ETV Bharat / city

ରାଉରକେଲାରେ ନବବର୍ଷ: ରେଷ୍ଟ୍ରୋଠୁ ନେଇ ମନ୍ଦିର ସବୁଠି ଗହଳି - ଇସ୍ପାତ ନଗରୀ ରାଉରକେଲାରେ ସେଲିବ୍ରେସନ

ଇସ୍ପାତ ନଗରୀ ରାଉରକେଲାରେ ମଧ୍ୟ ନୂଆବର୍ଷକୁ ସ୍ବାଗତ କରିବାକୁ ଆଜି(ବୁଧବାର) ବିଭିନ୍ନ ପିକନିକ ସ୍ଥାନ ତଥା ପାର୍କ ଗୁଡିକରେ ପ୍ରବଳ ଭିଡ ଦେଖିବାକୁ ମିଳିଛି।

new year
ସେଲିବ୍ରେସନ ମୁଡରେ ରାଉରକେଲାବାସୀ
author img

By

Published : Jan 1, 2020, 1:31 PM IST

ରାଉରକେଲା: ନୂଆବର୍ଷକୁ ସ୍ବାଗତ କରିବାକୁ ସବୁଠି ଏବେ ଲୋକଙ୍କ ଗହଳି । ଚାରିଆଡେ ସେଲିବ୍ରେସନର ମୁଡ । ଇସ୍ପାତ ନଗରୀ ରାଉରକେଲାରେ ମଧ୍ୟ ନୂଆବର୍ଷକୁ ସ୍ବାଗତ କରିବାକୁ ଆଜି(ବୁଧବାର) ବିଭିନ୍ନ ପିକନିକ ସ୍ଥାନ ତଥା ପାର୍କ ଗୁଡିକରେ ପ୍ରବଳ ଭିଡ ଦେଖିବାକୁ ମିଳିଛି।

ସେଲିବ୍ରେସନ ମୁଡରେ ରାଉରକେଲାବାସୀ

ବିଭିନ୍ନ ହୋଟେଲ ରେଷ୍ଟୁରାଣ୍ଟ ଠାରୁ ଆରମ୍ଭ କରି ବିଭିନ୍ନ ମନ୍ଦିରରେ ମଧ୍ୟ ପ୍ରବଳ ଭିଡ ଦେଖିବାକୁ ମିଳିଛି। ମଙ୍ଗଳବାର ଜିରୋ ନାଇଟ ପାଇଁ ସହରର ବିଭିନ୍ନ କ୍ଲବ ଓ ହୋଟେଲ ମାନଙ୍କରେ ବ୍ୟବସ୍ଥା କରାଯାଇଥିଲା।

ଏହାସହ ରାତିରେ ବିଭିନ୍ନ ପ୍ରକାର ଖାଇବା ବ୍ୟବସ୍ଥା କରାଯାଇଥିଲା। ହୋଟେଲ ତଥା କ୍ଲବ ଗୁଡିକରେ ନାଚ ଗୀତର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପ୍ରବଳ ଶୀତକୁ ଖାତିର ନକରି ଲୋକେ ବିଭିନ୍ନ ପ୍ରକାର ଖାଦ୍ୟକୁ ଉପଭୋଗ କରିବା ସହ ନାଚ ଗୀତରେ ନୂଆବର୍ଷର ସ୍ବାଗତ କରାଯାଇଛି।

ରାଉରକେଲାରୁ ରାଜେନ୍ଦ୍ର ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ରାଉରକେଲା ରେ ନୂଆ ବର୍ଷ କୁ ଜୋରଦାର ସ୍ୱାଗତ କରା ଯାଇ ଥିଲା। ଆଜି ବିଭିନ୍ନ ପିକନିକ ସ୍ଥାନ ତଥା ପାର୍କ ଗୁଡିକରେ ପ୍ରବଳ ଭିଡ ଦେଖା ଯାଇ ଥିଲା।ବିଭିନ୍ନ ମନ୍ଦିର ରେ ମଧ୍ୟ ପ୍ରବଳ ଭିଡ ଦେଖିବାକୁ ମିଳି ଥିଲା।

Body:ଜିରୋ ନାଇଟ ପାଇଁ ସହର ର ବିଭିନ୍ନ କ୍ଲବ ମାନଙ୍କ ସହିତ ହୋଟେଲରେ ବ୍ୟବସ୍ଥା କରା ଯାଇ ଥିଲା। ରାତି ରେ ବିଭିନ୍ନ ପ୍ରକାର ଖାଇବା ବ୍ୟବସ୍ଥା କରା ଯାଇ ଥିଲା। ହୋଟେଲ ତଥା କ୍ଲବ ଗୁଡିକରେ ନାଚ ଗୀତ ର କାର୍ୟ୍ଯକ୍ରମ ର ଆୟୋଜନ କରା ଯାଇ ଥିଲା।

Conclusion:ପ୍ରବଳ ଶୀତ କୁ ଖାତିର ନ କରି ବିଭିନ୍ନ ପ୍ରକାର ଖାଦ୍ୟ କୁ ଉପଭୋଗ କରିବା ସହି ନାଚ ଗୀତ ର ସହିତ ନୂଆ ବର୍ଷ ର ସ୍ୱାଗତ କର ଯାଇ ଥିଲା।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.