ETV Bharat / city

ହୀରାକୁଦରୁ 8ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ - ହୀରାକୁଦରୁ 8 ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ହୀରାକୁଦ ଡ୍ୟାମରୁ 8ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି 1,48,012 କ୍ୟୁସେକ ଜଳ କରୁଛି ପ୍ରବେଶ । ଅଧିକ ପଢନ୍ତୁ....

Floodwaters are drained through 8 gates from Hirakud
ହୀରାକୁଦରୁ 8 ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ
author img

By

Published : Aug 8, 2020, 10:40 AM IST

ସମ୍ବଲପୁର: ହୀରାକୁଦ ଡ୍ୟାମରୁ 8 ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ଗତ କିଛି ଦିନ ହେଲା 5 ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିବା ବେଳେ ଗତ ରାତିରେ ଆଉ 2ଟି ଗେଟ ଖୋଲା ଯାଇଥିଲା । ଶନିବାର ସକାଳୁ ଆଉ ଗୋଟିଏ ଗେଟ ଖୋଲାଯାଇଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର 608.31 ଫୁଟ ରହିଛି।

ହୀରାକୁଦରୁ 8 ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ଏହି ସମୟରେ ଉପର ମୁଣ୍ଡରୁ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି 1,48,012 କ୍ୟୁସେକ ଜଳ ପ୍ରବେଶ କରୁଛି । ଏଥିସହ 8ଟି ଗେଟ ଦେଇ ସେକେଣ୍ଡ ପ୍ରତି ହାରାହାରି 1,20,795 କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଉପର ମୁଣ୍ଡରେ ବର୍ଷା ଜାରି ରହିଥିବାରୁ ଗେଟ ଖୋଲାଯାଇଛି ।

ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.