ETV Bharat / city

ରାଉରକେଲା ଏସିଡ୍ ମାଡ ଘଟଣା, ଅଭିଯୁକ୍ତ ଗିରଫ - rourkela acid attack

ରାଉରକେଲା ଏସିଡ ମାଡ ଘଟଣାର ଅଭିଯୁକ୍ତ ଗିରଫ । ପତ୍ନୀ ସହ କଥା ନହେବାକୁ ବାରମ୍ବାର ବିଦ୍ୟାକାନ୍ତଙ୍କୁ ବାରଣ କରୁଥିଲା ଅଭିଯୁକ୍ତ । ତେବେ ବିଦ୍ୟାକାନ୍ତ ଶୁଣୁନଥିଲା । ଅଧିକ ପଢନ୍ତୁ...

acid attack to one family in rourkela
ରାଉରକେଲା ଏସିଡମାଡ ଘଟଣା
author img

By

Published : Feb 6, 2020, 11:03 PM IST

ରାଉରକେଲା: ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ସେକ୍ଟର ‘ଏ’ ଏସିଡ ମାଡ ଘଟଣାର ପର୍ଦ୍ଦାଫାସ । ପୋଲିସ ହାତରେ ଧରା ପଡିଛି ଅଭିଯୁକ୍ତ ସନ୍ତୋଷ ସୋନି । ଏପଟେ ଆହତଙ୍କୁ ଚିକିତ୍ସା ପାଇଁ ରାଉରକେଲା ଆଇଜିଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ରାଉରକେଲା ଏସିଡମାଡ ଘଟଣା

ସୂଚନା ଅନୁସାରେ, ବନ୍ଧମୁଣ୍ଡା ସେକ୍ଟର 416 କ୍ବାର୍ଟରରେ ରହୁଥିବା ରେଳବାଇ କର୍ମଚାରୀ ନଗେନ୍ଦ୍ର ପାଣ୍ଡେ, ତାଙ୍କ ସ୍ତ୍ରୀ ସଙ୍ଗୀତା, ତାଙ୍କ ଭାଇ ବିଦ୍ୟାକାନ୍ତ ପାଣ୍ଡେ ଏବଂ ମା ସୁଲୋଚନା ଏସିଡ଼ ମାଡରେ ଆହତ ହୋଇଛନ୍ତି । ନଗେନ୍ଦ୍ରର ଭାଇ ବିଦ୍ୟାକାନ୍ତ ଅଭିଯୁକ୍ତ ସନ୍ତୋଷ ସୋନି ସ୍ତ୍ରୀ ସହ କଥା ବାର୍ତ୍ତା କରୁଥିଲା । ସ୍ତ୍ରୀର ନିକଟତର ହେଉଥିବା ସନ୍ଦେହ କରିଥିଲା ସନ୍ତୋଷ । ବିଦ୍ୟାଙ୍କୁ ତାଙ୍କ ପତ୍ନୀ ସହ କଥା ନହେବାକୁ କହିଥିଲା ।

କିନ୍ତୁ ଵିଦ୍ୟାକାନ୍ତ ସନ୍ତୋଷ କଥା ନମାନିବାରୁ ରାଗରେ ସନ୍ତୋଷ ଵିଦ୍ୟାକାନ୍ତ ଉପରେ ଏସିଡ଼ ମାଡ଼ କଲା ପରେ ଅନ୍ୟମାନେ ଆହତ ହୋଇଥିଲେ । ଅନ୍ୟ ପକ୍ଷରେ ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ଗୁରୁତର ସହ ନେଇଛି । ଏହି ଘଟଣାର ତଦନ୍ତ ଲାଗି ସୁନ୍ଦରଗଡ଼ ଜିଲ୍ଲାପାଳ ପାନପୋଷ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ଏସିଡ଼ ମାଡରେ ଆହତଙ୍କ ସମସ୍ତ ଚିକିତ୍ସା ବହନ କରିବେ ବୋଲି କହିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା _ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ସେକ୍ଟର A ରେ ବୁଧବାର ରାତିରେ ଏସିଡ଼ ମାଡରେ ଗୁରୁତର ଆହତ ହୋଇଥିବା ଗୋଟିଏ ପରିବାର ର ଚାରିଜଣ ସଦସ୍ୟ ଏପର୍ଯ୍ୟନ୍ତ ଗୁରୁତର ଅବସ୍ଥାରେ ରାଉରକେଲା IGH ରେ ଚିକିତ୍ସିତ ହେଉଛନ୍ତି । ଅନ୍ୟ ପକ୍ଷରେ ଏସିଡ଼ ମାଡ କରିଥିବା ଅଭିଯୁକ୍ତ ସନ୍ତୋଷ ସୋନି କୁ ପୋଲିସ ଗିରଫ କରିଛି । ସନ୍ତୋଷ ଗିରଫ ହେବାପରେ ଏସିଡ଼ ମାଡର କାରଣ ସମ୍ପର୍କରେ ପୋଲିସ ଜାଣି ପାରିଛି ।

Body:ବନ୍ଧମୁଣ୍ଡା A ସେକ୍ଟର 416 କ୍ୱାର୍ଟର ରେ ରହୁଥିବା ରେଳବାଇ କର୍ମଚାରୀ ନଗେନ୍ଦ୍ର ପାଣ୍ଡେ , ତାଙ୍କ ସ୍ତ୍ରୀ ସଙ୍ଗୀତା , ତାଙ୍କ ଭାଇ ଵିଦ୍ୟାକାନ୍ତ ପାଣ୍ଡେ , ଏବଂ ମା ସୁଲୋଚନା ଏହି ଏସିଡ଼ ମାଡରେ ଆହତ ହୋଇଛନ୍ତି । ନଗେନ୍ଦ୍ର ର ଭାଇ ଵିଦ୍ୟାକାନ୍ତ ଅଭିଯୁକ୍ତ ସନ୍ତୋଷ ସୋନି ସ୍ତ୍ରୀ ସହ କଥା ବାର୍ତ୍ତା କରୁଥିଲା । ସ୍ତ୍ରୀ ର ନିକଟତର ହେଉଥିବା ସନ୍ଦେହ କରି ସନ୍ତୋଷ ଵିଦ୍ୟାକାନ୍ତ ତା ସ୍ତ୍ରୀ ସହ କଥା ହେବାକୁ ମନା କରିଥିଲା। କିନ୍ତୁ ଵିଦ୍ୟାକାନ୍ତ ସନ୍ତୋଷ କଥା ନ ମାନିବାରୁ ରାଗରେ ସନ୍ତୋଷ ଵିଦ୍ୟାକାନ୍ତ ଉପରେ ଏସିଡ଼ ମାଡ଼ କଲା ପରେ ଅନ୍ୟମାନେ ଆହତ ହୋଇଥିଲେ ।
Conclusion:ଅନ୍ୟ ପକ୍ଷରେ ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ଗୁରୁତର ସହ ନେଇଛି । ଏହି ଘଟଣାର ତଦନ୍ତ ଲାଗି ସୁନ୍ଦରଗଡ଼ ଜିଲ୍ଲାପାଳ ପାନପୋଷ ଉପଜିଲ୍ଲାପାଳ ଙ୍କୁ ନିର୍ଦେଶ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ଏସିଡ଼ ମାଡରେ ଆହତ ମାନଙ୍କ ସମସ୍ତ ଚିକିତ୍ସା ବହନ କରିବେ ବୋଲି କହିଛନ୍ତି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.