ETV Bharat / city

ସୁନ୍ଦରଗଡରେ ବିଜେପିର ବିଶାଳ ବିଜୟ - ରାଉରକେଲା

ସୁନ୍ଦରଗଡରେ ବିଜେପିର ବାଜି ମାତ । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ବଡ ବିଜୟ ସହ ବିରମିତ୍ରପୁର ଓ ତାଲସେରାରେ ବିଧାନସଭାରେ ମଧ୍ୟ ବିଜୟ ହାସଲ କରିଛି ବିଜେପି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : May 24, 2019, 3:31 AM IST

ରାଉରକେଲା: ଏଥର ବିଜେପି ସୁନ୍ଦରଗଡ ଜିଲ୍ଲାରେ କରିଛି ରେକର୍ଡ । ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ନିଜ ନିକଟତମ ପ୍ରାର୍ଥୀଙ୍କ ଠାରୁ 2ଲକ୍ଷ15 ହଜାର ଅଧିକ ଭୋଟ ପାଇ ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀ ହୋଇଛନ୍ତି । ଏହାସହ ବିରମିତ୍ରପୁର, ତାଳସେରା, ସୁନ୍ଦରଗଡ ବିଧାନସଭା ଆସନରେ ମଧ୍ୟ ବିଜେପି ବିଜୟ ଲାଭ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ସେ ପଟେ ବଣାଇରୁ ସିପିଏମ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ରାଜଗାଙ୍ଗପୁର ବିଧାନସଭା ଅଞ୍ଚଳରୁ କଂଗ୍ରେସ ପ୍ରାର୍ଥୀ ଆଗରେ ଅଛନ୍ତି କିନ୍ତୁ 6ଟି ଇଭିଏମ ଖରାପ ଥିବାରୁ ପରିଣାମ ଆସିବାରେ ବିଳମ୍ବ ହୋଇଛି । କେବଳ ରାଉରକେଲା ତଥା ରଘୁନାଥପଲ୍ଲୀ ଆସନରେ ବିଜେଡି ବିଜୟ ଲାଭ କରିଛି । ଜିଲ୍ଲାରେ ବିଜେପିର ସଫଳତାକୁ ନେଇ ଆତିସବାଜି କରିଥିଲେ ବିଜେପି କର୍ମୀ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ରାଉରକେଲା-ବିଜେପି ସୁନ୍ଦରଗଡ ଜିଲ୍ଲା ରେ ରେକର୍ଡ କରିଛି। ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ନିଜ ନିକଟତମ ପ୍ରାର୍ଥୀ ଠାରୁ  2ଲକ୍ଷ15 ହଜ଼ାର ଅଧିକ ଭୋଟ ପାଇଁ ରେକର୍ଡ ଲରିଥିବା ବେଳେ ବିରମିତ୍ରପୁର , ତାଳସେରା, ସୁନ୍ଦରଗଡ ବିଧାନସଭା ରୁ ବିଜେପି ଜିତି ଥିବା ବେଳେ ବଣାଇ ରୁ ସିପିଏମ ପ୍ରାର୍ଥୀ ବିଜେଲାଭ କରିଛନ୍ତି। ରାଜଗାଙ୍ଗପୁର ବିଧାନସଭା ଅଂଚଳ ରୁ କଂଗ୍ରେସ ପ୍ରାର୍ଥୀ ଆଗରେ ଅଛନ୍ତି କିନ୍ତୁ 6 ଟି ଇଭିଏମ ଖରାପ ଥିବାରୁ ପରିଣାମ ଆସିବାରେ ବିଳମ୍ବ ହେବ। ବିଜେଡି କେବଳ ରାଉରକେଲା ତଥା ରଘୁନାଥପଲ୍ଲୀ ସିଟ ଉପରେ ବିଜୟ ଲାଭ କରିଛନ୍ତି। ଜିଲ୍ଲା ରେ ବିଜେପି ର ସଫଳତା କୁ ନେଇ ଆଜି ଆତିସବାଜି କରି ଥିଲେ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.