ETV Bharat / city

ସାନିଟାଇଜ ହେଲା ରାଉରକେଲା ସରକାରୀ ହସ୍ପିଟାଲ - ସାନିଟାଇଜ

ରାଉରକେଲା ମହାନଗର ନିଗମ ତରଫରୁ ଏକ ଭିନ୍ନ ପ୍ରୟାସ । ଶୁକ୍ରବାର ଅଗ୍ନିଶମ ବିଭାଗ ସହାୟତାରେ ସହରର ସରକାରୀ ହସ୍ପିଟାଲକୁ ସାନିଟାଇଜ କଲେ ମହାନଗର ନିଗମ । ଅଧିକ ପଢନ୍ତୁ...

Rourkela Government Hospital was sanitized
ରାଉରକେଲା ସରକାରୀ ହସ୍ପିଟାଲକୁ କରାଗଲା ସାନିଟାଇଜ
author img

By

Published : Apr 3, 2020, 8:14 PM IST

ରାଉରକେଲା: କୋରୋନା ଏବେ ଦେଶବ୍ୟାପୀ ଚିନ୍ତାର ବିଷୟ ଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ରାଉରକେଲା ମହାନଗର ନିଗମ ତରଫରୁ ଏକ ଭିନ୍ନ ପ୍ରୟାସ । ଶୁକ୍ରବାର ଅଗ୍ନିଶମ ବିଭାଗ ସହାୟତାରେ ସହରର ସରକାରୀ ହସ୍ପିଟାଲକୁ ସାନିଟାଇଜ କରାଯାଇଛି । ସହରକୁ ସଂକ୍ରମଣ ମୁକ୍ତ କରିବା ପାଇଁ ସରକାର ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି । ଆଜି ସରକାରୀ ହସ୍ପିଟାଲ ସାନିଟାଇଜ କରାଯାଉଥିବା ବେଳେ କାଲି ସହରର ପ୍ରମୁଖ ଅଞ୍ଚଳ ସାନିଟାଇଜ କରିବାର ବ୍ୟବସ୍ଥା ରହିଛି ।

ରାଉରକେଲା ସରକାରୀ ହସ୍ପିଟାଲକୁ କରାଗଲା ସାନିଟାଇଜ

ରାଉରକେଲା ସରକାରୀ ହସ୍ପିଟାଲ ଉପରେ ସୀମାନ୍ତ ଝାରଖଣ୍ଡ ତଥା ଛତିଶଗଡ଼ର ଲୋକ ମାନଙ୍କ ସହିତ ଜିଲ୍ଲାର 75 ପ୍ରତିଶତ ଲୋକ ନିର୍ଭର କରନ୍ତି । ତେବେ କୋରୋନା ମୁକାବିଲା ପାଇଁ ଏହା ହେଉଛି ଏକ ବଡ଼ କେନ୍ଦ୍ର।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.