ETV Bharat / elections

ଭାଇରାଲ ହେଉଛି ନିରଞ୍ଜନ ପୂଜାରୀଙ୍କ ଯୁକ୍ତିତର୍କ ଭିଡିଓ

ବିଧାୟକ ନିରଞ୍ଜନ ପୂଜାରୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ବିଧାୟକ ଜଣେ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Apr 5, 2019, 2:51 PM IST

ସୁବର୍ଣ୍ଣପୁର: ସୋନପୁରର ବିଜେଡି ବିଧାୟକ ପ୍ରାର୍ଥୀ ନିରଞ୍ଜନ ପୂଜାରୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ନିରଞ୍ଜନ ନିର୍ବାଚନ ପ୍ରଚାର କରୁଥିବା ସମୟରେ ତାଙ୍କୁ ଏକ ବ୍ୟକ୍ତି ଜୋରଦାର ବିରୋଧ କରୁଛନ୍ତି । ଏପରିକି କିଛି ସମୟ ଯୁବକ ଜଣଙ୍କ ନିରଞ୍ଜନଙ୍କ ସହ ଯୁକ୍ତି କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଏହି ଭିଡିଓରେ ପ୍ରାୟ 2 ମିନିଟ୍‌ କାଳ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିଲା । ଯୁବକ ଜଣଙ୍କ ସଭା ଚାଲିଥିବା ବେଳେ ଯୁକ୍ତିତର୍କ କରୁଥିବା ବେଳେ ଚୁପ୍ ରହିବାକୁ ନିରଞ୍ଜନ କହିବା ସହ ନିଜର କ୍ଷମତା ପ୍ରୟୋଗ କରିବେ ନାହିଁ ବୋଲି ନିରଞ୍ଜନ କହୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଏପରିକି ଭିଡିଓରେ ଯୁବକଙ୍କ ଉପରେ ବିରକ୍ତ ପ୍ରକାଶ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ନିର୍ବାଚନ ପ୍ରଚାର ସମୟରେ ବ୍ଲକ ଅଧ୍ୟକ୍ଷଙ୍କ ସହିତ ଯୁବକଙ୍କ ଜଣକ ଯୁକ୍ତି କରିଥିବା ନିରଞ୍ଜନ କହୁଛନ୍ତି ।

ପ୍ରକାଶ ଯେ, ଆଗକୁ ନିର୍ବାଚନ ଥିବାରୁ ନିରଞ୍ଜନ ଏକ ପ୍ରଚାର କାର୍ଯ୍ୟକ୍ରମରେ ଯାଇଥିଲେ । ସେହି ସମୟରେ ତାଙ୍କୁ ବିରୋଧ କରିଥିଲେ ଜଣେ ଯୁବକ । ସେହି ସମୟରେ ଉଭୟଙ୍କ ମଧ୍ୟରେ କିଛି ସମୟ ଯୁକ୍ତିତର୍କ ହୋଇଥିଲା ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.