ETV Bharat / city

ରଥଯାତ୍ରା ପ୍ରସଙ୍ଗକୁ ନେଇ ପୁରୀରେ 6 ଘଣ୍ଟିଆ ବନ୍ଦ ପାଳନ

author img

By

Published : Jun 19, 2020, 8:42 AM IST

Updated : Jun 19, 2020, 10:40 AM IST

ପୁରୀରେ ବନ୍ଦ ଡାକରା ସତ୍ତ୍ବେ କୌଣସି ପ୍ରଭାବ ଦେଖିବାକୁ ମିଳିନାହିଁ । ପୂର୍ବ ପରି ସବୁକିଛି ସ୍ବାଭାବିକ ରହିଛି । ଅଧିକ ପଢନ୍ତୁ...

ରଥଯାତ୍ରା ପ୍ରସଙ୍ଗକୁ ନେଇ ପୁରୀରେ 6 ଘଣ୍ଟିଆ ବନ୍ଦ ପାଳନ
ରଥଯାତ୍ରା ପ୍ରସଙ୍ଗକୁ ନେଇ ପୁରୀରେ 6 ଘଣ୍ଟିଆ ବନ୍ଦ ପାଳନ

ପୁରୀ : ରଥଯାତ୍ରା ବନ୍ଦ ପ୍ରସଙ୍ଗକୁ ନେଇ ଆଜି ପୁରୀ ବନ୍ଦ ଡାକରା ଦେଇଛନ୍ତି ଶ୍ରୀଜଗନ୍ନାଥ ସେନା । 6 ଘଣ୍ଟିଆ ଶାନ୍ତିପୂର୍ଣ୍ଣ ବନ୍ଦ ପାଳିବାକୁ ଆହ୍ବାନ କରିଛନ୍ତି । ସକାଳୁ ପୁରୀରେ ଏହାର ପ୍ରଭାବ ଶୂନ୍ୟ ରହିଛି । ଲୋକମାନେ ନିଜ ନିକ କାର୍ଯ୍ୟରେ ଯାଉଛନ୍ତି । ସବୁ କିଛି ସ୍ବଭାବିକ ରହିଛି । ତେବେ ବିଭିନ୍ନ ଛକ ଜାଗାରେ ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ବାହିନୀ ମୁତୟନ ରହିଛନ୍ତି ।

ଗତକାଲିି ମହାମାରୀ କୋରୋନା ସମୟରେ ରଥଯାତ୍ରା ବନ୍ଦ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କ୍ୟାବିନେଟ ବୈଠକରେ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ ପାଳନ କରିବାକୁ କୁହାଯାଇଥିଲା । ଯାହାକୁ ନେଇ ଜଗନ୍ନାଥ ପ୍ରେମୀ ଓ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jun 19, 2020, 10:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.