ETV Bharat / city

ସମୁଦ୍ରରେ ଗାଧୋଇବା ବେଳେ ପର୍ଯ୍ୟଟକ ନିଖୋଜ - ସମୁଦ୍ରରେ ଗାଧୋଇବା ବେଳେ ପର୍ଯ୍ୟଟକ ନିଖୋଜ

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ନିଖୋଜ ହେଲେ ପଶ୍ଚିମବଙ୍ଗର ପର୍ଯ୍ୟଟକ । ୨ ଜଣ ବନ୍ଧୁ ନିଖୋଜ ହୋଇଥିବା ବେଳେ ଜଣେ ଉଦ୍ଧାର ହୋଇଛନ୍ତି । ଅଧିକ ପଢ଼ନ୍ତୁ

ସମୁଦ୍ରରେ ଗାଧୋଇବା ବେଳେ ପର୍ଯ୍ୟଟକ ନିଖୋଜ
ସମୁଦ୍ରରେ ଗାଧୋଇବା ବେଳେ ପର୍ଯ୍ୟଟକ ନିଖୋଜ
author img

By

Published : Aug 15, 2022, 9:52 PM IST

ପୁରୀ: ସମୁଦ୍ରରେ ଗାଧୋଇବା ବେଳେ ପର୍ଯ୍ୟଟକ ନିଖୋଜ । ଦିଗବାରେଣୀ ସେକ୍ଟର ୧ ଅଞ୍ଚଳରେ ସ୍ନାନ ସମୟରେ ସମୁଦ୍ରରେ ଭିତରକୁ ଟାଣିହୋଇ ଚାଲିଯିବା ପରେ ନିଖୋଜ ହୋଇଛନ୍ତି । ତେବେ ନିଖୋଜ ପର୍ଯ୍ୟଟକ ଜଣକ ପଶ୍ଚିମବଙ୍ଗର ରବି ସିଂ(୨୧) ବୋଲି ଜଣାପଡ଼ିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସମୁଦ୍ରରେ ଗାଧୋଇବା ବେଳେ ପର୍ଯ୍ୟଟକ ନିଖୋଜ

ସୂଚନା ଅନୁସାରେ, ରବି ଓ ତାଙ୍କ ବନ୍ଧୁ ବିହାରର ସାଗର କୁମାର ଚୌଧୁରୀ ଗତକାଲି ପୁରୀ ଆସିଥିଲେ । ଆଜି ଉଭୟ ଦିଗବାରେଣୀ ସେକ୍ଟର ୧ ନମ୍ବର ଅଞ୍ଚଳରେ ଗାଧୋଇବା ପାଇଁ ସମୁଦ୍ରକୁ ଆସିଥିଲେ । ଏହି ସମୟରେ ଉଭୟ ବୁଡ଼ି ଯାଇଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଲାଇଫ ଗାର୍ଡଙ୍କ ପ୍ରୟାସରେ ସାଗରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ରବି ଏପର୍ଯ୍ୟନ୍ତ ନିଖୋଜ ରହିଛନ୍ତି । ତେବେ ଏଭଳି ଘଟଣା ପୁରୀ ସମୁଦ୍ରରେ ବାରମ୍ବାର ଘଟୁଥିବା ବେଳେ ଚଳିତ ଅଗଷ୍ଟ ମାସ ୯ ତାରିଖରେ ସମାନ ସ୍ଥାନରେ ବୁଡ଼ି ଛତିଶଗଡ ଅଞ୍ଚଳର ମିନାକ୍ଷୀ ନାୟକ ନାମକ ଜଣେ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.