ETV Bharat / city

ଗାତରେ ପଡି ହାତୀ ଛୁଆ ମୃତ

ରେଳ ବିଭାଗ ଖୋଲିଥିବା ଗାତରେ ପଡି ଚାଲିଗଲା ହାତୀ ଛୁଆର ଜୀବନ । ରାଉରକେଲା ବିଶ୍ରା ଫରେଷ୍ଟ ରେଞ୍ଜ ମହିପାଣି ଗାଁରେ ଘଟିଛି ଏହି ଅଘଟଣ ।

author img

By

Published : Feb 14, 2019, 2:24 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ରେଳ ବିଭାଗ ଖୋଳିଥିବା ଗାତରେ ପଡି ଚାଲିଗଲା ହାତୀ ଛୁଆର ଜୀବନ। ରାଉରକେଲା ବିଶ୍ରା ଫରେଷ୍ଟ ରେଞ୍ଜ ମହିପାଣି ଗାଁରେ ଘଟିଛି ଏହି ଅଘଟଣ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
undefined

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ 11ଟାରେ ଗାଁ ଭିତରକୁ ପଶିଆସିଥିଲେ ହାତୀ ପଲ। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା। ଗ୍ରାମବାସୀଙ୍କ ସହାୟତାରେ ହାତୀ ପଲକୁ ଘଉଡାଇବା ବେଳେ ହାତୀ ପଲରୁ ଏକ ବର୍ଷର ହାତୀ ଛୁଆ ଗାତରେ ପଡି ଯାଇଥିଲା। ଛୁଆକୁ ଉଦ୍ଧାର ଲାଗି ହାତୀ ପଲ ଗାତ ଭିତରକୁ ମାଟି ପଥର ପକାଇଥିଲେ । ଯାହା ଫଳରେ ହାତୀ ଛୁଆର ମୃତ୍ୟୁ ହୋଇଥିଲା। ବନ ଭିଭାଗ ମୃତ ହାତୀ ଛୁଆକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ମଦ ବିରୋଧରେ ତାତିଲେ ମହିଳା ପାଟଣା ବ୍ଲକ ଅଞ୍ଚଳକୁ ମଦ ମୁକ୍ତ  କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ମହିଳା । ଆଜି ବୈତରଣୀ ମହିଳା ସଙ୍ଘର ଶତାଧିକ ମହିଳା  ମଦ ବିରୋଧୀ ଆନ୍ଦୋଳନ ଆରମ୍ଭ କରିଛନ୍ତି ପାଟଣା ବ୍ଲକ ସମ୍ମୁଖରେ । ଏହି ମହିଳାମାନେ ହାତରେ ପ୍ଲାକ କାର୍ଡ ଧରି ଏକ ସଚେତନତା ଅଭିଯାନ କରିବା ସହିତ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦଶନ କରିଥିଲେ । ମଦ ଦ୍ୱାରା କିପରି ପରିବାର ନଷ୍ଟ ହେଉଛନ୍ତି ସେ ନେଇ ସରକାର ବିରୁଦ୍ଧରେ ନାରାବାଜି କରିଥିଲେ । ପରେ ବ୍ଲକ ରେ ମଦ ବିକ୍ରି ବନ୍ଦ କରିବା ପାଇଁ ବିଡିଓଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ପାଟଣା ବ୍ଲକର ୨୦ ଟି ପଞ୍ଚାୟତର ୧୫ ଟି ଏସଏଚଜି ଗ୍ରୁପ ର ଶତାଧିକ  ମହିଳା ମାନେ ଏହି ମଦ ବିରୋଧୀ ଅଭିଯାନରେ ସାମିଲ ହୋଇଥିଲେ।
ବାଇଟ-୧- ଦଶମତି ଚାତାର (ମହିଳା ନେତ୍ରୀ)

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.