ETV Bharat / city

12 ନିଶା ବେପାରୀ ଗିରଫ - ପୁରୀ ଖବର

ନିଶା ଓ କପସିରଫ ବେପାରୀଙ୍କ ବିରୁଦ୍ଧରେ ପୋଲିସ ଆରମ୍ଭ କରିଛି ଅଭିଯାନ । 12 ନିଶା ବେପାରୀ ଗିରଫ । ଅଧିକ ପଢନ୍ତୁ...

sp press meet for countrol crime in puri
12 ନିଶା ବେପାରୀ ଗିରଫ
author img

By

Published : Mar 8, 2021, 5:50 PM IST

ପୁରୀ : ନିଶା ଓ କପସିରଫ ବେପାରୀଙ୍କ ବିରୁଦ୍ଧରେ ପୋଲିସ ଆରମ୍ଭ କରିଛି ଅଭିଯାନ l ବିଭିନ୍ନ ଥାନା ପକ୍ଷରୁ ଚଢ଼ାଉ କରାଯାଇ 12 ଜଣ ନିଶା ବେପାରୀଙ୍କୁ ଗିରଫ କରିଛି ପୋଲିସ l ସେମାନଙ୍କଠାରୁ 265 କପସିରଫ ବୋତଲ ,20 ଗ୍ରାମର ବ୍ରାଉନସୁଗାର ସହ ବହୁତ ପରିମାଣର ନିଶା ସାମଗ୍ରୀ ଜବତ କରିଛି ପୋଲିସ l

12 ନିଶା ବେପାରୀ ଗିରଫ

ଏହାସହ 14 ଜଣ ଅସାମାଜିକ ବ୍ୟକ୍ତିଙ୍କ ପୂର୍ବ ଅପରାଧିକ ରେକର୍ଡ ସଂଗ୍ରହ କରିଛି ପୋଲିସ l ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ପୋଲିସ l ଅପରାଧିକ ଗତିବିଧି ଉପରେ କଡା ନଜର ରଖିବା ସହ ସହରରେ ଅପରାଧ ରୋକିବା ପାଇଁ 4 ଟି ଆଉଟପୋଷ୍ଟ ପ୍ରତିଷ୍ଠା କରାଯାଉଥିବା ଏସପି ସୂଚନା ଦେଇଛନ୍ତି l

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.