ETV Bharat / city

ଆଜି ରାଉରକେଲା ବନ୍ଦ, ରାଜରାସ୍ତାରେ ବହୁଜନ କ୍ରାନ୍ତି ମୋର୍ଚ୍ଚା - protest against caa and NRC

NRC,CAAକୁ ନେଇ ଆଜି ଭାରତ ବନ୍ଦ। ଏପଟେ ଏହି ବନ୍ଦ ଡାକରା ସମର୍ଥନରେ ରାଉଲକେଲା ବହୁଜନ କ୍ରାନ୍ତି ମୋର୍ଚ୍ଚା ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି। ଅଧିକ ଖବର ପଢନ୍ତୁ...

Bharat bandh
ଆଜି ରାଉରକେଲା ବନ୍ଦ, ରାଜରାସ୍ତାରେ ବହୁଜନ କ୍ରାନ୍ତି ମୋର୍ଚ୍ଚା
author img

By

Published : Jan 29, 2020, 9:32 AM IST

ରାଉରକେଲା: ଆଜି ରାଉରକେଲା ବନ୍ଦ। NRC,CAA କୁ ନେଇ ଭାରତ ବନ୍ଦ ଡାକରା ସମର୍ଥନରେ ରାଉଲକେଲା ବହୁଜନ କ୍ରାନ୍ତି ମୋର୍ଚ୍ଚା ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି।

ଆଜି ରାଉରକେଲା ବନ୍ଦ, ରାଜରାସ୍ତାରେ ବହୁଜନ କ୍ରାନ୍ତି ମୋର୍ଚ୍ଚା

ସମର୍ଥକ ମାନେ ଅଚାନକ ବିର୍ସା ଛକ୍ ନିକଟରେ ରାଜରାସ୍ତାକୁ ଓହ୍ଲାଇବା ସହ ରାସ୍ତା ଅବରୋଧ କରିଛନ୍ତି। ଯାହା ଫଳରେ ସାଧାରଣ ଲୋକଙ୍କ ଦୈନନ୍ଦିନ କାର୍ଯ୍ୟରେ ବାଧା ଉପୁଯିବା ସହ ଯାତାୟତ ପାଇଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ବନ୍ଦର ପ୍ରଭାବ ବସ୍ ଚଳାଚଳ ଉପରେ ମଧ୍ୟ ଦେଖିବାକୁ ମିଳିଛି। ଅଚାନକ ରାସ୍ତା ଅବରୋଧ ଯୋଗୁ ପୋଲିସ ସହିତ ମଧ୍ୟ ବନ୍ଦ ସମର୍ଥନ ମାନଙ୍କ ବଚସା ହୋଇଥିଲା । ପରେ ସୁରକ୍ଷା ଦୃଷ୍ଟିରୁ ସହରରେ ପୋଲିସ ମୁତୟନ କରାଯାଇଛି।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉଲକେଲା_ବହୁଜନ କ୍ରାନ୍ତି ମୋର୍ଚ୍ଚା ତରଫ ରୁ NRC,CAA କୁ ନେଇ ଭାରତ ବନ୍ଦ ଡାକରା ସମର୍ଥନ ରେ କିଛି ବନ୍ଦ ସମର୍ଥକ ଅଚାନକ ବିର୍ସା ଛକ୍ ନିକଟ ରେ ରାଜରାସ୍ତାକୁ ଉଲହାଇ ଥିଲେ ତଥା ରାସ୍ତା ଅବରୋଧ କରିବା ଯୋଗୁ ଲୋକ ମାନେ ବହୁତ୍ ଅସୁବିଧା ର ସମ୍ମୁଖୀନ ହୋଇଥିଲେ।

Body:ବସ୍ ଚଳାଚଳ ଉପରେ ମଧ୍ୟ ଏହାର ପ୍ରଭାବ ପଡି ଥିଲା। ଅଚାନକ ରାସ୍ତା ଅବରୋଧ ଯୋଗୁ ପୋଲିସ ସହିତ ମଧ୍ୟ ବନ୍ଦ ସମର୍ଥନ ମାନଂକ ବାଚସା ହୋଇ ଥିଲା।Conclusion:ପରେ ସହର ରେ ପୋଲିସ ବ୍ୟବସ୍ଥା କର କର ଯାଇଛି ତଥା ବିଭିନ୍ନ ସ୍ଥାନ ରେ ପୋଲିସ ମୁତୟନ କର ଯାଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.