ETV Bharat / elections

ପୁଣି ସମ୍ବଲପୁରରେ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ - ସମ୍ବଲପୁର

ସମ୍ବଲପୁର ଜିଲ୍ଲାରୁ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ 36 ବର୍ଷିୟ ଯୁବକ ହୋଇଥିବା ବେଳେ ସେ ଚେନ୍ନାଇ ଫେରନ୍ତା ବୋଲି ଜଣାପଡିଛି । ଅଧିକ ପଢନ୍ତୁ:

ସମ୍ବଲପୁରରେ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ
ସମ୍ବଲପୁରରେ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ
author img

By

Published : Jun 11, 2020, 6:41 PM IST

ସମ୍ବଲପୁର: ରାଜ୍ୟରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ଗୁରୁବାର ସମ୍ବଲପୁର ଜିଲ୍ଲାରୁ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ 36 ବର୍ଷିୟ ଯୁବକ ହୋଇଥିବା ବେଳେ ସେ ଚେନ୍ନାଇ ଫେରନ୍ତା ବୋଲି ଜଣାପଡିଛି । ତେବେ ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମ୍ବଲପୁର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 18କୁ ପହଞ୍ଚିଛି ।

ତେବେ ଯୁବକ ଜଣକ ଗତ 4 ତାରିଖରେ ଚେନ୍ନାଇରୁ ଫେରିଥିଲେ। ଏହାପରେ ସେ ଜମେନକିରା ବ୍ଲକର କୁଲୁଣ୍ଡି ସ୍କରକାରୀ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ । ତେବେ ତାଙ୍କ ନିକଟରେ କୋରୋନାର କୌଣସି ଲକ୍ଷଣ ଦେଖାଦେଇନଥିଲା । କିନ୍ତୁ ପରୀକ୍ଷା ପରେ ତାଙ୍କ ରିପୋର୍ଟ ପଜିଟିଭି ଆସିଥିଲା ।

ବର୍ତ୍ତମାନ ତାଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି। ଏହା ସହ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.