ETV Bharat / entertainment

କ୍ରିଟିକ୍ସ ଚଏସ ଆୱାର୍ଡ ୨୦୨୪: ବାଜି ମାରିଲା ଓପେନହାଇମର ଓ ବାର୍ବି, ଦେଖନ୍ତୁ ବିଜେତାଙ୍କ ଲିଷ୍ଟ

author img

By ETV Bharat Odisha Team

Published : Jan 15, 2024, 12:05 PM IST

Critics Choice Awards 2024: ଗୋଲ୍ଡେନ ଗ୍ଲବ ଆୱାର୍ଡ ପରେ କ୍ରିଟିକ୍ସ ଚଏସ ଆୱାର୍ଡ ୨୦୨୪ରେ ପୁଣି ବାଜି ମାରିଲା ହଲିଉଡ ଫିଲ୍ମ ଓପେନହାଇମର ଏବଂ ବାର୍ବି । ଓପେନହାଇମର ୮ଟି ଆୱାର୍ଡ ନିଜ ନାଁରେ କରିଥିବା ବେଳେ ବାର୍ବି ୬ଟି ଆୱାର୍ଡ ଜିତିଛି । ଦେଖନ୍ତୁ ବିଜେତାଙ୍କ ପୁରା ତାଲିକା

କ୍ରିଟିକ୍ସ ଚୋଏସ ଆୱାର୍ଡ ୨୦୨୪: ବାଜି ମାରିଲା ଓପେନହାଇମର ଏବଂ ବାର୍ବି, ଦେଖନ୍ତୁ ବିଜେତାଙ୍କ ଲିଷ୍ଟ

ୱାଶିଂଟନ: ପ୍ରତିଷ୍ଠିତ କ୍ରିଟିକ୍ସ ଚଏସ ଆୱାର୍ଡ ୨୦୨୪ ୧୪ ଜାନୁଆରୀ (ଭାରତୀୟ ସମୟ ଅନୁସାରେ ଜାନୁଆରୀ ୧୫)ରେ ଆମେରିକାର ଲସ ଆଞ୍ଜେଲସରେ ଏହି ଆୱାର୍ଡ ଶୋ' ଅନୁଷ୍ଠିତ ହୋଇଯାଇଛି । ଏହି ଆୱାର୍ଡ ପାଇଁ ଅନେକ ହଲିଉଡ ଫିଲ୍ମଙ୍କ ଜଲୱା ଦେଖିବାକୁ ମିଳିଛି । ବାର୍ବି ମୋଟ ୧୮ଟି କାଟାଗୋରୀ ମନୋନୀତ ହୋଇଥିବା ବେଳେ ଓପେନହାଇମର ଏବଂ ପୋର ଥିଙ୍ଗସ ଭଳି ଫିଲ୍ମ ୧୩ଟି କାଟାଗୋରୀରେ ମନୋନୀତ ହୋଇଥିଲା । ଏଥିସହ ଫିଲ୍ମ ଦ ଫ୍ଲାଭର ମୁନ ୧୨ଟି କାଟାଗୋରୀରେ ମନୋନୀତ ହୋଇଥିଲା । ତେବେ ବର୍ତ୍ତମାନ ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ଚେଲ୍ସି ହ୍ୟାଣ୍ଡେଲର୍ ବିଜେତାଙ୍କ ନାଁ ଘୋଷଣା କରିଛନ୍ତି । ଓପେନହାଇମର ୮ଟି ଆୱାର୍ଡ ନିଜ ନାଁରେ କରିଥିବା ବେଳେ ବାର୍ବି ୬ଟି ଆୱାର୍ଡ ଜିତି ସଫଳତା ହାସଲ କରିଛି ।

କ୍ରିଟିକ୍ସ ଚଏସ ଆୱାର୍ଡ ୨୦୨୪ ବିଜେତାଙ୍କ ପୁରା ତାଲିକା....

