ETV Bharat / city

ମାସ୍କକିଣା ଦୁର୍ନୀତି ଓ ଭୀମସାରର ଏମଆରଆଇ ଅନିୟମିତତା, ଜୁଡିସିଆଲ ତଦନ୍ତ ଦାବି

author img

By

Published : Jun 11, 2020, 8:37 PM IST

ରାଜ୍ୟ ସରକାରଙ୍କ ମାସ୍କ କିଣାବିକା ଦୁର୍ନୀତି ଓ ବୁର୍ଲା ମେଡିକାଲରେ ଏମଆରଆଇ ପରୀକ୍ଷଣରେ ହେଉଥିବା ଅନିୟମିତତାକୁ ନେଇ ପ୍ରତିବାଦ କରିଛି ସମ୍ବଲପୁରରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ । ଅଧିକ ପଢନ୍ତୁ..

ମାସ୍କ କିଣା ଦୁର୍ନୀତି ଓ ଭୀମସାରର ଏମଆରଆଇ ଅନିୟମିତତା, ଜୁଡିସିଆଲ ତଦନ୍ତ ଦାବି

ସମ୍ବଲପୁର: ଗୁରୁବାର ରାଜ୍ୟ ସରକାରଙ୍କ ମାସ୍କ କିଣାବିକା ଦୁର୍ନୀତି ଓ ବୁର୍ଲା ମେଡିକାଲରେ ଏମଆରଆଇ ପରୀକ୍ଷଣରେ ହେଉଥିବା ଅନିୟମିତତାକୁ ନେଇ ପ୍ରତିବାଦ କରିଛି ସମ୍ବଲପୁର ପଶ୍ଚିମାଞ୍ଚଳ ଏକତା ମଞ୍ଚ ।

ମାସ୍କକିଣା ଦୁର୍ନୀତି ଓ ଭୀମସାରର ଏମଆରଆଇ ଅନିୟମିତତା, ଜୁଡିସିଆଲ ତଦନ୍ତ ଦାବି

2ଟି ଯାକ ଦୁର୍ନୀତି ସ୍ବାସ୍ଥ୍ୟ ବିଭାଗରେ ହୋଇଥିବାବେଳେ ଏପର୍ଯ୍ୟନ୍ତ ସରକାରଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଏହାର ପ୍ରତିବାଦ କରିଛି ମଞ୍ଚ । ଏହାସହ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଧିକାରୀଙ୍କୁ ଯଥାଶୀଘ୍ର ନିଲମ୍ବିତ କରିବା ସହ ଏହି ଦୁର୍ନୀତିର ତଦନ୍ତ ହାଇକୋର୍ଟର ଅବସର ପ୍ରାପ୍ତ ଜଣେ ବିଚାରପତିଙ୍କ ଦ୍ବାରା କରାଯାଉ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି ।

ଏନେଇ ଗୁରୁବାର ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ସମ୍ବଲପୁରରୁ ବାଦଶାହା ଜୁସମନ୍ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.