ETV Bharat / city

ହୋଲି ଖେଳରେ ମସଗୁଲ ରାଉରକେଲାର ରାଜନେତା - ହୋଲି

ରଙ୍ଗର ପର୍ବ ହୋଲିରେ ନିଜକୁ ସାମିଲ କରିଛନ୍ତି ରାଉରକେଲା ନେତା । ମିଠା ଖୁଆଇ, ଅବିର ବୋଳି ନାଚ ଗୀତର ତାଳେ ତାଳେ ହୋଲି ମନାଇଥିଲେ ରାଉରକେଲାର ରାଜନେତା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Mar 22, 2019, 8:31 PM IST

ରାଉରକେଲା: ରଙ୍ଗର ପର୍ବ ହୋଲିକୁ ନେଇ ଚାରିଆଡେ ଉତ୍ସବର ମାହୋଲ । ଆଜି ପିଲା ଠାରୁ ବୁଢା ସଭିଏଁ ନିଜକୁ ରଙ୍ଗ ଖେଳରେ ହଜେଇ ଦେଇଥିଲେ । ସେହିପରି ରଙ୍ଗର ଏ ପର୍ବରେ ନିଜକୁ ସାମିଲ କରିଥିଲେ ରାଜନେତା । ଅନ୍ୟମାନଙ୍କ ଭଳି ସବୁକିଛି ଭୁଲି କର୍ମୀ ଓ ସାଧାରଣଜନତାଙ୍କ ସହ ନେତାମାନେଖେଳିଥିଲେ ହୋଲି । ଷ୍ଟିଲ ସିଟି ରାଉରକେଲାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ନିର୍ବାଚନକୁ ନେଇ ରାଉରକେଲାରେ ରାଜନୈତିକ ବାତାବରଣ ସରଗରମ ଥିଲା ବେଳେ ରଙ୍ଗ ଖେଳରୁ ଦଳୀୟ ପ୍ରଚାର ଆରମ୍ଭ କରିଛନ୍ତି ଉଭୟ ଶାସକ ଦଳ ଓ ବିରୋଧି । ଉଭୟ ବିଜେଡି ଓ ବିଜେପିର ନେତା ଓ କର୍ମୀ ମାନେ ପରସ୍ପରକୁ ଅବିର ବୋଳି, ମିଠା ଖୁଆଇ ହୋଲି ମନାଇଥିଲେ । ହୋଲି ଅବସରରେ ବିଜେଡି ପାର୍ଟି କାର୍ଯ୍ୟାଳୟରେ ପୂର୍ବତନ ମନ୍ତ୍ରୀ ଓ ତାଙ୍କ ସମର୍ଥକ ଏକତ୍ରିତ ହୋଇ ରଙ୍ଗ ବୋଳି ଦଳୀୟ ପ୍ରଚାର ପାଇଁ ଅଣ୍ଟା ଭିଡିଥିଲେ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:Body:

ତପସ୍ବିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ପୁରୀ: ତପସ୍ବିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ।  ପୁରୀ ଷ୍ଟେସନରେ 4 ନମ୍ବର ପ୍ଲାଣ୍ଟଫର୍ମରେ ଥିବା ବେଳେ ହଠାତ ନିଆଁ ଲାଗିଥିବା ସୂଚନା । ସେପଟେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ପୁରୀରୁ ସମ୍ବଲପୁରକୁ ଯାଉଥିବା ଟ୍ରେନରେ ନିଆଁ ଲାଗିଥିବାର କାରଣ ଜଣାପଡିଛି । ତେବେ ପ୍ରବଳ ଗରମ ଯୋଗୁ ଟ୍ରେନରେ ନିଆଁ ଲାଗିଥିବାର ଜଣାପଡିଛି ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.