ETV Bharat / city

ଦୁଷ୍କର୍ମକାରୀ ଥାନାବାବୁଙ୍କ ଡାକ୍ତରୀ ମାଇନା - Medical examination of former biramitrapur iic

ବିରମିତ୍ରପୁର ଥାନା ପରିସରରେ ନାବାଳିକାକୁ ଦୁଷ୍କର୍ମ ତଥା ଗର୍ଭପାତ ଘଟଣାରେ ସମ୍ପୃକ୍ତ ପୂର୍ବତନ ଆଇଆଇସିଙ୍କ ଡାକ୍ତରୀ ମାଇନା କରାଯାଇଛି ।

ଦୁଷ୍କର୍ମକାରୀ ଥାନାବାବୁଙ୍କ ଡାକ୍ତରୀ ଯାଞ୍ଚ
ଦୁଷ୍କର୍ମକାରୀ ଥାନାବାବୁଙ୍କ ଡାକ୍ତରୀ ଯାଞ୍ଚ
author img

By

Published : Jul 2, 2020, 5:07 PM IST

ରାଉରକେଲା: ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ବିରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ମାଝୀଙ୍କ ଡାକ୍ତରୀ ମାଇନା ହୋଇଛି । ବୁଧବାର ଅନୁଗୋଳରୁ ତାଙ୍କୁ ଗିରଫ ପରେ ଅଧିକ ଯାଞ୍ଚ ପାଇଁ ବିରମିତ୍ରପୁର ଅଣାଯାଇଛି । କଡା ସୁରକ୍ଷା ମଧ୍ୟରେ ତାଙ୍କୁ ସରକାରୀ ହସ୍ପିଟାଲ ନିଆଯାଇ ପରୀକ୍ଷା କରାଯାଇଥିଲା ।

ଦୁଷ୍କର୍ମକାରୀ ଥାନାବାବୁଙ୍କ ଡାକ୍ତରୀ ଯାଞ୍ଚ

ନିରୀହ ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ ପୋଲିସ ଆନନ୍ଦ ମାଝୀଙ୍କୁ ଅନୁଗୋଳରୁ ଗିରଫ କରିଥିଲା । ଏଭଳି ଲଜ୍ଜାଜନକ ଘଟଣାରେ ପୋଲିସ 6 ଜଣଙ୍କ ନାମରେ ମାମଲା ରୁଜ୍ଜୁ କରିଛି । ଏହି ଘଟଣାରେ ଜଡିତ ଥିବା ଅନ୍ୟମାନଙ୍କୁ ଗିରଫ ପାଇଁ ସାଧାରଣରେ ଦାବି ଜୋର ଧରିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.