ETV Bharat / entertainment

ରାତି ପାହିଲେ ପରଦାକୁ ଆସିବ 'ଡଙ୍କି', କିଙ୍ଗ ଖାନଙ୍କ ଫିଲ୍ମ ଦେଖିବାକୁ ଉତ୍ସାହିତ ସେଲିବ୍ରିଟି

author img

By ETV Bharat Odisha Team

Published : Dec 20, 2023, 5:16 PM IST

Celebs Excited For Srk Film Dunki: ଆସନ୍ତାକାଲି(ଗୁରୁବାର) ରିଲିଜ ହେବ ଶାହାରୁଖ ଖାନଙ୍କ ବହୁ ପ୍ରତିକ୍ଷୀତ 'ଡଙ୍କି' । ଫିଲ୍ମକୁ ନେଇ କେବଳ ଫ୍ୟାନ୍ସ ନୁହଁ ବରଂ ବଲିଉଡ ସେଲିବ୍ରିଟି ମଧ୍ୟ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ସୋସିଆଲ ମିଡିଆ ପୋଷ୍ଟ କରି ତାରକା ମାନେ ପ୍ରଥମ ଦିନର ପ୍ରଥମ ଶୋ' ଦେଖିବା ନେଇ ଇଚ୍ଛା ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

ରାତି ପାହିଲେ ପରଦାକୁ ଆସିବ 'ଡଙ୍କି', କିଙ୍ଗ ଖାନଙ୍କ ଫିଲ୍ମ ଦେଖିବାକୁ ଉତ୍ସାହିତ ସେଲିବ୍ରିଟି
ରାତି ପାହିଲେ ପରଦାକୁ ଆସିବ 'ଡଙ୍କି', କିଙ୍ଗ ଖାନଙ୍କ ଫିଲ୍ମ ଦେଖିବାକୁ ଉତ୍ସାହିତ ସେଲିବ୍ରିଟି

ହାଇଦ୍ରାବାଦ: ରାତି ପାହିଲେ ପରଦାକୁ ଆସିବ କିଙ୍ଗ ଖାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'ଡଙ୍କି' । ଫିଲ୍ମର ଟିଜର ଏବଂ ଟ୍ରେଲରକୁ ଲୋକେ ବେଶ ପସନ୍ଦ କରିଥିବା ବେଳେ ବର୍ତ୍ତମାନ ଫିଲ୍ମକୁ ନେଇ ଉତ୍ସାହର ସହ ଅପେକ୍ଷା କରିଛନ୍ତି । କେବଳ ଫ୍ୟାନ୍ସ ନୁହଁ ବଲିଉଡ ସେଲିବ୍ରିଟି ମଧ୍ୟ ଫିଲ୍ମକୁ ଦେଖିବାକୁ ଉତ୍ସାହିତ ଅଛନ୍ତି । ବଲିଉଡ ଅଭିନେତା ରିତେଶ ଦେଶମୁଖ, ସୁନୀଲ ଶେଟ୍ଟୀ ଏବଂ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଶାହରୁଖ ଖାନଙ୍କ ଅଭିନୀତ ଡଙ୍କିଙ୍କ ପ୍ରଥମ ଦିନର ପ୍ରଥମ ଶୋ' ଦେଖିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଉତ୍ସାହିତ ଥିବା କହିଛନ୍ତି ସେଲିବ୍ରିଟି ।

