ETV Bharat / city

ବାଣ ଫୁଟାଇ, ନିଆଁ ଲଗାଇ ହାତୀର ମୁକାବିଲା କରୁଛନ୍ତି ଗ୍ରାମବାସୀ

ନିଆଁ ଲଗାଇ, ବାଣ ଫୁଟାଇ ହାତୀର ମୁକାବିଲା କରୁଛନ୍ତି ଗ୍ରାମବାସୀ । କୁଆରମୁଣ୍ଡା ରେଞ୍ଜର ଝରବେଡା ଅଞ୍ଚଳରେ ହାତୀପଲ ଚାଷ ଜମି ନଷ୍ଟ ମଧ୍ୟ କରୁଛନ୍ତି । ଆଗକୁ ପଢନ୍ତୁ...

author img

By

Published : Dec 15, 2019, 8:31 AM IST

elephant enter into jharbeda
ଡିଜାଇନ ଫଟୋ

ରାଉରକେଲା: କୁଆରମୁଣ୍ଡା ରେଞ୍ଜର ଝରବେଡା ଅଞ୍ଚଳରେ 17 ଜଣିଆ ହାତୀପଲ 3 ଭାଗରେ ବିଭାଜିତ ହୋଇ ରହିଛନ୍ତି । ହାତୀପଲ ଚାଷ ଜମି ନଷ୍ଟ ମଧ୍ୟ କରୁଛନ୍ତି ।ବନ ବିଭାଗ କର୍ମଚାରୀ ମାନେ ହାତୀ ପଲକୁ ଘଉଡାଇବା ପାଇଁ ଉଦ୍ୟମ କରିବା ସହିତ କୌଣସି କ୍ଷତି ନ କରୁ ତାହା ପାଇଁ ପ୍ରୟାସ ଜାରି ରଖିଛନ୍ତି ।

ନିଆଁ ଲଗାଇ ହାତୀର ମୁକାବିଲା କରୁଛନ୍ତି ଗ୍ରାମବାସୀ

ଦୁଇ ଦିନ ହେଲା ରାତିରେ ଅନିଦ୍ରା ରହି ଗ୍ରାମବାସୀ ମଧ ବାଣ ଫୁଟାଇବା ସହିତ ନିଆଁ ଲଗାଇ ହାତୀର ଉତ୍ପାତରେ ନିଜର ଘର ତଥା ଚାଷ ରକ୍ଷା ପାଇଁ ପ୍ରୟାସ କରୁଛନ୍ତି ।ଦୁଇ ଦିନ ତଳେ ଏହି ହାତୀପଲ ଏହି ଅଞ୍ଚଳରେ ପ୍ରବେଶ କରିଛନ୍ତି । ଆଜି ହାତୀପଲ ରାତିରେ ଖର୍ବାଟୋଲିରେ ରହି ଥିବା ବେଳେ ଆଖ ପାଖ ଗାଁ ଲୋକ ନିଜ ଗାଁ ତଥା ଚାଷର ରକ୍ଷା ପାଇଁ ନିଆ ଜଳାଇ ପହରା ଦେଉଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର,ଇଟିଭି ଭାରତ

Intro:ବାଣ ଫୁଟାଇ, ନିଆଁ ଲଗାଇ ହାତୀ ର ମୁକାବିଲା କରୁଛନ୍ତି ଗ୍ରାମବାସୀ
ରାଉରକେଲା- କୁଆରମୁଣ୍ଡା ରେଞ୍ଜ ର ଝରବେଡା ଅଂଚଲ ରେ 17 ଜଣିଆ ହାତୀପଲ 3 ଭାଗ ରେ ବିଭାଜିତ ହୋଇ ରହିଛନ୍ତି। ହାତୀପଲ ଚାଷ ନଷ୍ଟ କରୁଛନ୍ତି।

Body:ବନ ବିଭାଗ କର୍ମଚାରୀ ମାନେ ହାତୀ ପଲ କୁ ଗଡାଇବା ପାଇଁ ଉଦ୍ୟମ କରିବା ସହିତ କୌଣସି କ୍ଷତି ନ କରୁ ତାହା ପାଇଁ ପ୍ରୟାସ କରୁଛନ୍ତି।
ଦୁଇ ଦିନ ହେଲା ରାତ୍ରି ରେ ଅନିଦ୍ରା ରହି ଗ୍ରାମବାସୀ ମଧ ବାଣ ଫୁଟାଇବା ସହିତ ନିଆଁ ଲଗାଇ ହାତୀ ର ଉତ୍ପାତ ରେ ନିଜ ର ଘର ତଥା ଚାଷ ରକ୍ଷା ପାଇଁ ପ୍ରୟାସ କରୁଛନ୍ତି।
Conclusion:
ଦୁଇ ଦିନ ତଳେ ଏହି ହାତୀପଲ ଏହି ଅଂଚଲ ରେ ପ୍ରବେଶ କରିଛନ୍ତି।ଆଜି ହାତୀପଲ ରାତି ରେ ଖର୍ବାଟୋଲି ରେ ରହି ଥିବା ବେଳେ ଆଖ ପାଖ ଗାଁ ଲୋକ ନିଜ ଗାଁ ତଥା ଚାଷ ର ରକ୍ଷା ପାଇଁ ନିଆ ଜଳାଇ ପହଁରା ଦେଉଛନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.