ETV Bharat / city

କାଲି ଅପରାହ୍ନରେ ମହାପ୍ରଭୁଙ୍କ ସୁନାବେଶ

ବଡ ତଢାଉ ବେଶ ବା ସୁନାବେଶ ପାଇଁ ନୀତିନିର୍ଘଣ୍ଟ । ଅପରାହ୍ଣ 4ଟାରୁ 5.30 ଭିତରେ ମହାପ୍ରଭୁଙ୍କର ସୁନାବେଶ ହେବାର ରହିଛି କାର୍ଯ୍ୟକ୍ରମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Jul 12, 2019, 6:23 PM IST

Updated : Jul 12, 2019, 8:56 PM IST

ପୁରୀ: ଆସନ୍ତାକାଲି(ଶନିବାର) ବଡ ତଢାଉ ବେଶ ବା ସୁନାବେଶ । ସେଥିଲାଗି ନୀତିନିର୍ଘଣ୍ଟ ହୋଇଛି । ଆସନ୍ତାକାଲି(ଶନିବାର) ସକାଳ 6ଟାରୁ 6.30 ମଧ୍ୟରେ 3 ରଥର ମଙ୍ଗଳ ଆଳତି କରାଯିବ । ଏହା ପରେ 7 ଟା ସମୟରେ ମଇଲମ-ତଡପ ଲାଗି କରାଯିବ । 8 ଟା ସମୟରେ ଅବକାଶ ଓ 9ଟାରେ ବେଶ ଶେଷ ନୀତି ଅନୁଷ୍ଠିତ ହେବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସକାଳ 10ଟାରୁ 10.30 ମଧ୍ୟରେ ଗୋପାଳ ବଲ୍ଲଭ ନୀତି ଅନୁଷ୍ଠିତ ହେବ । ଏହା ପରେ 11ରୁ 12 ମଧ୍ୟରେ ସକାଳ ଧୂପ କରାଯିବ । ପରେ 12.30ରେ ମଇଲମ ଓ 1ଟାରେ ମାହାସ୍ନାନ ଓ ସର୍ବାଙ୍ଗ ନୀତି ଅନୁଷ୍ଠିତ ହେବ । ପରେ 1.30ରେ ବେଶଶେଷ ନୀତି ହେବ । 2ଟାରୁ 3ଟା ମଧ୍ୟରେ ମଧ୍ଯାହ୍ନ ଧୂପ ହେବ । 3.30ରେ ଣଇଲମ ଓ 4ଟାରେ ମେକାପ ସର୍ବାଙ୍ଗ ନୀତି ଅନୁଷ୍ଠିତ ହେବ ।

ପରେ 4ଟାରୁ 5.30 ପର୍ଯ୍ୟନ୍ତ ସୁନାବେଶ ନୀତି ଅନୁଷ୍ଠିତ ହେବ । ସନ୍ଧ୍ୟା 6ଟାରେ ସନ୍ଧ୍ୟାଆଳତି ହେବାର କାର୍ଯ୍ୟକ୍ରମ ରହିଛି । ପରେ 8ଟାରୁ 9ଟା ସନ୍ଧ୍ୟା ଧୂପ ଓ ରାତି 11ରୁ 12ଟା ସୁନାବେଶ ମଇଲମ ନୀତି ଅନୁଷ୍ଠିତ ହେବ । ରାତି 12.30ରେ ଚନ୍ଦନ ଲାଗି କରାଯିବା ସହ 1ଟାରେ ବଡସିଂହାର ବେଶ ଓ 1.30ରେ ବଡସିଂହାର ଭୋଗ ନୀତି ଅନୁଷ୍ଠିତ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

BLANK  FOR STORY

Conclusion:
Last Updated : Jul 12, 2019, 8:56 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.