ETV Bharat / city

ଟ୍ରେନରୁ ରକ୍ତାକ୍ତ ମୃତଦେହ ଉଦ୍ଧାର - ଟ୍ରେନ

ରେଳ ଷ୍ଟେସନରେ ଟ୍ରେନରୁ ଏକ ରକ୍ତାକ୍ତ ମୃତଦେହ ପୋଲିସ ଉଦ୍ଧାର କରିଛି । ପ୍ରଥମେ ହତ୍ୟା କରି ପରେ ଏହାକୁ ଟ୍ରେନରେ ରଖିଥିବାର ସନ୍ଦେହ କରାଯାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Jun 16, 2019, 10:25 AM IST

Updated : Jun 16, 2019, 10:48 AM IST

ରାଉରକେଲା: ରେଳ ଷ୍ଟେସନରେ ଟାଟା ପାସେଞ୍ଜର ଟ୍ରେନରୁ ଏକ ରକ୍ତାକ୍ତ ମୃତଦେହ ମିଳିଛି । ପୋଲିସ ଟ୍ରେନରୁ ମୃତ ଦେହକୁ ଉଦ୍ଧାର କରିଥିବା ବେଳେ ମୃତକର ପରିଚୟ ମିଳି ପାରିନାହିଁ ।

ଟ୍ରେନରେ ବହୁତ ଦୁର୍ଗନ୍ଧ ହେବାରୁ କେତେକ ଲୋକ ରେଳ ପ୍ରଶାସନକୁ ସୂଚନା ଦେବା ପରେ କପଡାରେ ବନ୍ଧା ହୋଇଥିବା ରକ୍ତାକ୍ତ ମୃତଦେହକୁ ପୋଲିସ ଉଦ୍ଧାର କରିଥିଲା ।

ହତ୍ୟା କରି ମୃତ ଦେହ ଗାଡିରେ ରଖି ଦେବା ସନ୍ଦେହ କରାଯାଉଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ହିଁ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ଟାଟା ଏତ୍ୱରି ପସେଙ୍ଗର ଟ୍ରେନ ରୁ ଆଜି ଏକ ରକ୍ତାକ୍ତ ମୃତ ଦେହ ରାଉରକେଲା ରେଳ ଷ୍ଟେସନ୍ ରେ ଓଲ୍ହାଇଛି ରେଳ ପୋଲିସ। ମୃତକ ର ପରିଚୟ ମିଳି ନାହିଁ। ଏହା ଏକ ହତ୍ୟା କରି ମୃତ ଦେହ ଗାଡି ରେ ରଖି ଦେବା ଘଟଣା ଭଳି ଲାଗୁଛି।Body:ଟ୍ରେନ ରେ ବହୁତ ଦୁର୍ଗନ୍ଧ ହେଉ ଥିବା ବେଳେ କେତେକ ଲୋକ ରେଳ ପ୍ରଶାସନ କୁ ସୂଚନା ଦେବା ପରେ କପଡା ରେ ବନ୍ଧା ହୋଇଥିବା ରକ୍ତାକ୍ତ ମୃତ ଦେହ କୁ ଓଲ୍ହାଇଥିଲା ପୋଲିସ। ଶବ ବ୍ୟବଚ୍ଛେଦ ପରେ ହିଁ ଏହା ସ୍ପଷ୍ଟ ହୋଇ ପାରିବ କି ମୃତ୍ୟୁ ର କାରଣ କଣ। କିନ୍ତୁ ଦେଖିଲେ ସ୍ପଷ୍ଟ ହେଉଛି କି କେଉଁଠି ହତ୍ୟା ପରେ ଶବ କୁ ଟ୍ରେନ ରେ ରଖି ଦିଅ ଯାଇଛି।Conclusion:ମୃତକ ଲୋକ ଟି କିଏ ତଥା କେଉଁଠୁ ଏହା ରଖ ଯାଇ ଥିଲା ତାହା ତଦନ୍ତ ସାପେକ୍ଷ। ପୋଲିସ ତରଫ ରୁ ମୃତକ ର ପରିଚୟ ଖୋଜିବା ପାଇଁ ଉଦ୍ୟମ କର ଯାଉଛି।
Last Updated : Jun 16, 2019, 10:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.