ଏକ୍ସରେ ରିତେଶ ଏକ ପୋଷ୍ଟର ସେୟାର କରି ଲେଖିଛନ୍ତି, "ଆସନ୍ତାକାଲି ରିଲିଜ୍ ହେବାକୁ ଥିବା ବର୍ଷର ମୋର ପ୍ରିୟ ଚଳଚ୍ଚିତ୍ର 'ଡଙ୍କି' ପାଇଁ ମୁଁ ମୋର ଟିକେଟ ବୁକ୍ କରିସାରିଛି । ମୋର ସବୁଠୁ ପ୍ରିୟ ଶାହାରୁଖ ଖାନ । ଏହା ଗୋଟିଏ ମାଧ୍ୟମ ଖ୍ରୀଷ୍ଟମାସ ଛୁଟିଦିନ ପାଳନ କରିବା ପାଇଁ । ସେହିପରି ସୁନୀଲ ଶେଟ୍ଟୀ ମଧ୍ୟ ଏକ୍ସରେ ପୋଷ୍ଟ ସେୟାର କରି ଲେଖିଛନ୍ତି, "ଶାହାରୁଖ ଏବଂ ରାଜୁ ସାର୍ । ଏହା ମୋ ପାଇଁ ନିଶ୍ଚିତ ଭାବରେ ପ୍ରଥମ ଦିନର ପ୍ରଥମ ଶୋ'। ବଡ ପରଦାରେ ଡଙ୍କିଙ୍କ ଯାଦୁ ଦେଖିବାକୁ ଅପେକ୍ଷା କରିପାରିବି ନାହିଁ ।

  • I have already booked my tickets for my favourite film of the year releasing tomorrow…. My favouritest @iamsrk all the way …. That too in a Raju Hirani film…. What a way to celebrate Christmas Holidays !!! #Dunki pic.twitter.com/CVcblVGiZ7

    — Riteish Deshmukh (@Riteishd) December 20, 2023 " class="align-text-top noRightClick twitterSection" data=" ">

#Thane is buzzing with Dunki excitement! 🔥 Fans booked full audi & Get Their Visa Stamped To Watch DUNKI FDFS 🎥✨ @iamsrk @RajkumarHirani @RedChilliesEnt @RHFilmsOfficial @iampratikjadhav @iamarj555#DunkiAdvanceBooking #DunkiAgainstAllOdds #DunkiFirstDayFirstShowpic.twitter.com/oYmSxnI0wm

— Shah Rukh Khan Universe Fan Club (@SRKUniverse) December 20, 2023

ସେହିଭଳି ପୂର୍ବରୁ ପଠାନ ଚଳଚ୍ଚିତ୍ରରେ ଶାହାରୁଖଙ୍କ ସହ କାମ କରିଥିବା ଖ୍ୟାତନାମା ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଏକ୍ସରେ ଲେଖିଛନ୍ତି, କେବଳ ଥରେ ଏପରି ଏକ ଫିଲ୍ମ ଆସେ ଯେଉଁଥିରେ ମାଷ୍ଟ୍ରୋସ୍ ଏକାଠି ହୁଅନ୍ତି ଯେଉଁମାନେ ସେମାନଙ୍କ ଖେଳ ଏବଂ ପ୍ରତିଭାର ଶିଖରରେ ଥାଆନ୍ତି । ମୁଁ ଫିଲ୍ମ ଦେଖିବାକୁ ଅଧିକ ଉତ୍ସାହିତ ଅଛି । ସେହିପରି ରଣବୀର କପୁର ଏବଂ ଆମୀର ଖାନ ମଧ୍ୟ ଶାହାରୁଖ ଖାନଙ୍କୁ ଡଙ୍କି ପାଇଁ ଉତ୍ସାହିତ ଥିବା ବେଳେ ଶାହାରୁଖଙ୍କୁ ଶୁଭକାମନା ଜଣାଇଛନ୍ତି ।

  • Only once in a while comes a film that has maestros coming together who are at the peak of their game and talent. @iamsrk and Raju Hirani sir this one I am most looking forward to. I am ready to laugh, cry, exhilarate & dance in a movie theatre TOMORROW! This is cinema! pic.twitter.com/JJ1W98ymYu

    — Siddharth Anand (@justSidAnand) December 20, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: 'ଡଙ୍କି'କୁ ଫଛରେ ପକାଇଲା 'ସାଲାର', ରିଲିଜ ପୂର୍ବରୁ ୧୪ କୋଟିରୁ ଅଧିକ ଆୟ କଲା ପ୍ରଭାସଙ୍କ ଫିଲ୍ମ

