ETV Bharat / city

ମା'ଙ୍କ ସପ୍ତମୀ ପୂଜା, ଦୁଲୁକୁଛି ଇସ୍ପାତ ନଗରୀ - ରାଉରକେଲାରେ ମହାସପ୍ତମୀ ପୂଜା

ଆଜି ମହାସପ୍ତମୀ । କଳଶ ଯାତ୍ରା ପରେ ପୂଜା ଆରମ୍ଭ କରାଯିବ । ଏନେଇ ଚଳଚଞ୍ଚଳ ରାଉରକେଲା ସହର । ଅଧିକ ଖବର ପଢନ୍ତୁ...

ମା'ଙ୍କ ସପ୍ତମୀ ପୂଜା, ହୁଲୁସ୍ତୁଲୁ ଇସ୍ପାତ ନଗରୀ
author img

By

Published : Oct 5, 2019, 6:02 PM IST

ରାଉରକେଲା: ମା'ଙ୍କ ସପ୍ତମୀ ପୂଜାକୁ ନେଇ ଚଳଚଞ୍ଚଳ ସାରା ସହର । ଦୁର୍ଗତୀ ନାଶିନୀଙ୍କ ପୂଜା ପାଇଁ ସହର ଉଠୁଛି ପଡୁଛି । ଏଥିରୁ କେମିତି ବା ବାଦ ପଡିଥାନ୍ତା ଇସ୍ପାତ୍ ନଗରୀ ରାଉରକେଲା । ସହରରେ ସର୍ବମୋଟ 100ଟି ପୂଜା ପେଣ୍ଡାଲ ରହିଛି ।

ମା'ଙ୍କ ସପ୍ତମୀ ପୂଜା, ହୁଲୁସ୍ତୁଲୁ ଇସ୍ପାତ ନଗରୀ

ଆଜି ମହାସପ୍ତମୀ । କଳଶ ଯାତ୍ରା ପରେ ପୂଜା ଆରମ୍ଭ, ଚକ୍ଷୁଦାନ, ପ୍ରାଣ ପ୍ରତିଷ୍ଠା, ହୋମ, ପୁଷ୍ପାଞ୍ଜଳି ପରେ ଆରତୀ ହେବ । ଭକ୍ତମାନେ ପୂଜା ପେଣ୍ଡାଲକୁ ମା'ଙ୍କ ଦର୍ଶନ ପାଇଁ ଆସିବା ଆରମ୍ଭ କରି ଦେଇଛନ୍ତି ।

ମୂର୍ତ୍ତି ହେଉ କି ପେଣ୍ଡାଲ ନିର୍ମାଣ କିମ୍ବା ସଜସଜ୍ଜା, ସବୁ ପୂଜା ପେଣ୍ଡାଲ ମାନଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଲାଗି ରହିଛି । ଆଜି ସନ୍ଧ୍ୟା ସୁଦ୍ଧା ପେଣ୍ଡାଲକୁ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ରାଉରକେଲା ସହର ସହିତ ଆଖପାଖ ଅଞ୍ଚଳରୁ ଲୋକ ମାନେ ମା' ଙ୍କ ଦର୍ଶନ ପାଇଁ ଆସୁଥିବାରୁ ସନ୍ଧ୍ୟା ହେଲେ ଟ୍ରାଫିକ ବ୍ୟବସ୍ଥା ପରଖାଯାଉଛି । ରାଉରକେଲା ପୋଲିସ ତରଫରୁ ଟ୍ରାଫିକ ବ୍ୟବସ୍ଥା ଠିକ ରଖିବା ପାଇଁ ସବୁ ପ୍ରସ୍ତୁତି ସରିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ରାଉରକେଲା ସହର ରେ ପୂଜା କୁ ନେଇ ସହର ରୁ ଗାଁ ଉତ୍ସବମୁଖର। ସହର ରେ 100 ଟି ପୂଜା ପେଣ୍ଡଳ ରହିଛି। ଆଜି ମହାସପ୍ତମୀ। କଲଶ ଯାତ୍ରା ପରେ ପୂଜା ଆରମ୍ଭ,ଚକ୍ଷୁଦାନ,ପ୍ରାଣ ପ୍ରତିଷ୍ଠା, ହୋମ,ପଷ୍ପାଞ୍ଜଳି ପରେ ଆରତୀ ହେବ। ଆଜି ମା ଙ୍କ ଭକ୍ତ ମାନେ ପୂଜା ପେଣ୍ଡଳ କୁ ମାଙ୍କ ଦର୍ଶନ ପାଇଁ ଆସିବ ଆରମ୍ଭ କରି ଦେଛନ୍ତି।

Body:ମୂର୍ତି ହେଉ କି ପେଣ୍ଡଳ ନିର୍ମାଣ କିମ୍ବା ସଜ ସଜ୍ଜା। ସବୁ ପୂଜା ପେଣ୍ଡଳ ମାନଙ୍କ ମଧ୍ୟ ରେ ଏକ ପ୍ରକାର ପ୍ରତିଯୋଗିତା ଲାଗି ରହିଛି। ଆଜି ସନ୍ଧ୍ୟା ଶୁଦ୍ଧ ପେଣ୍ଡଳ କୁ ଭକ୍ତ ମାନଙ୍କ ପାଇଁ ପ୍ରସ୍ତୁତ କରିବା କାମ ରେ ଲାଗି ପଡିଛନ୍ତି ଲୋକ ମାନେ। କାଲିଠାରୁ ପୋଲିସ ବ୍ୟବସ୍ଥା ସବୁ ପେଣ୍ଡଳ ରେ ଲାଗୁ ହୋଇଛି।

Conclusion:ରାଉରକେଲା ସହର ସହିତ ଆଖ ପାଖ ଅଂଚଳରୁ ଲୋକ ମାନେ ମାଙ୍କ ଦର୍ଶନ ପାଇଁ ଆସୁ ଥିବାରୁ ସନ୍ଧ୍ୟା ହେଲେ ଟ୍ରାଫିକ ସମସ୍ୟା ଦରଖିବାକୁ ମିଳେ। ରାଉରକେଲା ପୋଲିସ ତରଫ ରୁ ଟ୍ରାଫିକ ବ୍ୟବସ୍ଥା ଠିକ ରଖିବା ପାଇଁ ସବୁ ପ୍ରସ୍ତୁତି ସରିଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.