ETV Bharat / city

ଚିଦାମ୍ବରମ ଗିରଫଦାରୀକୁ ଅପରାଜିତାଙ୍କ ସମର୍ଥନ - ପ୍ରଥମ ଥର ସାଂସଦ

ପ୍ରଥମ ଥର ସାଂସଦ ହୋଇଥିବା ଅପରାଜିତା ଷଡଙ୍ଗୀଙ୍କ ଦିନିକିଆ ରାଉରକେଲା ଗସ୍ତ । ଏନଆଇଟି ଓ ବେଦବ୍ୟାସ ଗୁରୁକୂଳ ଆଶ୍ରମ କାର୍ଯ୍ୟକ୍ରମରେ ଯୋଗଦାନ ଦେଇପାରନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Aug 23, 2019, 12:21 PM IST

ରାଉରକେଲା: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ଗିରଫଦାରୀକୁ ସାଂସଦ ଅପରାଜିତାଙ୍କ ସମର୍ଥନ । ଏଭଳି ହେବାର ଥିଲା ଓ ଠିକ ହୋଇଛି ବୋଲି କହିଛନ୍ତି ସାଂସଦ। ପ୍ରଥମ ଥର ରାଉରକେଲା ଗସ୍ତରେ ଯାଇଥିବାବେଳେ ଗଣମାଧ୍ୟମକୁ ଏଭଳି କହିଛନ୍ତି ଶ୍ରୀମତୀ ଅପରାଜିତା ଷଡଙ୍ଗୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ପ୍ରଥମ ଥର ସାଂସଦ ହୋଇଥିବା ଅପରାଜିତା ଦିନିକିଆ ଗସ୍ତରେ ରାଉରକେଲା ଯାଇଛନ୍ତି । ଗସ୍ତକୁ ନେଇ ରେଳ ଷ୍ଟେସନରେ ବିଜେପି ନେତା ନିହାର ରାୟ, ଜଗବନ୍ଧୁ ବେହେରାଙ୍କ ସମେତ ବହୁ ଦଳୀୟ କର୍ମୀ ସ୍ବାଗତ କରିଛନ୍ତି । ବିଜେପିରେ ସେ ନୂଆ ହୋଇଥିବାରୁ ଦଳର ପୁରୁଖା ନେତାଙ୍କ ସହ ତାଙ୍କୁ ମିଶିବାକୁ ସୁଯୋଗ ମିଳିବ । ଏଥିସହ ସେ ଏନଆଇଟି ଓ ବେଦବ୍ୟାସ ଗୁରୁକୂଳ ଆଶ୍ରମ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଢଙ୍ଗୀ ଆଜି ତାଙ୍କର ଏକ ଦିବସୀୟ ରାଉରକେଲା ଗସ୍ତରେ ଆସିବା ପରେ ରେଳ ଷ୍ଟେସନ ରେ ଭାରତୀୟ ଜନତା ପାର୍ଟି ତରଫରୁ ତାଙ୍କୁ ସ୍ବାଗତ କରାଯାଇଥିଲା । Body:
ବିଜେପି ନେତା ନିହାର ରାୟ , ଜଗବନ୍ଧୁ ବେହେରା ଙ୍କ ସମେତ ବହୁ ଦଳୀୟ କର୍ମୀ ଶ୍ରୀମତୀ ଷଢଙ୍ଗୀ ଙ୍କୁ ସ୍ୱାଗତ କରିଥିଲେ । ବିଜେପି ରେ ସେ ନୂଆ ହୋଇଥିବାରୁ ଦଳର ପୁରୁଖା ଲୋକଙ୍କ ସଙ୍ଗେ ମିଶିବାକୁ ଆସିଛନ୍ତି ବୋଲି କହିବା ସହ ବୁର୍ଲା ରାଗିଙ୍ଗ ଘଟଣା ଏବଂ P Chidambarm ଙ୍କ ଗିରଫ ଉପରେ ନିଜ ପ୍ରତିକ୍ରିୟାConclusion:ରାଉରକେଲା ଗସ୍ତ ସମୟରେ ଶ୍ରୀମତୀ ଷଢଙ୍ଗୀ ରାଉରକେଲା NIT ଏବଂ ବେଦବ୍ୟାସ ଗୁରୁକୂଳ ଆଶ୍ରମ ରେ କାର୍ଯ୍ୟକ୍ରମ ଯୋଗ ଦେବାର ଅଛି ।
Byte .Aparajita Sarangi . MP, Bhubaneswar
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.