ETV Bharat / elections

ଭଦ୍ରକରେ ଇଭିଏମ ଅଚଳ, ବିଳମ୍ବରେ ଆରମ୍ଭ ହେଲା ମତଦାନ

ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ । ଭଦ୍ରକର ଭଣ୍ଡାରୀପୋଖରୀ ବିଧାନସଭା ନିର୍ବାନଚନ ମଣ୍ଡଳୀ ଅନ୍ତର୍ଗତ 47 ନମ୍ବର ବୁଥରେ ଇଭିଏମ ଅଚଳ ଯୋଗୁଁ ବିଳମ୍ବରେ ଆରମ୍ଭ ହେଲା ମତଦାନ ।

author img

By

Published : Apr 29, 2019, 10:05 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଆଜି ଚତୁର୍ଥ ଓ ଶେଷ ପର୍ଯ୍ୟାୟ ନିର୍ବାଚନ । 9ଟି ରାଜ୍ୟ 71ଟି ଲୋକସଭା ଆସନ ପାଇଁ ଜାରି ରହିଛି ମତଦାନ । ତେବେ ଭଦ୍ରକର ଭଣ୍ଡାରୀପୋଖରୀ ବିଧାନସଭା ନିର୍ବାନଚନ ମଣ୍ଡଳୀ ଅନ୍ତର୍ଗତ 47 ନମ୍ବର ବୁଥରେ ଇଭିଏମ ଅଚଳ ଯୋଗୁଁ ଦେଢ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଛି ମତଦାନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସକାଳୁ ଭୋଟ ଦେବା ପାଇଁ ଲମ୍ବା ଲାଇନରେ ଠିଆ ହୋଇ ମତଦାନ ସାବ୍ୟସ୍ତ କରୁଛନ୍ତି ଭୋଟର ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.