଖନ୍ତୁ ତାଲିକା

ଲସ୍ ଆଞ୍ଜେଲସ: ସାରା ଦୁନିଆର ପ୍ରତିଷ୍ଠିତ ଆୱାର୍ଡ ମଧ୍ୟରେ ଗୋଲ୍ଡେନ ଗ୍ଲୋବ ଆୱାର୍ଡ ୨୦୨୪ ପାଇଁ ବିଜେତାଙ୍କ ନାଁ ଘୋଷଣା କରାଯାଇଛି । ଜାନୁଆରୀ ୭ ଅର୍ଥାତ୍ ଭାରତୀୟ ସମୟ ଅନୁସାରେ ୮ ଜାନୁଆରୀ ସକାଳ ୬ଟା ୩୦ ମିନିଟରେ କାର୍ଲିଫର୍ଣ୍ଣିଆର ବେଭର୍ଲି ହିଲ୍ସର ବେଭର୍ଲି ହିଲଟନ ହୋଟେଲରେ ୮୧ତମ ଗୋଲ୍ଡେନ ଗ୍ଲୋବ ଆୱାର୍ଡ ୨୦୨୪ ଶୋ' ଆୟୋଜିତ ହୋଇଛି । ଏହାକୁ ଷ୍ଟାଣ୍ଡ ଅପ କମେଡିଆନ ତଥା ଅଭିନେତା ଜୋ କୋଏ ହୋଷ୍ଟ କରୁଛନ୍ତି । ଚଳିତ ଥର ଅନେକ କାଟାଗୋରୀରରେ ବିଭିନ୍ନ ଫିଲ୍ମ ମନୋନୀତ ହୋଇଥିଲା । ଓପେନହାଇମର ୮ କାଟାଗୋରୀରେ ନୋମିନେଟ ହୋଇଥିବା ବେଳେ ବାର୍ବି ୭ଟି କାଟାଗୋରୀରେ ମନୋନୀତ ହୋଇଛି । ଏହି ଆୱାର୍ଡ ଶୋ'ରେ ଓପନହାଇମରର ଜଲୱା ଦେଖିବାକୁ ମିଳିଛି । ଏହି ଫିଲ୍ମ ଅନେକ ଆୱାର୍ଡ ନିଜ ନାଁରେ କରି ସଫଳତା ହାସଲ କରିଛି । ଖ୍ରୀଷ୍ଟୋଫର ନୋଲେନଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ, ସିଲିୟନ ମର୍ଫିଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ ରବୋର୍ଟ ଡାଉନି ଜୁନିଅର ଶ୍ରେଷ୍ଠ ସହ-ତାରକା ଭାବେ ଗୋଲ୍ଡେନ ଆୱାର୍ଡ ମିଳିଛି ।

ବିଜେତାଙ୍କ ପୁରା ତାଲିକା ଦେଖନ୍ତୁ,

  • ଶ୍ରେଷ୍ଠ ମହିଳା ଅଭିନେତା (ମୋଶନ ପିକ୍ଚର)- ଲିଲି ଗ୍ଲାଡଷ୍ଟୋନ, କିଲର୍ସ ଅଫ ଦ ଫ୍ଲାଭାର ମୁନ
  • ଶ୍ରେଷ୍ଠ ଫିଲ୍ମ- ଓପେନହାଇମର
  • ଶ୍ରେଷ୍ଠ ନିର୍ଦ୍ଦେଶକ- ଖ୍ରୀଷ୍ଟୋଫର ନୋଲେନ, ଓପେନହାଇମର

