ETV Bharat / city

ସାମାନ୍ୟ ବଢିଲା ହୀରାକୁଦ ଜଳସ୍ତର; କେନାଲରେ ନିଷ୍କାସିତ ହେଉଛି ପାଣି

କ୍ଷମତା ଠାରୁ ବହୁତଳେ ରହିଛି ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର । ଯାହାର ସିଧା ସଳଖ ପ୍ରଭାବ ପଡିଛି ଚାଷ ସହ ବିଦ୍ୟୁତ ଉତ୍ପାଦନରେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Jul 29, 2019, 8:40 PM IST

ସମ୍ବଲପୁର: ଜୁଲାଇ ମାସ ଶେଷ ହେବାକୁ ଆଉ ଦୁଇଦିନ ବାକିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର 6 ଶହ ଫୁଟରେ ପହଞ୍ଚିପାରିନାହିଁ । ଯାହା ଜଳ ଭଣ୍ଡାର ଏବଂ ରାଜ୍ୟ ପାଇଁ ଚିନ୍ତା ବଢାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ତେବେ ଗତ ଦୁଇଦିନ ମଧ୍ୟରେ ନଦୀବନ୍ଧର ଉପର ମୁଣ୍ଡରେ ବର୍ଷା ହେବାରୁ ଜଳସ୍ତର ସାମାନ୍ୟ ବଢିଛି କିନ୍ତୁ ତାହା ମଧ୍ୟ ଯଥେଷ୍ଟ ନୁହେଁ । ବର୍ତ୍ତମାନ ଜଳସ୍ତର 598 ଫୁଟରୁ 598.87ଫୁଟ ରେ ପହଞ୍ଚିଛି । ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ଥିବାବେଳେ ଗତ କିଛିଦିନ ହେଲା ଜଳସ୍ତର କମିବାରେ ଲାଗିଛି ।

ଯାହାର ସିଧା ସଳଖ ପ୍ରଭାବ ଉଭୟ ବାମ ଓ ଦକ୍ଷିଣ ପାର୍ଶ୍ବ କେନାଲ ସହ ବିଦ୍ୟୁତ ଉତ୍ପାଦନରେ ପଡିଛି । କିନ୍ତୁ ଗତ 24ଘଣ୍ଟା ଭିତରେ ଉପର ମୁଣ୍ଡରେ ବର୍ଷା ହେବାରୁ ବର୍ତ୍ତମାନ ଜଳ ଭଣ୍ଡାରକୁ ରୁ 18,000 କ୍ୟୁସେସ ଜଳ ପ୍ରବେଶ କରୁଥିବାବେଳେ 3600 କ୍ୟୁସେସ ଜଳ କେନାଲ ମାଧ୍ୟମରେ ନିଷ୍କାସିତ ହେଉଛି।

ସମ୍ବଲପୁରରୁ ଜୁଷ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ଭଲ ବର୍ଷା ନହେବା ଯୋଗୁ ଗତ କିଛିଦିନ ହେଲା ଜଳସ୍ଥର 598 ଫୁଟରେ ସ୍ଥିର ରହିଥିବା ବେଳେ ଗତ କେଇ ଘଣ୍ଟା ହେଲା ଉପର ମୁଣ୍ଡରେ ଭଲ ବର୍ଷା ହେବାରୁ ଉପର ମୁଣ୍ଡରୁ ଇନ ଫ୍ଲୋ ବଢିଥିବା ବେଳେ ଜଳସ୍ଥର ସାମାନ୍ୟ ବୃଦ୍ଧି ପାଇଛି।Body:ହୀରାକୁଦ ଜଳଭଣ୍ଡାରର ଜଳସ୍ଥରରେ ସାମାନ୍ୟ ଵୃଦ୍ଧି ହୋଇଛି। ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା 630 ଫୁଟ ହୋଇଥିବା ବେଳେ ବିଗତ କିଛି ଦିନ ହେଲା ଉପର ମୁଣ୍ଡରେ ମୋଟା ମୋଟୀ ବର୍ଷା ନହେବାରୁ ଏହାର ଜଳସ୍ଥର ପାଖା ପାଖି ରେ 598 ଫୁଟ ରେ ସ୍ଥିର ହୋଇ ରହିଥିଲା।ତେବେ ଗତ 24 ଘଣ୍ଟା ମଧ୍ୟରେ ବରଗଡ ରେ ଭଲ ବର୍ଷା ହେବାରୁ ଡେମ କୁ ଇନ ଫ୍ଲୋ ବଢିଛି। ବର୍ତମାନ ଡେମ ଭିତରକୁ ଉପର ମୁଣ୍ଡରୁ 18,000 କ୍ୟୁସେକ ଜଳ ପ୍ରବେଶ କରୁଛି।ଏହି ପରିସ୍ଥିତି ବର୍ତ୍ତମାନ ଜଳସ୍ଥର ରହିଛି 598.87ଫୁଟ। ସୂଚନାଯୋଗ୍ୟ ଯୋଗ୍ୟ ଯେ ହୀରାକୁଦ ରେ ଜଳସଂକଟ ଯୋଗୁ ଗତ କୁଛି ଦିନ ହେଲା ବିଦ୍ୟୁତ ଉତ୍ପାଦନ ପାଇଁ ଜଳ ଯୋଗାଣ ବହୁତ କମ କରି ଦିଆଯାଇଛି। ଏହା ଦ୍ୱାରା ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇଛି।Conclusion:ତେବେ ଆଗକୁ ଛତିଶଗଡ ରେ ଭଲ ବର୍ଷା ହେବାର ସମ୍ଭାବନା ଥିବାରୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ଥର ବୃଦ୍ଧି ପାଇବାରେ ସମ୍ଭାବନା ରହିଛି।

ବାଇଟ-1-ଭକ୍ତ ରଞ୍ଜନ ମହାନ୍ତି, ଅଧିକ୍ଷକ ଯନ୍ତ୍ରୀ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.