ETV Bharat / city

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ଲାଞ୍ଚୁଆ RI

ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଲାଞ୍ଚ ନେଇ ଭଜିଲାନ୍ସ ଜାଲରେ ପଡଛନ୍ତି ରାଜସ୍ୱ ନିରୀକ୍ଷକ। ସମ୍ବଲପୁର ଜିଲ୍ଲା ଜମନକିରା ରାଜସ୍ବ ନିରୀକ୍ଷକ (RI) ମନୋଜ ମହାନନ୍ଦ ଏକ ଜମି ବିଭାଜନ ପାଇଁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଅଧିକ ପଢନ୍ତୁ

author img

By

Published : Apr 18, 2022, 2:02 PM IST

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ RI
ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ RI

ସମ୍ବଲପୁର: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଲାଞ୍ଚ ନେବା ପଡିଲା ମହଙ୍ଗା । ଲାଞ୍ଚ ନେଇ ଭଜିଲାନ୍ସ ଜାଲରେ ପଡଛନ୍ତି ରାଜସ୍ୱ ନିରୀକ୍ଷକ। ସମ୍ବଲପୁର ଜିଲ୍ଲା ଜମନକିରା ରାଜସ୍ବ ନିରୀକ୍ଷକ (RI) ମନୋଜ ମହାନନ୍ଦ ଏକ ଜମି ବିଭାଜନ ପାଇଁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଜିଲ୍ଲା ଜମନକିରା ଓରାମ ପଡ଼ାର ଦୁଃଖା ମିଞ୍ଜ ତାଙ୍କର ଜମି ବିଭାଜନ ପାଇଁ ଆବେଦନ କରିଥିବା ବେଳେ ଆର.ଆଇ ତାଙ୍କୁ 9 ହଜାର ଟଙ୍କା ଲାଞ୍ଚ ମାଗିଥିବା ଜଣାପଡିଛି ।

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ RI

ଏନେଇ ଦୁଃଖା ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ କରିଥିଲେ । ଯୋଜନା ମୁତାବକ ଆଜି ଦିନ 10ଟା ବେଳେ ଆରଆଇଙ୍କୁ ତାଙ୍କ କାର୍ଯ୍ୟାଳୟରେ ଦେଖା କରିଥିଲେ ଦୁଃଖା । ଆରଆଇ ମାଗିଥିବା ୯ ହଜାର ଟଙ୍କା ଦୁଃଖା ତାଙ୍କୁ ଦେଉଥିବା ବେଳେ ଯୋଜନା ମୁତାବକ ଭିଜିଲାନ୍ସ ଆରଆଇଙ୍କୁ ଧରି ନେଇଥିଲା । ଭିଜିଲାନ୍ସ ପକ୍ଷରୁ ତାଙ୍କ ଅଫିସରେ ରେଡ ଜାରି ରହିଛି l ସେପଟେ ଆରଆଇଙ୍କ ଘରେ ମଧ୍ୟ ଭିଜିଲାନ୍ସ ଯାଞ୍ଚ ଆରମ୍ଭ କରିଛି ।

ସମ୍ବଲପୁରରୁ ବାଦଶାହ ଜୁସମାନ ରାଣା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.