ସୂଚନା ଥାଉ କି, 'ପଠାନ' ଏବଂ 'ଜବାନ' ପରି ହିଟ ଫିଲ୍ମ ପରେ ଶାହାରୁଖ ଖାନ ଚଳିତ ବର୍ଷ 'ଡଙ୍କି' ସହ ପୁଣି ଦର୍ଶକଙ୍କ ମନ ଜିତିବାକୁ ଯାଉଛନ୍ତି । ତେବେ ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଶାହାରୁଖ ଖାନଙ୍କ ବ୍ୟତୀତ ବିକି କୌଶଲ, ତାପସୀ ପନ୍ନୁ, ବୋମନ ଇରାନୀ, ସତୀଶ ଶାହାଙ୍କ ପରି ବଲିଉଡ୍‌ ଅଭିନେତାମାନେ ଅଭିନୟ କରିଛନ୍ତି । ତେବେ ଶାହାରୁଖ ରାଜକୁମାର ହିରାନୀ ଏବଂ ତାପସୀ, ବିକିଙ୍କ ସହ ପ୍ରଥମ ଥର ପାଇଁ ଏହି ଫିଲ୍ମରେ କାମ କରିଛନ୍ତି । ଆସନ୍ତାକାଲି (ଡିସେମ୍ବର ୨୧) ରେ ରିଲିଜ ହେବ ଫିଲ୍ମ ।

  • " class="align-text-top noRightClick twitterSection" data="">

ହାଇଦ୍ରାବାଦ: ରାତି ପାହିଲେ ପରଦାକୁ ଆସିବ କିଙ୍ଗ ଖାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'ଡଙ୍କି' । ଫିଲ୍ମର ଟିଜର ଏବଂ ଟ୍ରେଲରକୁ ଲୋକେ ବେଶ ପସନ୍ଦ କରିଥିବା ବେଳେ ବର୍ତ୍ତମାନ ଫିଲ୍ମକୁ ନେଇ ଉତ୍ସାହର ସହ ଅପେକ୍ଷା କରିଛନ୍ତି । କେବଳ ଫ୍ୟାନ୍ସ ନୁହଁ ବଲିଉଡ ସେଲିବ୍ରିଟି ମଧ୍ୟ ଫିଲ୍ମକୁ ଦେଖିବାକୁ ଉତ୍ସାହିତ ଅଛନ୍ତି । ବଲିଉଡ ଅଭିନେତା ରିତେଶ ଦେଶମୁଖ, ସୁନୀଲ ଶେଟ୍ଟୀ ଏବଂ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଶାହରୁଖ ଖାନଙ୍କ ଅଭିନୀତ ଡଙ୍କିଙ୍କ ପ୍ରଥମ ଦିନର ପ୍ରଥମ ଶୋ' ଦେଖିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଉତ୍ସାହିତ ଥିବା କହିଛନ୍ତି ସେଲିବ୍ରିଟି ।

ଏକ୍ସରେ ରିତେଶ ଏକ ପୋଷ୍ଟର ସେୟାର କରି ଲେଖିଛନ୍ତି, "ଆସନ୍ତାକାଲି ରିଲିଜ୍ ହେବାକୁ ଥିବା ବର୍ଷର ମୋର ପ୍ରିୟ ଚଳଚ୍ଚିତ୍ର 'ଡଙ୍କି' ପାଇଁ ମୁଁ ମୋର ଟିକେଟ ବୁକ୍ କରିସାରିଛି । ମୋର ସବୁଠୁ ପ୍ରିୟ ଶାହାରୁଖ ଖାନ । ଏହା ଗୋଟିଏ ମାଧ୍ୟମ ଖ୍ରୀଷ୍ଟମାସ ଛୁଟିଦିନ ପାଳନ କରିବା ପାଇଁ । ସେହିପରି ସୁନୀଲ ଶେଟ୍ଟୀ ମଧ୍ୟ ଏକ୍ସରେ ପୋଷ୍ଟ ସେୟାର କରି ଲେଖିଛନ୍ତି, "ଶାହାରୁଖ ଏବଂ ରାଜୁ ସାର୍ । ଏହା ମୋ ପାଇଁ ନିଶ୍ଚିତ ଭାବରେ ପ୍ରଥମ ଦିନର ପ୍ରଥମ ଶୋ'। ବଡ ପରଦାରେ ଡଙ୍କିଙ୍କ ଯାଦୁ ଦେଖିବାକୁ ଅପେକ୍ଷା କରିପାରିବି ନାହିଁ ।

