ETV Bharat / city

ଆରଏସପି କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପାଇଁ ବୈଠକ - କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପାଇଁ ବୈଠକ

ଆରଏସପି କ୍ଷତିଗ୍ରସ୍ତଙ୍କୁ ମିଳିବ କ୍ଷତିପୂରଣ । ଆଜି ବୈଠକରେ ବିସ୍ଥାପିତଙ୍କ ସମସ୍ୟାକୁ ନେଇ ଆଲୋଚନା ।

rsp-meeting-raurkela-presents-of-mp
ଆରଏସପି
author img

By

Published : Dec 22, 2019, 1:31 AM IST

Updated : Dec 22, 2019, 9:46 AM IST

ରାଉରକେଲା: ରାଉରକେଲା ITDA conference ହଲରେ RPDAC ବୈଠକ ହୋଇଥିଲା । ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲାପାଳ, ଡିଆଇଜି, ଏଡିଏମଙ୍କ ସମେତ ରାଉରକେଲା ଇସ୍ପାତ କାରଖାନାର ଅଧିକାରୀ ମାନେ ଯୋଗଦେଇଥିଲେ । ଏହି ବୈଠକରେ ସାଂସଦ, ବିଧାୟକ ମାନଙ୍କ ସହିତ ବିସ୍ଥାପିତ ନେତା ମାନେ ମଧ୍ୟ ଯୋଗଦେଇଥିଲେ ।

ଆରଏସପି କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପାଇଁ ବୈଠକ

ବୈଠକ ଚାଲିଥିବା ବେଳେ ବାହାରେ ବିସ୍ଥାପିତମାନେ ଶୋଭାଯାତ୍ରା କରି ଧାରଣା ଦେଇଥିଲେ । ବିସ୍ଥାପିତ ମାନେ ନାରାବାଜି କରିବା ସହ ‘ଚାକରି ଦିଅ ନଚେତ ଜମି ଫେରାଅ’ ଦାବି କରି ଥିଲେ । ଅନ୍ୟପଟେ ବିସ୍ଥାପିତ ମାନେ ଗତ ବୈଠକରେ ଚାକିରି ପ୍ରଦାନ ସମ୍ପର୍କରେ ହୋଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ ହୋଇନଥିବାରୁ ଅସନ୍ତୋଷ ବୃଦ୍ଧି ପାଇଥିଲା । ବୈଠକରେ ବିସ୍ଥାପିତ ମାନେ ଦାବି ପୂରଣ ନହେଲେ ଆନ୍ଦୋଳନ ଧମକ ଦେଇଥିଲେ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ରାଉରକେଲା ITDA conference ହଲ ରେ RPDAC ବୈଠକ ହୋଇଥିଲା। ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ବୈଠକ ରେ ଜିଲ୍ଲାପାଳ,dig, adm ସହିତ ରାଉରକେଲା ଇସ୍ପାତ କାରଖାନା ର ଅଧିକାରୀ ମାନେ ଭାଗ ନେଇ ଥିଲେ। ବୈଠକ ରେ ସାଂସଦ, ବିଧାୟକ ମାନଙ୍କ ସହିତ ବିସ୍ଥାପିତ ନେତା ମାନେ ଭାଗ ନେଇ ଥିଲେ।

Body:ଏହି ବୈଠକ ହଲ ଭିତରେ ଚାଲି ଥିବା ବେଳେ ବାହରେ ବିସ୍ଥାପିତ ମନେ ଶୋଭାଯାତ୍ରା କରି ଥିଲେ ତଥା ଧାରଣା ଦେଇ ବସି ଥିଲେ। ଚାକରି ଦିଅ ନଚେତ ଜମି ଫେରାଇବା ଦାବି କରି ଥିଲେ। ବୈଠକ ରେ ପେରିଫେରି କାମ ଜିଲା ପ୍ରଶାସନ ନିଷ୍ପତି ଉପରେ କର ଯାଉ ବୋଲି RDC ନିର୍ଦେଶ ଦେଇ ଥିଲେ। ଅନ୍ୟ ପଟେ ବିସ୍ଥାପିତ ମନେ ଗତ ବୈଠକ ରେ ଚାକରି ପ୍ରଦାନ ସମ୍ପର୍କ ରେ ହୋଇ ଥିବା ନିଷ୍ପତିକୁ କାର୍ୟ୍ଯକରି ନ ହୋଇ ଥିବାରୁ ତାଙ୍କ ରୋଷ ପ୍ରକଟ କରି ଥିଲେ। ଏହା ବ୍ୟତୀତ ଜମି ଦେବା ମାମଲା ରେ ମଧ୍ୟ ପ୍ରଶାସନ ର ଅବହେଳା ଉପରେ ମଧ୍ୟ କହିବା ସହିତ 1098 କୁ ଚାକରି ସହିତ ଅନ୍ୟ ପ୍ରଶାସନ ତରଫ ରୁ ସର୍ବେ କରି ପାଠ ଯାଇ ଥିବା ଲୋକଙ୍କୁ ଚାକରି ଦାବି କର ଯାଇ ଥିଲା।

Conclusion:ବୈଠକ ରେ ବିସ୍ଥାପିତ ମାନେ ଦାବି ପୁରା ନ ହେଲେ ଆନ୍ଦୋଳନ ଧମକ ଦେଇ ଥିଲେ। ରାଉରକେଲା ଇସ୍ପାତ କାରଖାନା ତଥା ମନ୍ଦିରା ଡ୍ୟାମ ଯୋଗୁ ବିସ୍ଥାପିତ ଲୋକ ମାନଙ୍କ ସମସ୍ୟା ସହିତ ପେରିଫେରି କାମ କୁ ନେଇ ଏହି ବୈଠକ ପାଇଁ ବହୁତ ସୁରକ୍ଷା ବ୍ୟବସ୍ଥା ମଧ୍ୟ କର ଯାଇ ଥିଲା।
ବାଇଟ-ଜୁଏଲ ଓରାମ, ସାଂସଦ, ସୁନ୍ଦରଗଡ଼
Last Updated : Dec 22, 2019, 9:46 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.