ETV Bharat / city

ସନ ଫିଲଟରରେ ଛାତ୍ରଛାତ୍ରୀ ଦେଖିଲେ ସୂର୍ଯ୍ୟପରାଗ - student see suryaparag

ଆଜି ସୂର୍ଯ୍ୟ ପରାଗ ଦେଖିବା ପାଇଁ ବହୁତ ଉତ୍ସାହିତ ଥିଲେ ଛାତ୍ରଛାତ୍ରୀ । ଏନେଇ ରାଉରକେଲାରେ ବିଜ୍ଞାନ ଚେତନା ମଞ୍ଚ ତରଫରୁ ସୂର୍ଯ୍ୟ ପରାଗ ଦେଖିବା ପାଇଁ  ସନ ଫିଲଟରର ବ୍ୟବସ୍ଥା କରଯାଇଥିଲା। ଯାହାଫଳରେ  ସକାଳ 8.45 ରୁ 9.15 ମଧ୍ୟରେ ଛାତ୍ରଛାତ୍ରୀମାନେ ପରାଗ ଦେଖି ପାରିବା ସହ ଫଟୋ ଉଠାଇଥିଲେ।

surya parag
surya parag
author img

By

Published : Dec 26, 2019, 4:01 PM IST

ରାଉରକେଲା: ଆଜି ସୂର୍ଯ୍ୟ ପରାଗ ଦେଖିବା ପାଇଁ ବହୁତ ଉତ୍ସାହିତ ଥିଲେ ଛାତ୍ରଛାତ୍ରୀ । ଏନେଇ ରାଉରକେଲାରେ ବିଜ୍ଞାନ ଚେତନା ମଞ୍ଚ ତରଫରୁ ସୂର୍ଯ୍ୟ ପରାଗ ଦେଖିବା ପାଇଁ ସନ ଫିଲଟରର ବ୍ୟବସ୍ଥା କରଯାଇଥିଲା। ଯାହାଫଳରେ ସକାଳ 8.45 ରୁ 9.15 ମଧ୍ୟରେ ଛାତ୍ରଛାତ୍ରୀମାନେ ପରାଗ ଦେଖି ପାରିବା ସହ ଫଟୋ ଉଠାଇଥିଲେ।

surya parag

ମେଘୁଆ ପାଗ କାରଣରୁ ଛାତ୍ରଛାତ୍ରୀମାନେ ଅଳ୍ପ ସମୟ ପାଇଁ ପରାଗ ଦେଖି ନିରାଶ ହୋଇଥିଲେ। ତେବେ ରାଉରକେଲାରେ ଏହି ସମୟ ମଧ୍ୟରେ 54 ପ୍ରତିଶତ ସୂର୍ଯ୍ୟପରାଗର ପ୍ରଭାବ ଦେଖିବାକୁ ମିଳିଥିଲା।

ରାଉରକେଲାରୁ ରାଜେନ୍ଦ୍ର ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ଆଜି ସୂର୍ଯ୍ୟ ପରାଗ ପାଇଁ ଲୋକ ମମେ ଧର୍ମିକ ମାନ୍ୟତା ର ପାଳନ କରି ଥିବା ବେଳେ ଛାତ୍ର ଛାତ୍ରୀ ମାନେ ସୂର୍ଯ୍ୟ ପରାଵ ଦେଖିବା ପାଇଁ ବହୁତ ଉତ୍ସାହିତ ଥିଲେ।ଅଳ୍ପ ସମୟ ପାଇଁ ପରାଗ ଦେଖି ପାରିଥିଲେ କିନ୍ତୁ ମେଘୁଆ ପାଗ ଯୋଗୁ ସେମାନେ ନିରାଶ ହୋଇ ଥିଲେ।

Body:ବିଜ୍ଞାନ ଚେତନା ମଞ୍ଚ ତରଫ ରୁ ସୂର୍ଯ୍ୟ ପରାଗ ଦେଖିବା ପାଇଁ sun filter ର ବ୍ୟବସ୍ଥା କର ଯାଇ ଥିଲା। ସକାଳ 8.45 ରୁ 9.15 ମଧ୍ୟ ରେ ଛାତ୍ର ଛାତ୍ରୀ ମାନେ ପରାଗ ଦେଖି ପାରିଥିଲେ ତଥା ଫୋଟୋ ଉଠାଇ ଥିଲେ। ରାଉରକେଲା ରେ ଏହି ସମୟ ମଧ୍ୟ ରେ 54 ପ୍ରତିଶତ ପ୍ରଭାବ ଦେଖିବାକୁ ମିଳିଥିଲା।

Conclusion:ସୂର୍ଯ୍ୟ ପରାଗ ର ଧାର୍ମିକ ମହତ୍ଵ ରହି ଥିବା ବେଳେ ବୈଜ୍ଞାନିକ ଭାବରେ ଏହା ଚିନ୍ତା ର କାରଣ ନୁହେଁ। ଏହା ବୈଜ୍ଞାନିକ ତେଣୁ ସମସ୍ତଙ୍କୁ ଏହା ଦେଖିବା କଥା।
ବାଇଟ-ଅର୍ପିତା ବେହରା,ଛାତ୍ରୀ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.