ETV Bharat / city

ଭୋଟରଙ୍କୁ ଆକୃଷ୍ଟ ପାଇଁ ସମ୍ବଲପୁରରେ କଂଗ୍ରେସର ରୋଡ ଶୋ

ଜିଲ୍ଲାରେ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ସରଗରମ ରହିଛି ରାଜନୈତିକ ମାହୋଲ । ଭୋଟରଙ୍କୁ ଆକୃଷ୍ଟ କରିବାକୁ ଏଠାରେ କଂଗ୍ରେସ ପକ୍ଷରୁ ଏକ ରୋଡ଼ ଶୋ କରାଯାଇଛି।

author img

By

Published : Apr 17, 2019, 9:56 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଜିଲ୍ଲାରେ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ସରଗରମ ରହିଛି ରାଜନୈତିକ ମାହୋଲ । ଭୋଟରଙ୍କୁ ଆକୃଷ୍ଟ କରିବାକୁ ଏଠାରେ କଂଗ୍ରେସ ପକ୍ଷରୁ ଏକ ରୋଡ଼ ଶୋ କରାଯାଇଛି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର ଧନୁପାଲି ଛକରୁ ଏହି ରୋଡ଼ ଶୋ ଆରମ୍ଭ ହୋଇ ଗୋବିନ୍ଦ ତୋଳା, ଜେଲ ଛକ, ଜିଲ୍ଲା ସ୍କୁଲ ଛକ, ଭିଏସଏସ ମାର୍ଗ ଦେଇ ସହର ପରିକ୍ରମା କରିଥିଲା । ଏହି ଅବସରରେ ଜେଲଛକସ୍ଥିତ ଵୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତୀରେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ଶରତ ପଟ୍ଟନାୟକ, ବିଧାନସଭା ପ୍ରାର୍ଥୀ ଅଶ୍ବିନୀ ପୂଜାହାରୀ, ରେଢ଼ାଖୋଲ ବିଧାନସଭା ପ୍ରାର୍ଥୀ ଅସଫ ଅଲ୍ଲୀ ଖାଁ ପୁଷ୍ପ ମାଲ୍ୟାର୍ପଣ କରିଥିଲେ।

ଅନ୍ୟପଟେ ଚଳିତ ନିର୍ବାଚନରେ ଜିଲ୍ଲାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ଅଶ୍ବିନୀ ପୂଜାହାରୀ କହିଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.