ETV Bharat / city

ପୁଣି ବିରମିତ୍ରପୁର ପୌରାଞ୍ଚଳ 72 ଘଣ୍ଟିଆ ସଟଡାଉନ - 72 ଘଣ୍ଟିଆ ସଟଡାଉନ

ସୁନ୍ଦରଗଡ ଜିଲ୍ଲା ବିରମିତ୍ରପୁର ପୌରାଞ୍ଚଳକୁ 72 ଘଣ୍ଟିଆ ସଟଡାଉନ ଘୋଷଣା କରାଯାଇଛି । ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର ଏହି ସଟଡାଉନ ଘୋଷଣା କରିଛନ୍ତି ।

shutdown
ପୁଣି ବିରମିତ୍ରପୁର ପୌରାଞ୍ଚଳକୁ 72 ଘଣ୍ଟିଆ ସଟଡାଉନ ଘୋଷଣା
author img

By

Published : Jul 15, 2020, 4:01 PM IST

ରାଉରକେଲା: ପୁଣି ବୀରମିତ୍ରପୁର ପୌରାଞ୍ଚଳ 72 ଘଣ୍ଟିଆ ସଟଡାଉନ ଘୋଷଣା । ସୁନ୍ଦରଗଡ ଜିଲ୍ଲା ବିରମିତ୍ରପୁର ପୌରାଞ୍ଚଳକୁ 72 ଘଣ୍ଟିଆ ସଟଡାଉନ ଘୋଷଣା କରାଯାଇଛି । ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର ଏହି ସଟଡାଉନ ଘୋଷଣା କରିଛନ୍ତି ।

ଶୁକ୍ରବାର ସକାଳ 6ଟାରୁ ସଟଡାଉନ କଟକଣା ଲାଗୁ ହେବାକୁ ଥିବାବେଳେ ଏହା 72 ଘଣ୍ଟା ଅର୍ଥାତ୍ ରବିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟରେ ଜରୁରୀ କାଳୀନ ସେବାକୁ ଛାଡି ଦେଲେ ବାକି ସମସ୍ତ କାର୍ଯ୍ୟ ବନ୍ଦ ରହିବ ।

ଜରୁରୀ ସାମଗ୍ରୀରେ ଗ୍ରୋସରୀ ଦୋକାନ ଏବଂ ଦୁଗ୍ଧ ଯୋଗାଣ କେନ୍ଦ୍ର ସକାଳ 6 ଟାରୁ ଦିନ 12 ଟା ପର୍ଯ୍ୟନ୍ତ ଖୋଲା ରହିବ । କୋରୋନାକୁ ରୋକିବା ପାଇଁ ବିରମିତ୍ରପୁର ପୌରାଞ୍ଚଳର 11ଟି ୱାର୍ଡକୁ ସଟଡାଉନ ଘୋଷଣା କରାଯାଇଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.