ETV Bharat / city

ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇଲେ ସଚିବ - ଜୀବିକା ମିଶନର ବିଭିନ୍ନ ପ୍ରକଳ୍ପ

ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସଚିବ ଭାସ୍କର ଜ୍ୟୋତି ଶର୍ମା ସ୍କୁଲରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ମାନ ଠିକ ରହିଛି ନା ନାହିଁ ତାହା ଯାଞ୍ଚ କରିବା ସହିତ ନିଜେ ଛାତ୍ରଛାତ୍ରୀଙ୍କ ସହ ଖାଦ୍ୟ ଖାଇଛନ୍ତି ।

mid-day-meal-check-by-social-security-secretariat-bhaskar-jyoti-sharma
ଫଟୋ ସୌଜନ୍ୟ : ସମ୍ବାଦଦାତା,ରାଉରକେଲା
author img

By

Published : Dec 18, 2019, 6:24 PM IST

ରାଉରକେଲା: ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇଲେ ସଚିବ । ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସଚିବ ଭାସ୍କର ଜ୍ୟୋତି ଶର୍ମା ଦୁଇଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ଆସି ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର, ସ୍କୁଲ ସମେତ ଜୀବିକା ମିଶନର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଛନ୍ତି ।

ସ୍କୁଲରେ ମଧ୍ୟାହ୍ନ ଭୋଜନ କଲେ ସଚିବ ଭାସ୍କର ଜ୍ୟୋତି ଶର୍ମା

ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ ଗସ୍ତ ବେଳେ ସଚିବ ଭାସ୍କର ଜ୍ୟୋତି ଶର୍ମା ତୁଡାଲଗା ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ କରିଛନ୍ତି । ନିଜେ ମଧ୍ୟାହ୍ନ ଭୋଜନ ଖାଇବା ସହିତ ତାଙ୍କ ସହ ଯାଇଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ମଧ୍ୟ ମଧ୍ୟାହ୍ନ ଭୋଜନ ଖାଇଥିଲେ । ପିଲା ମାନଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ଠିକ ରହିଛି ନା ନାହିଁ ତାହା ଯାଞ୍ଚ କରିଥିଲେ । ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ କରୁଥିବା ସମୟରେ ପହଞ୍ଚି ପିଲାମାନେ ଖାଉଥିବା ଖାଦ୍ୟରୁ ସେ ମଧ୍ୟ ଭୋଜନ କରିଥିଲେ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇଲେ ସଚିବ
ରାଉରକେଲା- ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ସଚିବ ଭାସ୍କର ଜ୍ୟୋତି ଶର୍ମା ଦୁଇଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ଆସି ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର, ସ୍କୁଲ ସମେତ ଜୀବିକା ମିଶନ ର ବିଭିନ୍ନ ପ୍ରକଳ୍ପକୁ ବୁଲି ଦେଖୁଛନ୍ତି । ତେବେ ଆଜି ବଡ଼ଗାଁ ବ୍ଲକ ଗସ୍ତ ବେଳେ ତୁଡାଲଗା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ର ମାନ ଯାଞ୍ଚ କରିଛନ୍ତି ।

Body:ନିଜେ ମଧ୍ୟାହ୍ନ ଭୋଜନ ଖାଇବା ସହିତ ତାଙ୍କ ସହ ଯାଇଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଜିଲ୍ଲା ମଂଗଳ ଅଧିକାରୀ ମଧ୍ୟ ମଧ୍ୟାହ୍ନ ଭୋଜନ ଖାଇଥିଲେ । ପିଲା ମାନଂକୁ ଦିଆଯାଉଥିବା ଖାଦ୍ୟ ର ମାନ ଠିକ ରହିଛି ନା ତାହା ଯାଞ୍ଚ କରିଥିଲେ ।

Conclusion: ଛାତ୍ର ଛାତ୍ରୀ ମଧ୍ୟାହ୍ନ ଭୋଜନ କରୁଥିବା ସମୟରେ ସେ ପହଞ୍ଚି ପିଲାମାନେ ଖାଉଥିବା ଖାଦ୍ୟ ରୁ ସେ ମଧ୍ୟ ଖାଇଥିଲେ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.