ETV Bharat / elections

ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ନିଜ ଗାଁରେ ଭୋଟ ଦେଲେ ପ୍ରଦୀପ ମାଝୀ - BJP

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଟାଲିଆମ୍ବାରେ ଭୋଟ ଦେଇଛନ୍ତି କଂଗ୍ରେସ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Apr 11, 2019, 2:16 PM IST

ନବରଙ୍ଗପୁର: ସକାଳ 7ରୁ ଆରମ୍ଭ ହୋଇଯାଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ। ମତଦାନର ଦେଢ ଘଣ୍ଟା ପୂର୍ବରୁ ମେକ୍ ପୋଲ ଅନୁଷ୍ଠିତ ହୋଇଯାଇଛି। ଏହାପରେ ଆରମ୍ଭ ହୋଇଛି ମତଦାନ । ରାଜ୍ୟର 4ଟି ଲୋକସଭା ଏବଂ ବିଧାନସଭା ଆସନ ପାଇଁ ମତଦାନ ଚାଲିଛି । ଇତିମଧ୍ୟରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଟାଲିଆମ୍ବାରେ ଭୋଟ ଦେଇଛନ୍ତି କଂଗ୍ରେସ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନିଜ ଗାଁରେ ଟାଲିଆମ୍ବା ବୁଥ ନଂ 164 ରେ ମତଦାନ କରିଛନ୍ତି ପ୍ରଦୀପ ମାଝୀ। ଉକ୍ତ 4ଟି ଲୋକସଭା ଆସନରେ ଜାରି ରହିଛି ମତଦାନ। ବର୍ତ୍ତମାନ ସୁଦ୍ଧା ନବରଙ୍ଗପୁରରେ 25 ପ୍ରତିଶତ ମତଦାନ ହୋଇଛି।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:Body:

aljkuias

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.