ETV Bharat / elections

ନିର୍ବାଚନ ସାରି ଫେରିଲେ ପୁଲିଂ ଟିମ - polling team

କୋରାପୁଟ ଜିଲ୍ଲାର ୧୧୪୧ଟି ମତଦାନ କେନ୍ଦ୍ରରେ ମତଦାନ ପ୍ରକ୍ରିୟା ସମ୍ପନ୍ନ ହୋଇଛି । ତେବେ ମତଦାନ ପ୍ରକ୍ରିୟା ଶେଷ କରି ଲକ୍ଷ୍ମୀପୁର, ପଟ୍ଟାଙ୍ଗି ଓ କୋରାପୁଟ ନିର୍ବାଚନ ମଣ୍ଡଳୀର ପୁଲିଂ ଟିମ ନିଜ ନିଜ ସ୍ଥାନକୁ ଫେରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Apr 11, 2019, 8:38 PM IST

କୋରାପୁଟ: ସରିଲା କୋରାପୁଟ ମତଦାନ ପ୍ରକିୟା । କୋରାପୁଟ ଜିଲ୍ଲାର ୧୧୪୧ଟି ମତଦାନ କେନ୍ଦ୍ରରେ ମତଦାନ ପ୍ରକ୍ରିୟା ସମ୍ପନ୍ନ ହୋଇଛି । ତେବେ ମତଦାନ ପ୍ରକ୍ରିୟା ଶେଷ କରି ଲକ୍ଷ୍ମୀପୁର, ପଟ୍ଟାଙ୍ଗି ଓ କୋରାପୁଟ ନିର୍ବାଚନ ମଣ୍ଡଳୀର ପୁଲିଂ ଟିମ ନିଜ ନିଜ ସ୍ଥାନକୁ ଫେରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କିଛି ପୁଲିଂ ଟିମ କୋରାପୁଟର ଲାଣ୍ଡିଗୁଡାସ୍ଥିତ ଡିଏଭି ମହାବିଦ୍ୟାଳୟ ପରିସରରେ ଖୋଲାଯାଇଥିବା ଇଭିଏମ ସଂଗ୍ରହ କେନ୍ଦ୍ରକୁ ଫେରିଥିବାବେଳେ ଏବଂ ଆଉ କିଛି କୋଟପାଡ ଓ ଜୟପୁର ନିର୍ବାଚନମଣ୍ଡଳୀର ପୁଲିଂ ଟିମ ଜୟପୁରର ବିକ୍ରମଦେଵ ମହାବିଦ୍ୟାଳୟରେ ଫେରିଛନ୍ତି ।

ତେବେ ନିର୍ବାଚନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଥିବା ଜିଲ୍ଲା ପ୍ରଶାସନ ଅଧିକାରୀ ସୂଚନା ଦେଇଛନ୍ତି।

କୋରାପୁଟରୁ ସି.ଏଚ୍ ଶାନ୍ତାକାର, ଇଟିଭି ଭାର

Intro:Body:

smruti

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.