ସମ୍ବଲପୁର : କୋବିଡ-19 ମୁକାବିଲା ପାଇଁ ସମ୍ବଲପୁରର ପାୱାର ଅଫ ଟ୍ରୁଥ ଅନୁଷ୍ଠାନ ତରଫରୁ ସରକାରଙ୍କୁ 3 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।
ଅନୁଷ୍ଠାନର ମୁଖ୍ୟ ସୁବାଷ ସହାଣୀ ଆଜି ରେଙ୍ଗାଲି ବିଧାୟକ ନାଉରୀ ନାଏକଙ୍କ ଜରିଆରେ କେନ୍ଦ୍ର ସରକାରଙ୍କୁ 2 ଲକ୍ଷ୍ୟ ଓ ରାଜ୍ୟ ସରକାରଙ୍କୁ 1 ଲକ୍ଷ ର ସହାୟତା ରାଶି ପ୍ରଦାନ କରିଛନ୍ତି। ଆଜି ଅନୁଷ୍ଠାନର ମୁଖ୍ୟ ସୁବାଷ ସହାଣୀ ଓ ତାଙ୍କର ସାଥି ଏହି ଅର୍ଥ ରାଶିର ଚେକ ରେଙ୍ଗାଲି ବିଧାୟକ ଙ୍କୁ ପ୍ରଦାନ କରିଛନ୍ତି ।
ଅନ୍ୟପଟେ ବର୍ତ୍ତମାନ ସମୟରେ ସରକାରଙ୍କୁ ଏହି ଅର୍ଥିକ ସହାୟତା ର ଅଵଶ୍ୟକତା ରହିଛି ବୋଲି ରେଙ୍ଗାଲି ବିଧାୟକ ନାଉରୀ ନାଏକ କହିଛନ୍ତି।
ସମ୍ବଲପରରୁ ବାଦଶାହ ଜୁସ୍ମନ କୁମାର ରଣା, ଇଟିଭି ଭାରତ