ETV Bharat / elections

ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ଗଣତି ଆରମ୍ଭ - ଭୁବନେଶ୍ବର

ସାରା ଦେଶର ନଜର ରହିଛି ଆଜିର ରେଜଲ୍ଟ ଉପରେ । ତେବେ ବିଭିନ୍ନ ବୁଥରେ ଗଣତି ଆରମ୍ଭ ହୋଇଥିବା ବେଳେ ବିଜେବି କଲେଜରେ 5ଟି ବିଧାନସଭା ଓ ଗୋଟିଏ ଲୋକସଭା ପାଇଁ ଭୋଟ ଗଣତି ହେଉଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 23, 2019, 8:43 AM IST

Updated : May 23, 2019, 12:34 PM IST

ଭୁବନେଶ୍ବର: ଅପେକ୍ଷାର ଅନ୍ତ । ବହୁ ପ୍ରତିକ୍ଷିତ ଦିନର ଅବସାନ ଘଟିଛି । ସାରା ଦେଶର ନଜର ରହିଛି ଆଜିର ରେଜଲ୍ଟ ଉପରେ । ତେବେ କେନ୍ଦ୍ର ଓ ରାଜ୍ୟରେ କିଏ ସରକାର ଗଢିବ ? ସେନେଇ ଆଉ କିଛି ଘଣ୍ଟା ମଧ୍ୟରେ ଫଳାଫଳ ସାମ୍ନାକୁ ଆସିଲେ ଜଣାପଡିଯିବ । ତେବେ ବିଭିନ୍ନ ବୁଥରେ ଗଣତି ଆରମ୍ଭ ହୋଇଥିବା ବେଳେ ବିଜେବି କଲେଜରେ 5ଟି ବିଧାନସଭା ଓ ଗୋଟିଏ ଲୋକସଭା ପାଇଁ ଭୋଟ ଗଣତି ହେଉଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଜୟଦେବ, ଜଟଣୀ, ଭୁବନେଶ୍ବର ଏକାମ୍ର, ଭୁବନେଶ୍ବର ଉତ୍ତର, ଭୁବନେଶ୍ବର ମଧ୍ୟ ବିଧାନସଭା ପାଇଁ ଗଣତି ହେଉଛି । ସେହିପରି ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ମଧ୍ୟ ଗଣତି ହେଉଛି ।
ଭୁବନେଶ୍ବର ଲୋକସଭାରେ 16 ଲକ୍ଷ 97 ହଜାର 666 ଭୋଟର ଥିବା ବେଳେ 10 ଲକ୍ଷ 11 ହଜାର 754 ମତଦାନ କରିଥିଲେ ।

111 ଜୟଦେବ ବିଧାନସଭା କ୍ଷେତ୍ର ପାଇଁ ମୋଟ 24 ରାଉଣ୍ଡ ଗଣତି ହେବ । ମୋଟ 234 ବୁଥ ରହିଛି । ମୋଟ ଭୋଟର 1 ଲକ୍ଷ 86 ହଜାର ଥିବା ବେଳେ 1 ଲକ୍ଷ 41 ହଜାର ମତଦାନ କରିଥିଲେ ।

