ETV Bharat / city

ମାଟ୍ରିକ ପରୀକ୍ଷା ପାଇଁ ସୁନ୍ଦରଗଡରେ ପ୍ରସ୍ତୁତି ଶେଷ - matric exam preparation finished

ମାଟ୍ରିକ ପରୀକ୍ଷା ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ । ଅଧିକ ପଢନ୍ତୁ....

matric exam preparation finished
ମାଟ୍ରିକ ପରୀକ୍ଷା ପ୍ରସ୍ତୁତି ଶେଷ
author img

By

Published : Feb 18, 2020, 8:40 PM IST

ରାଉରକେଲା: ମାଟ୍ରିକ ପରୀକ୍ଷା ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ପ୍ରଶ୍ନପତ୍ର ଗୁଡିକ କଡା ସୁରକ୍ଷା ବଳୟ ମଧ୍ୟରେ ରହିଛି । ଜିଲ୍ଲାରେ 120 ଟି ପରୀକ୍ଷା କେନ୍ଦ୍ର କରାଯାଇ ଥିବାବେଳେ 20 ଟି ନୋଡାଲ କେନ୍ଦ୍ର କରାଯାଇଛି। ଏହା ମଧ୍ୟରେ ରାଉରକେଲାରେ 3 ଟି ନୋଡାଲ କେନ୍ଦ୍ର ତଥା 27 ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ ନେବା ଉପରେ ପ୍ରତିବନ୍ଧ ଲଗାଯାଇଛି ।

ମାଟ୍ରିକ ପରୀକ୍ଷା ପ୍ରସ୍ତୁତି ଶେଷ

ପରୀକ୍ଷା କେନ୍ଦ୍ର ଗୁଡିକରେ ସ୍କ୍ବାର୍ଡ ବ୍ୟବସ୍ଥା କରାଯାଇଛି । ରେଗୁଲାର ଓ ଏକ୍ସ ରେଗୁଲାର 24ହଜାର 8 ଶହ 19 ଛାତ୍ର ଛାତ୍ରୀ ପରୀକ୍ଷା ଦେବେ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର , ଇଟିଇି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.