ହାଇଦ୍ରାବାଦ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନ 8 ଅକ୍ଟୋବରରେ 52 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ବଲିଉଡ ସେଲିବ୍ରିଟିଙ୍କଠୁ ନେଇ ପ୍ରଶଂସକଙ୍କ ପର୍ଯ୍ୟନ୍ତ ସମସ୍ତେ ଗୌରୀ ଖାନଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି । ଗୌରୀ-ଶାହରୁଖଙ୍କ ଖାସ୍ ବନ୍ଧୁ ଫରାହ ଖାନ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ତାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି ।
ଅଭିନନ୍ଦନ ଜଣାଇଲେ ଫରାହ ଖାନ
ଗୌରୀ ଖାନଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇ ଫରାହ ଖାନ ଲେଖିଛନ୍ତି, "ଗତ 32 ବର୍ଷ ଧରି ଆମେ ପରସ୍ପରକୁ ସମର୍ଥନ କରୁଛୁ, ଗୌରୀ ଖାନଙ୍କୁ ଜନ୍ମଦିନର ଶୁଭେଚ୍ଛା, ଅନେକ ଅନେକ ଭଲପାଇବା, ଏମିତି ଭଲପାଇବା ବଢୁ ।''
- " class="align-text-top noRightClick twitterSection" data="
">
ଅଭିନନ୍ଦନ ଜଣାଇଲେ ମନୀଷ ମାଲହୋତ୍ରା
ଏଥି ସହିତ ପ୍ରସିଦ୍ଧ ଫ୍ୟାଶନ ଡିଜାଇନର୍ ମନୀଷ ମଲହୋତ୍ରା ଗୌରୀ ଖାନଙ୍କ ସହ ଏକ ଫଟୋ ସେୟାର କରି ତାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି । ମନୀଷ ଲେଖିଛନ୍ତି, ପ୍ରିୟ ଜନ୍ମଦିନ ମୁବାରକ ଗୌରୀ ଖାନ ।
-
Wishing The Gorgeous Gauri Khan , Happy Khantastic Birthday 🍔🎂🎉
— 𝙎𝙃𝘼𝙈𝙎𝙐𝘿𝘿𝙄𝙉 𝙆𝙃𝘼𝙉 🇮🇳 ❤️ (@iam_shamsuddin) October 8, 2022 " class="align-text-top noRightClick twitterSection" data="
😀 @gaurikhan We Love You ❤#HappyBirthdayGauriKhan #ShahRukhKhan𓀠 #GauriKhan pic.twitter.com/p2veZmR4VH
">Wishing The Gorgeous Gauri Khan , Happy Khantastic Birthday 🍔🎂🎉
— 𝙎𝙃𝘼𝙈𝙎𝙐𝘿𝘿𝙄𝙉 𝙆𝙃𝘼𝙉 🇮🇳 ❤️ (@iam_shamsuddin) October 8, 2022
😀 @gaurikhan We Love You ❤#HappyBirthdayGauriKhan #ShahRukhKhan𓀠 #GauriKhan pic.twitter.com/p2veZmR4VHWishing The Gorgeous Gauri Khan , Happy Khantastic Birthday 🍔🎂🎉
— 𝙎𝙃𝘼𝙈𝙎𝙐𝘿𝘿𝙄𝙉 𝙆𝙃𝘼𝙉 🇮🇳 ❤️ (@iam_shamsuddin) October 8, 2022
😀 @gaurikhan We Love You ❤#HappyBirthdayGauriKhan #ShahRukhKhan𓀠 #GauriKhan pic.twitter.com/p2veZmR4VH
ଗୌରୀଙ୍କ ବନ୍ଧୁ ସେୟାର କରିଛନ୍ତି ପୋଷ୍ଟ
ଏଥି ସହିତ ଗୌରୀ ଖାନଙ୍କ ଖାସ୍ ବନ୍ଧୁ ତଥା ଅଭିନେତା ସଞ୍ଜୟ କପୁରଙ୍କ ପତ୍ନୀ ମହୀପ କପୁର ମଧ୍ୟ ତାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି । ମହୀପ ଗୌରୀଙ୍କ ସହ ଏକ ପୁରୁଣା ଏବଂ ସୁନ୍ଦର ଫଟୋ ସେୟାର କରିଛନ୍ତି ।
-
Happy birthday, Gauri Khan! Another year older, but more beautiful than ever. May this coming year bring you all your heart desires, peace and good health! Lots of love to you and your lovely family.💗 pic.twitter.com/Wc7jEtheie
— Amy Stone (@AmyStone2022) October 8, 2022 " class="align-text-top noRightClick twitterSection" data="
">Happy birthday, Gauri Khan! Another year older, but more beautiful than ever. May this coming year bring you all your heart desires, peace and good health! Lots of love to you and your lovely family.💗 pic.twitter.com/Wc7jEtheie
— Amy Stone (@AmyStone2022) October 8, 2022Happy birthday, Gauri Khan! Another year older, but more beautiful than ever. May this coming year bring you all your heart desires, peace and good health! Lots of love to you and your lovely family.💗 pic.twitter.com/Wc7jEtheie
— Amy Stone (@AmyStone2022) October 8, 2022
-
happy birthday queen gauri khan 🤍✨ pic.twitter.com/0J1wIkUHRl
— 𝐧𝐚𝐯𝐢 (@thoughtsofshah) October 7, 2022 " class="align-text-top noRightClick twitterSection" data="
">happy birthday queen gauri khan 🤍✨ pic.twitter.com/0J1wIkUHRl
— 𝐧𝐚𝐯𝐢 (@thoughtsofshah) October 7, 2022happy birthday queen gauri khan 🤍✨ pic.twitter.com/0J1wIkUHRl
— 𝐧𝐚𝐯𝐢 (@thoughtsofshah) October 7, 2022
କ୍ରେଜି ହେଲେ ଫ୍ୟାନ୍ସ
ଏଠାରେ ଶାହରୁଖ-ଗୌରୀଙ୍କ ଯୋଡ଼ିର ପ୍ରଶଂସକମାନେ ମଧ୍ୟ ଗୌରୀ ଖାନଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି, 'ଜନ୍ମଦିନର ଶୁଭେଚ୍ଛା ଗୌରୀ ଖାନ,ବୟସ ଆଉ ପାଦେ ବଢିଲା, କିନ୍ତୁ ସୌନ୍ଦର୍ଯ୍ୟ ସେମିତି ରହିଛି, ଭଗବାନ କରନ୍ତୁ ଆସନ୍ତା ବର୍ଷ ସୁଖଶାନ୍ତିରେ ଭରି ରହୁ । ମୋ ତରଫରୁ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ବହୁତ ବହୁତ ଭଲପାଇବା ।' ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, 'ଜନ୍ମଦିନ ମୁବାରକ କୁଇନ୍ ଗୌରୀ ଖାନ'।