  • ଶ୍ରେଷ୍ଠ ଫିଲ୍ମ- ଓପେନହାଇମର
  • ଶ୍ରେଷ୍ଠ ନିର୍ଦ୍ଦେଶକ- ଖ୍ରୀଷ୍ଟୋଫର ନୋଲେନ, ଓପେନହାଇମର
  • ଶ୍ରେଷ୍ଠ ସହ ଅଭିନେତା- ରୋବର୍ଟ ଡାଉନି ଜୁନିଅର, ଓପେନହାଇମର
  • ଶ୍ରେଷ୍ଠ ସିନେମାଟୋଗ୍ରାଫି- ହାୟତେ ବେନ ହାୟତେମା, ଓପେନହାଇମର
  • ଶ୍ରେଷ୍ଠ ସ୍କୋର- ଲୁଡୱିଗ ଗୋରାନସନ, ଓପେନହାଇମର
  • ଶ୍ରେଷ୍ଠ ଏଡିଟିଂ- ଜୋନିଫର ଲେମ, ଓପେନହାଇମର
  • ଶ୍ରେଷ୍ଠ ଆକ୍ଟିଂ ଏସେମ୍ବଲ- ଓପେନହାଇମର
  • ଶ୍ରେଷ୍ଠ ଭିଜୁଆଲ ଇଫେକ୍ଟସ- ଓପେନହାଇମର
  • ଶ୍ରେଷ୍ଠ ଅରିଜିନାଲ ଗୀତ- ଆଇ ଏମ ଜଷ୍ଟ କେନ, ବାର୍ବି
  • ଶ୍ରେଷ୍ଠ ପ୍ରଡକ୍ସନ ଡିଜାଇନ- ସାରା ଗ୍ରୀନବୁଡ, କ୍ୟାଟି ସ୍ପେନ୍ସର, ବାର୍ବି
  • ଶ୍ରେଷ୍ଠ ଅରଜିନାଲ ସ୍କ୍ରିନ ପ୍ଲେ- ଗ୍ରେଟା ଗେରବିଗ, ନୋହ ବୋମବୈଚ, ବାର୍ବି
  • ଶ୍ରେଷ୍ଠ କଷ୍ଟ୍ୟୁମ ଡିଜାଇନ- ଜ୍ୟାକଲିନ ଡୁରାନ, ବାର୍ବି
  • ଶ୍ରେଷ୍ଠ ହେଆର ଆଣ୍ଡ ମେକଅପ- ବାର୍ବି
  • ଶ୍ରେଷ୍ଠ କମେଡି- ବାର୍ବି
  • ଶ୍ରେଷ୍ଠ ଅଭିନେତ୍ରୀ- ଏମ୍ମା ଷ୍ଟୋନ, ପୋର ଥିଙ୍ଗସ
  • ଶ୍ରେଷ୍ଠ ଅଭିନେତା- ପୋଲ ଜିୟାମାଟି, ଦ ହୋଲ୍ଡବର୍ସ
  • ଶ୍ରେଷ୍ଠ ସହ ଅଭିନେତ୍ରୀ- ଦା ୱାଇନ ଜୟ ରାଣ୍ଡୋଲ୍ଫ, ଦ ହୋଲ୍ଡବର୍ସ
  • ଶ୍ରେଷ୍ଠ ସହ ଅଭିନେତା(ଡ୍ରାମା ସିରିଜ)- ବିଲ୍ଲି କ୍ରୁଡପ, ଦ ମର୍ଣ୍ଣିଂ ଶୋ
  • ଶ୍ରେଷ୍ଠ ସହ ଅଭିନେତ୍ରୀ(ଡ୍ରାମା ସିରିଜ)- ଏଲିଜାବେଥ ଡେବିକି, ଦ କ୍ରାଉନ
  • ଶ୍ରେଷ୍ଠ ସହ ଅଭିନେତା (କମେଡି ସିରିଜ)- ଏବନ ମୋସ-ବୈରାଚ, ଦ ବିୟର
  • ଶ୍ରେଷ୍ଠ ସହ ଅଭିନେତ୍ରୀ (କମେଡି ସିରିଜ)- ମେରିଲ ଷ୍ଟ୍ରିପ, ଆନୋଲି ମର୍ଡର୍ସ ଇନ ଦ ବିଲ୍ଡିଂ
  • ଶ୍ରେଷ୍ଠ ସହ ଅଭିନେତା(ଲିମିଟେଡ ସିରିଜ)- ଜୋନାଥନ ବେଲି, ଫେଲୋ ଟ୍ରାଭେଲର
  • ଶ୍ରେଷ୍ଠ ସହ ଅଭିନେତ୍ରୀ(ଲିମିଟେଡ ସିରିଜ)- ମାରିଆ ବେଲୋ, ବ୍ରିଫ
  • ଶ୍ରେଷ୍ଠ ଆନିମେଟେଡ ଫିଚର- ସ୍ପାଇଡରମ୍ୟାନ: ଏକ୍ରୋସ ଦ ସ୍ପାଇଡର-ବର୍ସ
  • ଶ୍ରେଷ୍ଠ ବିଦେଶୀ ଭାଷା ଫିଲ୍ମ- ଏନାଟୋମୀ ଅଫ ଦ ଫାଲ
  • ଶ୍ରେଷ୍ଠ ଡ୍ରାମା ସିରିଜ- ସକ୍ସେନ
  • ଶ୍ରେଷ୍ଠ ମୁଭି ମେଡ ଫର ଟେଲିଭିଜନ- କ୍ବିଜ ଲେଡି
  • ଶ୍ରେଷ୍ଠ ବିଦେଶୀ ଭାଷା ସିରିଜ- ଲ୍ୟୁପିନ
  • ଶ୍ରେଷ୍ଠ ଆନିମେଟେଡ ସିରିଜ- ସ୍କଟ ପିଲଗ୍ରିମ ଟେକ୍ସ ଅଫ
  • ଶ୍ରେଷ୍ଠ କମେଡି ସ୍ପେଶାଲ- ଜୋନ ମୁଲନେ, ବେବି ଜେ
  • ଶ୍ରେଷ୍ଠ ଟକ ଶୋ- ଲାଷ୍ଟ ୱିକ ଟୁନାଇଟ ୱିଥ ଜୋନ ଅଲିୱର
  • ଶ୍ରେଷ୍ଠ କମେଡି ସିରିଜ- ଦ ବିୟର
  • ଶ୍ରେଷ୍ଠ ଲିମିଟେଡ ସିରିଜ-ବ୍ରିଫ

ଏହା ମଧ୍ୟ ପଢନ୍ତୁ: ଗୋଲ୍ଡେନ ଗ୍ଲୋବ ଆୱାର୍ଡ ୨୦୨୪: କିଏ ମାରିଲା ବାଜି, କେଉଁ ଫିଲ୍ମ ହେଲା ବିଜେତା, ଦେଖନ୍ତୁ ତାଲିକା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.