ETV Bharat / entertainment

Captain Miller: ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି, ଧନୁଷଙ୍କ ଆଗାମୀ ଫିଲ୍ମର ଟିଜର ରିଲିଜ

author img

By

Published : Jul 28, 2023, 1:59 PM IST

40ବର୍ଷ ବୟସରେ ପାଦ ଥାପିଲେ ସାଉଥ ତାରକା ଧନୁଷ । ଏହି ଅବସରରେ ତାଙ୍କ ପ୍ରଶଂସକଙ୍କୁ ସେ ଏକ ସୁନ୍ଦର ଉପହାର ଦେଇଛନ୍ତି । ଅଭିନେତା ତାଙ୍କ ଆକ୍ସନ୍ ଫିଲ୍ମ କ୍ୟାପଟେନ ମିଲରଙ୍କ ଟିଜର ରିଲିଜ କରିଛନ୍ତି । ଅଧିକ ପଢନ୍ତୁ

ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି, ଧନୁଷଙ୍କ ଆଗାମୀ ଫିଲ୍ମର ଟିଜର ରିଲିଜ

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଧନୁଷ ଆଜି ତାଙ୍କ 40 ବର୍ଷ ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କର ପ୍ରଶଂସକ ଏବଂ ସେଲିବ୍ରେଟି ଧନୁଷଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି । ତେବେ ଏହି ବିଶେଷ ଅବସରରେ ଧନୁଷ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଭେଟି ଦେଇଛନ୍ତି । ତାଙ୍କର ଆଗାମୀ ଫିଲ୍ମ କ୍ୟାପଟେନ ମିଲରଙ୍କ ପ୍ରଥମ ଟିଜର ରିଲିଜ କରିଛନ୍ତି । ସୋସିଆଲ ମିଡିଆରେ ଏହା ସେୟାର ହେବା ମାତ୍ରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ଫିଲ୍ମକୁ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

  • " class="align-text-top noRightClick twitterSection" data="">

1 ମିନିଟ 33 ସେକେଣ୍ଡର କ୍ୟାପଟେନ ମିଲର ଟିଜରର ରିଲିଜ ହୋଇଛି । ଟିଜର ଭିଡିଓ ଆରମ୍ଭରେ ଧନୁଷଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଯାଇଛି । ତା’ପରେ କିଛି ପୋଷ୍ଟର ଦେଖିବାକୁ ମିଳିଛି । ଏହା ପରେ, କିଛି ଆକ୍ସନ ଦୃଶ୍ୟ ଦେଖିବାକୁ ମିଳେ । ଟିଜରରେ ଧନୁଷଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିଛି । ଲମ୍ବା କେଶ ସହ ହାତରେ ବନ୍ଧୁ ଧରି ଆକ୍ସନ କରୁଥିବାର ନଜର ଆସିଛନ୍ତି । କ୍ୟାପଟେନ ମିଲରଙ୍କ ଟିଜରରେ ଫ୍ଲାଇଙ୍ଗ ଟ୍ରକ୍, ଚଳନ୍ତା ବନ୍ଧୁକର ଦମଦାର ଆକ୍ସନ ସହ ଏକ ହାଇ ଭୋଲଟେଜ୍ ଡ୍ରାମାର ମିଶ୍ରଣ ଦେଖିବାକୁ ମିଳୁଛି ।

ଆକ୍ସନ୍ ପିରିୟଡ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅରୁଣ ମାଥେଶ୍ୱରନ୍ । ଏହାପୂର୍ବରୁ ନିର୍ଦ୍ଦେଶକ ରକି ଔର ସାନି କାୟାଦମ୍ ଏହି ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଏହି ଚଳଚ୍ଚିତ୍ର 1980ର ପୃଷ୍ଠଭୂମି ଉପରେ ଆଧାରିତ ଏବଂ ଆକ୍ସନ୍ ଫିଲ୍ମରେ ପରିପୂର୍ଣ୍ଣ । ଧନୁଷ ତାଙ୍କ ଜନ୍ମଦିନ ଅବସରରେ ଫିଲ୍ମର ଦମଦାର ଟିଜର ରିଲିଜ କରି ଫ୍ୟାନ୍ସଙ୍କୁ ଭେଟି ଦେଇଛନ୍ତି । ଜୁନ୍ 30ରେ, ଧନୁଷ କ୍ୟାପ୍ଟେନ ମିଲରଙ୍କ ସହ ତାଙ୍କର ପ୍ରଥମ ଲୁକ୍ ସେୟାର କରିଥିଲେ । ଯାହାକୁ ବେଶ ପସନ୍ଦ କରିଥିଲେ ଫ୍ୟାନ୍ସ । ତେବେ ଫିଲ୍ମରେ ଧନୁଷଙ୍କୁ ଏକ ନୂଆ ଲୁକରେ ନଜର ଆସିବେ । ଯାହା ଟିଜରରେ ଦେଖିବାକୁ ମିଳୁଛି ।

ଏହା ମଧ୍ୟ ପଢନ୍ତୁ: ମାଷ୍ଟର ସେଫ୍ ସ୍ବପ୍ନରୁ ସାଉଥ୍‌ ସୁପରଷ୍ଟାର

ଫିଲ୍ମ ବିଷୟରେ କହିବାକୁ ଗଲେ, ଫିଲ୍ମରେ ଧନୁଷଙ୍କ ସମେତ ଶିବ ରାଜକୁମାର, ପ୍ରିୟଙ୍କା ମୋହନ, ନିବେଦିତା ସତୀ, ଜନ୍ କୋକେନ୍ ନଜର ଆସିବେ । ଫିଲ୍ମଟି 1980 ମସିହାର ନିର୍ମିତ ଏକ ଚଳଚ୍ଚିତ୍ର । ଏହା ଏକ ଆକ୍ସନ୍ ପ୍ୟାକ ଫିଲ୍ମ, ଯେଉଁଥିରେ ଧନୁଷଙ୍କ ଆକ୍ସନ୍ ହିରୋ ରୋଲରେ ଦେଖିବାକୁ ମିଳିବ । କୁହାଯାଉଛି ଯେ ଫିଲ୍ମ ଚଳିତ ବର୍ଷ ଫିଲ୍ମ ରିଲିଜ ହେବ ।

ସୂଚନା ଥାଉ କି, ଧନୁଷଙ୍କ ଚେହେରା ହେତୁ ତାଙ୍କୁ ବହୁତ ଟ୍ରୋଲ ହେବାକୁ ପଡିଥିଲା । ଏହା ପରେ ବି ଅଭିନେତା ହାର ମାନିନଥିଲେ । ନିଜ ଦୃଢ ପ୍ରଦର୍ଶନ ଏବଂ ଆତ୍ମବିଶ୍ବାସ ବଳରେ ଆଜି ସାଉଥର ଜଣେ ସଫଳ ଅଭିନେତା ଭାବେ ସାମିଲ ହୋଇପାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.