ରାଉରକେଲା: କୋରୋନା ସଂକ୍ରମଣ ରୋକିବା ପାଇଁ ସାରା ଭାରତରେ ଲକ ଡାଉନ ଜାରି ରହିଛି । ରାଉରକେଲାର ଲକ ଡାଉନ ଥିବାରୁ ବ୍ରାହ୍ମଣୀ ସେତୁ ମରାମତି କାର୍ଯ୍ୟ ଆରମ୍ଭ ହୋଇଯାଇଛି ।
ପୁରୁଣା ବ୍ରାହ୍ମଣୀ ସେତୁରେ ସୃଷ୍ଟି ହୋଇଥିବା ଫାଟ ଗୁଡିକୁ ମରାମତି କାର୍ଯ୍ୟ କରାଯାଉଛି । ଏନଏଚଏଆଇ ପକ୍ଷରୁ ପୋଲ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ତେବେ, ସୁନ୍ଦରଗଡର ଲାଇଫ ଲାଇନ କୁହାଯାଉଥିବା ବ୍ରାହ୍ମଣୀ ସେତୁ ଉପରେ ରାଉରକେଲାବାସୀ ନିର୍ଭରଶୀଳ ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