ETV Bharat / city

ରାଉରକେଲାରେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ! - ନାବାଳିକାଙ୍କୁ ଗଣ ଦୁଷ୍କର୍ମ

ରାଉରକେଲାରେ ଟାଙ୍ଗରପାଲି ଥାନା ଅଞ୍ଚଳରେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ । ଘଟଣାରେ ପୋଲିସ ଦୁଇ ଜଣ ନବାଳକଙ୍କୁ ଗିରଫ କରି ବାଳ ସୁଧାର ଗୃହକୁ ପଠାଇଥିବା ବେଳେ ଅନ୍ୟଜଣେ ସାବାଳକ ଦୁଷ୍କର୍ମକାରୀ ଫେରାର ରହିଛି ।

ପ୍ରତିକାତ୍ମକ ଫଟୋ
author img

By

Published : Aug 4, 2019, 6:11 AM IST

ରାଉରକେଲା: ସହରର ଟାଙ୍ଗରପାଲି ଥାନା ଅଞ୍ଚଳରେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ । ଏପଟେ ଏହି ମାମଲାରେ ପୋଲିସ ଦୁଇ ଜଣ ନବାଳକଙ୍କୁ ଗିରଫ କରି ବାଳ ସୁଧାର ଗୃହକୁ ପଠାଇଥିବା ବେଳେ ଅନ୍ୟଜଣେ ସାବାଳକ ଦୁଷ୍କର୍ମକାରୀ ଫେରାର ରହିଛି ।

ଗତ ଜୁଲାଇ 31 ସନ୍ଧ୍ୟାରେ ଘଟିଥିଲା ଏହି ଘଟଣା । ନବାଳିକାଟି ଦୋକାନରୁ କିଛି ଜିନିଷ ନେଇ ନିଜ ଘରକୁ ଫେରୁଥିବା ବେଳେ ତିନି ଅଭିଯୁକ୍ତ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରଥିବା ଅଭିଯୋଗ ହୋଇଥିଲା ।

ଏହି ସମ୍ପର୍କରେ 2 ଅଗଷ୍ଟରେ ଟଙ୍ଗରପାଲି ଥାନାରେ ଅଭିଯୋଗ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ତେବେ ଏପର୍ଯ୍ୟନ୍ତ ପୋଲିସ ଦୁଇ ନାବାଳକଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଜଣେ ସାବାଳକ ଫେରାର ଅଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:Body:

ଗଡ଼ସେ ମୁରଦାବାଦ କହିବାକୁ ବିଜେପିର ପଛଘୁଞ୍ଚା 

ଭୁବନେଶ୍ୱର () ପୁଣି ଗୃହରେ ନଥୁରାମ ଗଡ଼ସେକ ତାତି। କଂଗ୍ରେସ ବିଜେପି ମୁହାଁମୁହିଁ। ଗତକାଲି ବିରୋଧୀଦଳ ନେତାଙ୍କ ବକ୍ତବ୍ୟକୁ ଆଧାର କରି କଂଗ୍ରେସ ବିଧାୟକ ଦଳ ନେତା କହିଥିଲେ ଯେ, କଂଗ୍ରେସ ବନ୍ଦେ ମାତାରମ କି ଭାରତ ମାତାକି ଜୟ କହିବାକୁ କେବେ କିଣ୍ଠାବୋଧ କରିନାହିଁ । କିନ୍ତୁ କାହାକୁ ଏହା କହିବାକୁ ବାଧ୍ୟ କରାଯାଇ ପାରିବ ନାହିଁ। କିନ୍ତୁ ବିଜେପି ସଦସ୍ୟ ମହାତ୍ମା ଗାନ୍ଧୀଙ୍କ  ଯିଏ ହତ୍ୟାକାରୀ ନାଥରମ ଗଡ଼ସେ ତାଙ୍କୁ ମୁରଦବାଦ କହିବେ ତ। ବିଜେପିର କିଛି ନେତା ନଥୁରାମ ଗଡ଼ସେକକୁ ଦେଶ ପ୍ରେମୀ କହୁଛନ୍ତି। କିଛି ଲୋକ ଭଗବାନ କହି ମନ୍ଦିର କରୁଛନ୍ତି। ଏହି ପ୍ରସଙ୍ଗ ନରସିଂହ ମିଶ୍ର ଉଠେଇବା ବେଳେ  ବିଜେପି ସଦସ୍ୟମାନେ ବିରୋଧ କରିଥିଲେ। ଜାଣିଶୁଣି ଏହି ପ୍ରସଙ୍ଗ ଉଠାଇ ଗୃହର ସମୟ ନଷ୍ଟ କରୁଛନ୍ତି  ବୋଲି ବିଜେପି ସଦସ୍ୟ ଅଭିଯୋଗ କରିଛନ୍ତି । ରାଜନୀତି କରୁଛନ୍ତି। ବିଜେପି ରାଜି ଅଛି ଗଡ଼ସେକ ମୁରଦବଡ଼ କବିବାକୁ ବୋଲି ନିଜ ଆସନରେ ବସି ବିଜେପିର କିଛି ବିଧାୟକ କହୁଥିଲେ । 

ହେଲେ ନରସିଂହ ମିଶ୍ରଙ୍କୁ କଡା ଜବାବ ଦେବା ବେଳେ ବିରୋଧୀଦଳ ଉପନେତା ବିଷ୍ଣୁସେଠୀ ଗଡ଼ସେ ମୁରଦାବାଦ ବୋଲି କହିଲେ ନାହିଁ।  ସେ କହିଥିଲେ ଯେ, ପ୍ରଣବ ମୁଖାର୍ଜୀଙ୍କ ଭଲି ନେତା ଆରଏସଏସ କର୍ମୀଙ୍କୁ ଦିଗଦର୍ଶନ ଦେବା ପାଇଁ ସଙ୍ଘ କାର୍ଯ୍ୟାଳୟ ନାଗପୁର ଯାଇଥିଲେ। ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ଏହାକୁ ବିରୋଧ କରୁଥିଲା। କଂଗ୍ରେସ ନା ନନେଇ ନରସିଂହଙ୍କ ଆଡକୁ ଇଙ୍ଗିତ କରିଥିଲେ ବିଷ୍ଣୁ। ସେ କହିଥିଲେ ମହାତ୍ମା ଗାନ୍ଧୀ ମଧ୍ୟ ଆରଏସଏସ କ୍ୟାମ୍ପକୁ ଯାଇ ସାମାଜିକ ସମାରସଜା ଦେଖି ମୁଗ୍ଧ ହୋଇ ଫେରିଥିଲେ।  ଦେଶ ବିଭାଜନ ବେଳେ ନୂଆଖଳିରେ ବସି ଗାନ୍ଧୀ କାହିଁକି କାନ୍ଦୁଥିଲେ ବୋଲି ପ୍ରଶ୍ନ ଛଳରେ କଂଗ୍ରେସକୁ ତୀର ମାରିଥିଲେ ବିଜେପି ଉପନେତା। 

ବାଇଟ - ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା

ବାଇଟ - ବିଷ୍ଣୁ ସେଠୀ, ବିରୋଧୀ ଦଳ ଉପନେତା

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.