ETV Bharat / elections

ପୋଲିଂ ଅଫିସରଙ୍କ ପାଇଁ ଦେବଦୂତ ସାଜିଲେ ସ୍ୱେଛାସେବୀ ସଂଗଠନ

ହଜାରରୁ ଉର୍ଦ୍ଧ୍ବ ପୋଲିଂ ଅଫିସର ଇଭିଏମ ଓ ଭିଭିପାଟ ମେସିନ ପାଇଁ ଅପେକ୍ଷାରତ ଥିଲାବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମସ୍ତଙ୍କୁ ଅଥୟ କରି ଦେଉଛି । କିନ୍ତୁ ସ୍ଥାନୀୟ ସ୍ବେଛାସେବୀ ସଂଗଠନ ଠିକ ସମୟରେ ଆସି ସମସ୍ତ ପୋଲିଂ ଅଫିସରଙ୍କ ଉପରେ ଜଳ ସେଞ୍ଚନ କରି ସମସ୍ତ ଅଫିସରମାନଙ୍କୁ ଆସ୍ବସ୍ତି ପ୍ରଦାନ କରିଛନ୍ତି ।

author img

By

Published : Apr 27, 2019, 5:29 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ସିଲଭର ସିଟିରେ ବଢୁଛି ତାତିର ପ୍ରକୋପ । ଦିନ 10ଟା ବାଜିଲେ ଘରେ ଘରେ ପଡୁଛି ତାଟିକବାଟ । କିନ୍ତୁ ଚତୁର୍ଥ ପର୍ଯାୟ ନିର୍ବାଚନ ପାଇଁ ବାହାରୁ ଆସିଥିବା ପୋଲିଂ ଅଫିସରଙ୍କୁ ନୂଆ ଜୀବନ ଦେଉଛନ୍ତି ସ୍ଥାନୀୟ ସ୍ବେଛାସେବୀ ସଂଗଠନ ।

ଭିଡିଓ ସୌଜନ୍ଯ:ସମ୍ବାଦଦାତା, କଟକ

ସୂଚନା ଅନୁଯାୟୀ, ହଜାରରୁ ଉର୍ଦ୍ଧ୍ବ ପୋଲିଂ ଅଫିସର ଇଭିଏମ ଓ ଭିଭିପାଟ ମେସିନ ପାଇଁ ଅପେକ୍ଷାରତ ଥିଲାବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମସ୍ତଙ୍କୁ ଅଥୟ କରି ଦେଉଛି । କିନ୍ତୁ ସ୍ଥାନୀୟ ସ୍ବେଛାସେବୀ ସଂଗଠନ ଠିକ ସମୟରେ ଆସି ସମସ୍ତ ପୋଲିଂ ଅଫିସରଙ୍କ ଉପରେ ଜଳସିଞ୍ଚନ କରି ସମସ୍ତ ଅଫିସରମାନଙ୍କୁ ଆସ୍ବସ୍ତି ପ୍ରଦାନ କରିଛନ୍ତି ।

ସ୍ବେଛାସେବୀ ସଂଗଠନର ସଦସ୍ୟଙ୍କ କହିବାନୁଯାୟୀ, ଗଣତନ୍ତ୍ରର ମହାପର୍ବକୁ ସୁଚାର ରୂପେ ସମ୍ପାଦନ କରୁଥିବା ବ୍ୟକ୍ତିମାନଙ୍କ ପ୍ରତି ଏହା ଆମର ଛୋଟ କର୍ତ୍ତବ୍ୟ । କାରଣ ଯେପରି ଭାବେରେ ଗ୍ରୀଷ୍ମ ପ୍ରବାହ ହେଉଛି ଏହା ଅଫିସରମାନଙ୍କ ପାଇଁ ବେଶ କଷ୍ଟଦାୟକ । ସେଥିପାଇଁ ଆମେ 15 ଭଲ୍ୟୁଣ୍ଟିୟର ମିଶି ଅଫିସରଙ୍କ ଉପରେ ଜଳ ସିଞ୍ଚନ କରୁଛୁ । ଯାହାଦ୍ୱାରା ସେମାନେ ଆନନ୍ଦିତ ହେଉଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ୍ , ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.