  • I have already booked my tickets for my favourite film of the year releasing tomorrow…. My favouritest @iamsrk all the way …. That too in a Raju Hirani film…. What a way to celebrate Christmas Holidays !!! #Dunki pic.twitter.com/CVcblVGiZ7

    — Riteish Deshmukh (@Riteishd) December 20, 2023 " class="align-text-top noRightClick twitterSection" data=" ">

ସେହିଭଳି ପୂର୍ବରୁ ପଠାନ ଚଳଚ୍ଚିତ୍ରରେ ଶାହାରୁଖଙ୍କ ସହ କାମ କରିଥିବା ଖ୍ୟାତନାମା ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଏକ୍ସରେ ଲେଖିଛନ୍ତି, କେବଳ ଥରେ ଏପରି ଏକ ଫିଲ୍ମ ଆସେ ଯେଉଁଥିରେ ମାଷ୍ଟ୍ରୋସ୍ ଏକାଠି ହୁଅନ୍ତି ଯେଉଁମାନେ ସେମାନଙ୍କ ଖେଳ ଏବଂ ପ୍ରତିଭାର ଶିଖରରେ ଥାଆନ୍ତି । ମୁଁ ଫିଲ୍ମ ଦେଖିବାକୁ ଅଧିକ ଉତ୍ସାହିତ ଅଛି । ସେହିପରି ରଣବୀର କପୁର ଏବଂ ଆମୀର ଖାନ ମଧ୍ୟ ଶାହାରୁଖ ଖାନଙ୍କୁ ଡଙ୍କି ପାଇଁ ଉତ୍ସାହିତ ଥିବା ବେଳେ ଶାହାରୁଖଙ୍କୁ ଶୁଭକାମନା ଜଣାଇଛନ୍ତି ।

  • Only once in a while comes a film that has maestros coming together who are at the peak of their game and talent. @iamsrk and Raju Hirani sir this one I am most looking forward to. I am ready to laugh, cry, exhilarate & dance in a movie theatre TOMORROW! This is cinema! pic.twitter.com/JJ1W98ymYu

    — Siddharth Anand (@justSidAnand) December 20, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: 'ଡଙ୍କି'କୁ ଫଛରେ ପକାଇଲା 'ସାଲାର', ରିଲିଜ ପୂର୍ବରୁ ୧୪ କୋଟିରୁ ଅଧିକ ଆୟ କଲା ପ୍ରଭାସଙ୍କ ଫିଲ୍ମ

ସୂଚନା ଥାଉ କି, 'ପଠାନ' ଏବଂ 'ଜବାନ' ପରି ହିଟ ଫିଲ୍ମ ପରେ ଶାହାରୁଖ ଖାନ ଚଳିତ ବର୍ଷ 'ଡଙ୍କି' ସହ ପୁଣି ଦର୍ଶକଙ୍କ ମନ ଜିତିବାକୁ ଯାଉଛନ୍ତି । ତେବେ ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଶାହାରୁଖ ଖାନଙ୍କ ବ୍ୟତୀତ ବିକି କୌଶଲ, ତାପସୀ ପନ୍ନୁ, ବୋମନ ଇରାନୀ, ସତୀଶ ଶାହାଙ୍କ ପରି ବଲିଉଡ୍‌ ଅଭିନେତାମାନେ ଅଭିନୟ କରିଛନ୍ତି । ତେବେ ଶାହାରୁଖ ରାଜକୁମାର ହିରାନୀ ଏବଂ ତାପସୀ, ବିକିଙ୍କ ସହ ପ୍ରଥମ ଥର ପାଇଁ ଏହି ଫିଲ୍ମରେ କାମ କରିଛନ୍ତି । ଆସନ୍ତାକାଲି (ଡିସେମ୍ବର ୨୧) ରେ ରିଲିଜ ହେବ ଫିଲ୍ମ ।

  • " class="align-text-top noRightClick twitterSection" data="">
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.