ETV Bharat / city

ପ୍ରଥମେ ଲୁଚିଲୁଚି ଦେଖୁଥିଲେ, ପରେ ପୋଲିସ ନେଲା ବାନ୍ଧି

author img

By

Published : May 18, 2019, 8:49 PM IST

ମହିଳାଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିବା ଯୁବକଙ୍କୁ ପଡିଲା ମହଙ୍ଗା । ବହେ ଛେଚା ଖାଇ ଜେଲ ଗଲେ ଅଭିଯୁକ୍ତ ସୁଶାନ୍ତ ସାମଲ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: 16 ନମ୍ବର ସେକ୍ଟର ଡିବ୍ଲକ ନିକଟରେ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଝିଅ ଓ ମହିଳା ବାଥରୁମରେ ଗାଧୋଉଥିବା ବେଳେ ପାଚେରୀ ଡେଇଁ ଜଣେ ଯୁବକ ଝରକା ବାଟେ ଗାଧୋଉଥିବା ଦୃଶ୍ୟ ଦେଖୁଥିଲା। ଏହିସମୟରେ ସ୍ଥାନୀୟ ଲୋକେ ଯୁବକକୁ କାବୁ କରି ନିସ୍ତୁକ ମାଡ ମାରିବା ସହ ପୋଲିସର ଜିମା ଦେଇଛନ୍ତି ।

ଅଭିଯୁକ୍ତ ଜଣକ ହେଲା ସୁଶାନ୍ତ ସାମଲ । ସେ 6 ନମ୍ବର ସେକ୍ଟର କଲ୍ୟାଣୀ ବସ୍ତିରେ ରୁହ । ପୂର୍ବରୁ ମଧ୍ୟ ଯୁବକ ଜଣକ ବିଭିନ୍ନ ସେକ୍ଟରରେ ବୁଲି ମହିଳା, ଗାଧୋଉଥିବା ବେଳେ ଝରକାପଟେ ଲୁଚି ଦେଖୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏନେଇ 15 ନମ୍ବର ସେକ୍ଟର ଥାନା ପୋଲିସ ଯୁବକକୁ ଅଟକ ରଖିବା ସହ ତଦନ୍ତ ଜାରି ରଖିଛି।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ରାଉରକେଲା -ଉଦିତନଗର ରେ ଥିବା ସହର ର ମୁଖ୍ୟ ମାର୍ଗରେ ଏକ ଟିଭି ଏବଂ ମୋବାଇଲ ସୋ ରୁମ ରେ ନିଅଁ ଲାଗି ଯାଇ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି । ଘଟଣା ସ୍ଥଳରେ 2 ଟି ଫାୟାର ଗାଡି ପହଞ୍ଚି ନିଅଁ କୁ ଆୟତ୍ତ କରିବକୁ ଚେଷ୍ଟା କରୁଛନ୍ତି । ଅଗ୍ନିକାଣ୍ଡ ର କାରଣ ଜଣା ପଡି ନଥିବା ବେଳେ ନିଆଁ କୁ ଆୟତ୍ତ କରିବାରେ ଅଗ୍ନିଶମ ବିଭାଗ କୁ ପରିଶ୍ରମ କରିବାକୁ ପଡି ଥିଲା। ସହର ର ମୁଖ୍ୟ ଭାଗ ରେ ନିଆ ଶୋର୍ଟ ସର୍କିଟ ଦ୍ୱାରା ଲାଗିଲା ନ ଅନ୍ୟ କାରଣ ଏହା ତଦନ୍ତ ପରେ ହିଁ ସ୍ପଷ୍ଟ ହୋଇ ପାରିବ।
_____

ରାଉରକେଲା-ଝିଅ , ମହିଳା ମାନେ ବାଥରୁମ ରେ ଗାଧୋଉଥିବା ବେଳେ ପାଚେରୀ ଡେଇଁ ଜଣେ ଯୁବକ ଝରକା ବାଟେ ଗାଧୋଉଥିବା ଦୃଶ୍ୟ ଦେଖୁଥିବା ବେଳେ ସ୍ଥାନୀୟ ଲୋକମନେ ଯୁବକକୁ କାବୁ କରି ନିସ୍ତୁକ ମାଡ ମାରିବା ସହ ପୋଲିସ ର ଜିମା ଦେଇଛନ୍ତି । ଘଟଣା ଘଟିଛି ରାଉରକେଲାର 16 ନମ୍ବର ସେକ୍ଟର D ବ୍ଲକ ନିକଟରେ । ଯୁବକ ର ନାମ ସୁଶାନ୍ତ ସାମଲ ଏବଂ ସେ 6 ନମ୍ବର ସେକ୍ଟର କଲ୍ୟାଣି ବସ୍ତି ରେ ରୁହେ ବୋଲି ଜଣା ପଡ଼ିଛି । ଏହି ଯୁବକ ବିଭିନ୍ନ ସେକ୍ଟର ରେ ବୁଲି ମହିଳା ମାନେ ଗାଧୋଉଥିବା ବେଳେ ଝରକାରେ ଡୁଙ୍ଗୁ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । 15 ନମ୍ବର ସେକ୍ଟର ଥାନା ପୋଲିସ ଯୁବକ କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.