ETV Bharat / city

ନିର୍ବାଚନକୁ ନେଇ ବେଶ୍‌ ଆଶାବାଦୀ ବିଜେଡି ପ୍ରାର୍ଥିନୀ ସୁନିତା ବିଶ୍ବାଳ - ନିର୍ବାଚନ

ବିଜେଡି ଟିକେଟ ନେଇ ପ୍ରଥମ ଥର ରାଜନୈତିକ ମଇଦାନକୁ ଓହ୍ଲାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ ସୁନିତା ବିଶ୍ବାଳ । ତେବେ ନିର୍ବାଚନକୁ ନେଇ କ'ଣ ରହିଛି ସୁନିତାଙ୍କ କଳ୍ପନା ଜଳ୍ପନା ଓ ରଣନୀତି ଦେଖନ୍ତୁ :

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Apr 1, 2019, 12:04 AM IST

ରାଉରକେଲା: ବିଜେଡି ଟିକେଟ ନେଇ ପ୍ରଥମ ଥର ରାଜନୈତିକ ମଇଦାନକୁ ଓହ୍ଲାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ ସୁନିତା ବିଶ୍ବାଳ । ମୁଖ୍ୟମନ୍ତ୍ରୀଙ୍କ ମହିଳା ସଂରକ୍ଷଣ ନୀତି ଯୋଗୁଁ ଟିକେଟ ପାଇଥିବାରୁ ବେଶ ଖୁସି ହେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁନିତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଆଗାମୀ ନିର୍ବାଚନକୁ ନେଇ ବେଶ୍‌ ଆଶାବାଦୀ ଥିବା ପ୍ରକାଶ କରିଛନ୍ତି ସୁନିତା । ଅନ୍ୟପଟେ କଂଗ୍ରେସ ତରଫରୁ ସୁନ୍ଦରଗଡ ବିଧାନସଭା ଆସନ ପାଇଁ ଲଢିବାକୁ ଥିବା ଭଉଣୀ ଅମିତାଙ୍କୁ ନିର୍ବାଚନୀ ଫଳାଫଳ ସହ କଡା ଜବାବ ଦେବା ପାଇଁ ପ୍ରସ୍ତୁତ ଥିବା ମଧ୍ୟ ପ୍ରକାଶ କରିଛନ୍ତି ସେ ।

ତେବେ ନିର୍ବାଚନକୁ ନେଇ କ'ଣ ରହିଛି ସୁନିତାଙ୍କ କଳ୍ପନା ଜଳ୍ପନା ଓ ରଣନୀତି ଦେଖନ୍ତୁ :

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ବିଜେଡି ର ସୁନ୍ଦରଗଡ଼ ଲୋକସଭା ପ୍ରାର୍ଥୀନୀ ସୁନିତା ବିଶ୍ଵାଳ ନିଜ ବିଜୟ କୁ ନେଇ ଆଶାବାଦୀ। ସେ ପ୍ରଥମଥର ନିର୍ବାଚନ ଲଡୁଛନ୍ତି। ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନିତା କୁ କଂଗ୍ରେସ ରୁ ଆଣି ନବୀନ ପଟନାୟକ ତାଙ୍କ ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି।

Body:ତାଙ୍କ ଭଉଣୀ ସୁନ୍ଦରଗଡ଼ ବିଧାନସଭା ରୁ କଂଗ୍ରେସ ର ପ୍ରାର୍ଥୀନୀ ତଥା କିଛି ଦିନ ତଳେ ସେ ସ୍ପଷ୍ଟ କହିଥିଲେ କି ତାଙ୍କ ଭଉଣୀ କୁ ପ୍ରତ୍ୟାଖାନ କରିବେ ସୁନ୍ଦରଗଡ଼ ବାସୀ। କିନ୍ତୁ ସୁନିତା କହୁଛନ୍ତି ନିର୍ବାଚନ ପରିଣାମ ସବୁ ସ୍ପଷ୍ଟ କରି ଦେବ।

Conclusion:ରାଉରକେଲା ଆସି ଥିବା ସୁନିତା ବିଶ୍ୱାଳ କୁ କଥା ହୋଇ ଥିଲେ ଆମ ପ୍ରତିନିଧି। ବିଭିନ୍ନ ପ୍ରଶ୍ନ ର ସେ କଣ ଜବାବ ଦେଇ ଥିଲେ ଶୁଣନ୍ତୁ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.