ସେହିଭଳି 112 ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ ପାଇଁ 20 ରାଉଣ୍ଡ ଗଣତି ହେବ । ମୋଟ 196 ବୁଥ ରହିଛି । ମୋଟ 2 ଲକ୍ଷ 38 ହଜାର ମତଦାତା ଥିବା ବେଳେ 1 ଲକ୍ଷ 2 ହଜାର ମତଦାନ କରିଥିଲେ ।
113 ଭୁବନେଶ୍ବର ଉତ୍ତର ପାଇଁ 24 ରାଉଣ୍ଡ ରହିଛି । 236 ବୁଥ ରହିଛି । ମୋଟ 2 ଲକ୍ଷ 97 ହଜାର ଭୋଟର ରହିଥିବା ବେଳେ 1 ଲକ୍ଷ 38 ହଜାର ମତଦାନ କରିଥିଲେ ।
114 ଭୁବନେଶ୍ବର ଏକାମ୍ର ପାଇଁ 23 ରାଉଣ୍ଡ ଗଣତି ହେବ । 226 ବୁଥ ରହିଛି । 2 ଲକ୍ଷ 80 ହଜାର 968 ମୋଟ ମତଦାତା ଥିବା ବେଳେ 1 ଲକ୍ଷ 39 ହଜାର ମତଦାନ କରିଥିଲେ ।
115 ଜଟଣୀ ବିଧାନସଭା କ୍ଷେତ୍ର ପାଇଁ 26 ରାଉଣ୍ଡ ଗଣତି ରହିଛି । ଏଠାରେ 254 ବୁଥ ରହିଛି । 2 ଲକ୍ଷ 37 ହଜାର ମତଦାତା ଥିବା ବେଳେ ଭୋଟ ଦେଇଛନ୍ତି 1 ଲକ୍ଷ 61 ହଜାର ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:() ଭୁବନେଶ୍ୱର ବିଜେବି କଲେଜରେ 5ଟି ବିଧାନସଭା ଓ ଗୋଟିଏ ଲୋକସଭା ପାଇଁ ଭୋଟ ଗଣତି ହେଉଛି। ଜୟଦେବ, ଜଟଣୀ, ଭୁବନେଶ୍ୱର ଏକାମ୍ର, ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର ମଧ୍ୟ ବିଧାନସଭା ପାଇଁ ଗଣତି ହେଉଛି। ସେହିପରି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ମଧ୍ୟ ଗଣତି ହେଉଛି।
ଭୁବନେଶ୍ୱର ଲୋକସଭାରେ 16 ଲକ୍ଷ 97 ହଜାର 666 ଭୋଟର ଥିବା ବେଳେ 10 ଲକ୍ଷ 11 ହଜାର 754 ମତଦାନ କରିଥିଲେ।

111 ଜୟଦେବ ବିଧାନସଭା କ୍ଷେତ୍ର ପାଇଁ ମୋଟ 24 ରାଉଣ୍ଡ ଗଣତି ହେବ। ମୋଟ 234 ବୁଥ ରହିଛି। ମୋଟ ଭୋଟର 1 ଲକ୍ଷ 86 ହଜାର ଥିବା ବେଳେ 1 ଲକ୍ଷ 41 ହଜାର ମତଦାନ କରିଥିଲେ।
112 ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ପାଇଁ 20 ରାଉଣ୍ଡ ଗଣତି ହେବ। ମୋଟ 196 ବୁଥ ରହିଛି। ମୋଟ 2 ଲକ୍ଷ 38 ହଜାର ମତଦାତା ଥିବା ବେଳେ 1 ଲକ୍ଷ 2 ହଜାର ମତଦାନ କରିଥିଲେ।
113 ଭୁବନେଶ୍ୱର ଉତ୍ତର ପାଇଁ 24 ରାଉଣ୍ଡ ରହିଛି। 236 ବୁଥ ରହିଛି। ମୋଟ 2 ଲକ୍ଷ 97 ହଜାର ଭୋଟର ରହିଥିବା ବେଳେ 1 ଲକ୍ଷ 38 ହଜାର ମତଦାନ କରିଥିଲେ।
114 ଭୁବନେଶ୍ୱର ଏକାମ୍ର ପାଇଁ 23 ରାଉଣ୍ଡ ଗଣତି ହେବ। 226 ବୁଥ ରହିଛି। 2 ଲକ୍ଷ 80 ହଜାର 968 ମୋଟ ମତଦାତା ଥିବା ବେଳେ 1 ଲକ୍ଷ 39 ହଜାର ମତଦାନ କରିଥିଲେ।
115 ଜଟଣୀ ବିଧାନସଭା କ୍ଷେତ୍ର ପାଇଁ 26 ରାଉଣ୍ଡ ଗଣତି ରହିଛି। ଏଠାରେ 254 ବୁଥ ରହିଛି। 2 ଲକ୍ଷ 37 ହଜାର ମତଦାତା ଥିବା ବେଳେ ଭୋଟ ଦେଇଛନ୍ତି 1 ଲକ୍ଷ 61 ହଜାର।

Body:ହହ

Conclusion:
Last Updated : May 23, 2019, 12:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.