ETV Bharat / city

ଶୋଚନୀୟ ଅବସ୍ଥାରେ ସ୍ମାର୍ଟସିଟି ରାଉରକେଲାର ରାଜରାସ୍ତା - ରାଉରକେଲା ସ୍ମାର୍ଟ ସିଟିର ରାସ୍ତା ଅବସ୍ଥା ଶୋଚନୀୟ

ରାଉରକେଲା ସ୍ମାର୍ଟସିଟି ଘୋଷଣ ହେବା ପରେ ଲୋକ ଭଲ ରାଜ ରାସ୍ତାର ପରିକଳ୍ପନା କରି ଥିଲେ। କିନ୍ତୁ ଗତ କେତେ ବର୍ଷ ହେଲା ସହରର ରାଜରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।

road-condition-problems-rourkela-smart-city
ସ୍ମାର୍ଟ ସିଟିର ରାସ୍ତା ଅବସ୍ଥା ଶୋଚନୀୟ
author img

By

Published : Jan 24, 2020, 1:35 PM IST

ରାଉରକେଲା: ରାଉରକେଲା ସ୍ମାର୍ଟ ସିଟି ଘୋଷଣ ହେବା ପରେ ଲୋକ ଭଲ ରାଜରାସ୍ତାର ପରିକଳ୍ପନା କରି ଥିଲେ। କିନ୍ତୁ ଗତ କେତେ ବର୍ଷ ହେଲା ସହରର ରାଜରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।

ସ୍ମାର୍ଟ ସିଟିର ରାସ୍ତା ଅବସ୍ଥା ଶୋଚନୀୟ

ରାଉରକେଲା ସହରରେ ସ୍ବରେଜ ବୋର୍ଡ଼ ତରଫରୁ ପାଇପ ଲାଇନ ବିଛାଇବା କାମ ଚାଲିଥିବା ବେଳେ ରାସ୍ତା ଖୋଳି ଛାଡିଦିଆଯାଇଛି। କେତେକ ସ୍ଥାନରେ ଲୋକ ମାନେ ରାସ୍ତା ଖୋଲିବାକୁ ବିରୋଧ କରିଛନ୍ତି। ଖୋଳିଥିବା ରାସ୍ତାକୁ ଠିକା କମ୍ପାନୀ ଶୀଘ୍ର ମରାମତି ନ କରିବା ଯୋଗୁଁ ସବୁ ସମୟରେ ଦୁର୍ଘଟଣା ଘଟୁଛି।

ଏନେଇ ଭୁଲ ହୋଇଥିବା ଜିଲ୍ଲାପାଳ ମାନି ଥିଲେ କିନ୍ତୁ ଆଗକୁ ସମସ୍ୟା ହେବ ନାହିଁ ବୋଲି କହିଛନ୍ତି। ଶୀଘ୍ର ରାସ୍ତା କାମ କରା ଯିବ ବୋଲି ଆଶ୍ବାସନା ଦେଇଛନ୍ତି।ସହରର ମୁଖ୍ୟ ରାସ୍ତା ସହିତ ସମସ୍ତ ରାସ୍ତା ଗୁଡିକର ଅବସ୍ଥା ସାଙ୍ଘାତିକ ତଥା କେବେ ପରିସ୍ଥିତି ସୁଧୁରିବ ତା ଉପରେ ସମସ୍ତଙ୍କ ନଜର।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ରାଉରକେଲା ସ୍ମାର୍ଟ ସିଟି ଘୋଷଣଭେବ ପରେ ଲୋକ ଭଲ ରାଜରାସ୍ତା ର ପରିକଳ୍ପନା କରି ଥିଲେ।କିନ୍ତୁ ଗତ କେତେ ବର୍ଷ ହେଲା ସହର ର ରାଜରାସ୍ତା ର ଅବସ୍ଥା ବହୁତ ଖରାପ।ସହର ରେ ସ୍ବେରେଜ ବୋର୍ଡ଼ ତରଫ ରୁ ପାଇପ ଲାଇନ ବିଛାଇବା କାମ ଚାଲି ଥିବା ବେଳେ ରାସ୍ତା ଖୋଲି କରି ଛାଡି ଦିଅ ଯାଉଛି। କେତେକ ସ୍ଥାନ ରେ ଲୋକ ମାନେ ରାସ୍ତା ଖୋଲିବାକୁ ବିରୋଧ ମଧ୍ୟ କରିଛନ୍ତି।

Body:ଖୋଲି ଥିବା ରାସ୍ତା କୁ ଠିକା କମ୍ପାନୀ ଶୀଘ୍ର ମରାମତି ନ କରିବାଵତଥ ରାସ୍ତା ନିର୍ମାଣ ନ କରିବାରୁ ସବୁ ସମୟ ରେ ଦୁର୍ଘଟଣା ହେଉଛି।ଏହି ପରିସ୍ଥିତି ଉପରେ ପ୍ରଶ୍ନ କର ଯାଇ ଥିଲା। ଜିଲ୍ଲାପାଳ ମାନି ଥିଲେ କି କିଛି ବିଳମ୍ବ ହୋଇଛି କିନ୍ତୁ ଆଗକୁ ସମସ୍ୟାଭେବ ନାହିଁ। ଶୀଘ୍ର ରାସ୍ତା କାମ କର ଯିବ ବୋଲି ସେ ଆଶ୍ୱବାସ୍ନା ଦେଇ ଥିଲେ।

Conclusion:ସହର ର ମୁଖ୍ୟ ରାସ୍ତା ସହିତ ସମସ୍ତ ରାସ୍ତା ଗୁଡିକର ଅବସ୍ଥା ସାଙ୍ଘାତିକ ତଥା କେବେ ପରିସ୍ଥିତି ସୁଧରିବ ତା ଉପରେ ସମସ୍ତଙ୍କ ନଜର।
ବାଇଟ- ନିଖିଳ ପବନ କଲ୍ୟାଣ,ଜିଲ୍ଲାପାଳ, ସୁନ୍ଦରଗଡ଼
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.