ଶ୍ରେଷ୍ଠ ସହ ଅଭିନେତ୍ରୀ- ଏଲିଜାବେଥ ଡେବିକି- ଦ କ୍ରାଉନ

  • ଶ୍ରେଷ୍ଠ ସହ ଅଭିନେତା (ମୋଶନ ପିକ୍ଚର)- ରୋବର୍ଟ ଡାଉନି ଜୁନିଅର, ଓପେନହାଇମର
  • ଶ୍ରେଷ୍ଠ ସହ ଅଭିନେତ୍ରୀ (ମୋଶନ ପିକ୍ଚର)- ଦ ୱାଇନ ଜୋଏ ରାଣ୍ଡୋଲ୍ଫ, ଦ ହୋଲ୍ଡଓଭର୍ସ
  • ଶ୍ରେଷ୍ଠ ସହ ଅଭିନେତ୍ରୀ (ଟେଲିଭିଜନ)- ମାଥ୍ୟୁ ମ୍ୟାକଫେଡେନ, ସକ୍ସେନ
  • ଷ୍ଟାଣ୍ଡ ଅପ କମେଡିରେ ଶ୍ରେଷ୍ଠ ପ୍ରଦର୍ଶନ- ରିକି ଗାର୍ଭାଇସ
  • ଶ୍ରେଷ୍ଠ ଫିକ୍ଚର (ନନ୍ ଇଂରାଜୀ ଭାଷା)- ଏନାଟୋମୀ ଅଫ ଦ ଫୋଲ
  • ଟିଭି ସିରିଜରେ ଶ୍ରେଷ୍ଠ ଅଭିନେତ୍ରୀ (ମ୍ଯୁଜିକାଲ ବା କମେଡି)- ଅୟୋ ଏଡିଭର- ଦ ବିୟର
  • ଶ୍ରେଷ୍ଠ ସହ ଅଭିନେତ୍ରୀ ମୋଶନ ପିକ୍ଚର, ମ୍ଯୁଜିକାଲ ବା କମେଡି- ଏମ୍ମା ଷ୍ଟାୋନ, ପୁଅର ଥିଙ୍ଗସ୍
  • ସିନେମାଟିକ ଏବଂ ବକ୍ସ ଅଫିସ ଆଚିଭମେଣ୍ଟ ଆୱାର୍ଡ- ବାର୍ବି
  • ଅରିଜିନାଲ ସ୍କୋର, ମଓଶନ ପିକ୍ଚର ଆୱାର୍ଡ- ଲୁଡୱିଗ ଗୋରାନ୍ସନ, ଓପେନହାଇମର
  • ଶ୍ରେଷ୍ଠ ଅଭିନେତା (ଡ୍ରାମା)- ସିଲିୟନ ମର୍ଫି, ଓପେନହାଇମର
  • ଟେଲିଭିଜନର ଶ୍ରେଷ୍ଠ ଲିମିଟେଡ ସିରିଜ, ଆନ୍ଥୋଲୋଜି ସିରିଜ ବା ମୋଶନ ପିକ୍ଚର- ବିଫ୍
  • ଶ୍ରେଷ୍ଠ ଟେଲିଭିଜନ ସିରିଜ (ମ୍ଯୁଜିକାଲ ବା କମେଡି)- ଦ ବିୟର
  • ଶ୍ରେଷ୍ଠ ଅଭିନେତ୍ରୀ ଟେଲିଭିଜନ ସିରିଜ (ଡ୍ରାମା)- ସାରା ସ୍ନୁକ, ସକ୍ସେନ
  • ଶ୍ରେଷ୍ଠ ଡ୍ରାମା ସିରିଜ- ସକ୍ସେନ
  • ଶ୍ରେଷ୍ଠ ଅଭିନେତା ଟେଲିଭିଜନ ସିରିଜ (ଡ୍ରାମା)- କରିନ କକ୍ଲିନ, ସକ୍ସେନ
  • ଶ୍ରେଷ୍ଠ ଆନିମେଶନ ଫିଲ୍ମ- ଦ ବୋଏ ଆଣ୍ଡ ଦ ହେରନ
  • ଶ୍ରେଷ୍ଠ ଅଭିନେତା (କମେଡି)- ଏମ୍ମା ଷ୍ଟୋନ, ପୋର ଥିଙ୍ଗସ୍

ଏହା ମଧ୍ୟ ପଢନ୍ତୁ: ହଲିଉଡ ଫିଲ୍ମ 'ଓପେନହାଇମର' ରିଲିଜ, ଜାଣନ୍ତୁ ଫିଲ୍ମର କାହାଣୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.