ETV Bharat / city

ଶ୍ରୀଜିଉଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ - ବୁଧବାର ମହାପ୍ରଭୁଙ୍କ ଦର୍ଶନ 4 ଘଣ୍ଟା ବନ୍ଦ

ଆସନ୍ତାକାଲି (ବୁଧବାର) ମହାପ୍ରଭୁଙ୍କ ବନକ ଲାଗି ନୀତି । ଏନେଇ ମହାପ୍ରଭୁଙ୍କ ଦର୍ଶନ 4 ଘଣ୍ଟା ବନ୍ଦ ରହିବ। ଅଧିକ ଖବର ପଢନ୍ତୁ...

ମହାପ୍ରଭୁଙ୍କ ବନକ ଲାଗି ନୀତି, ଆସନ୍ତାକାଲି ବନ୍ଦ ରହିବ ଦର୍ଶନ
author img

By

Published : Oct 22, 2019, 6:37 PM IST

ପୁରୀ: ଆସନ୍ତାକାଲି (ବୁଧବାର) ମହାପ୍ରଭୁଙ୍କ ବନକ ଲାଗି ନୀତି। ଏହି ନୀତି ଗୁପ୍ତ ନୀତି ହୋଇଥିବାରୁ ବୁଧବାର ମହାପ୍ରଭୁଙ୍କ ସାଧାରଣ ଦର୍ଶନ 4 ଘଣ୍ଟା ବନ୍ଦ ରହିବ । ଦ୍ବିତୀୟ ଭୋଗ ମଣ୍ଡପ ନୀତି ସରିବା ପରେ ଏହି ବନକ ଲାଗି ନୀତି ଆରମ୍ଭ ହେବ ।

ସୂଚନା ଅନୁସାରେ, ଅପରାହ୍ନ 4 ଟା ରୁ ରାତି 8 ଟା ଯାଏଁ ମହାପ୍ରଭୁଙ୍କ ନୀତି ଅନୁଷ୍ଠିତ ହେବ। ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟଳୟର ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ବନକ ଲାଗି ନୀତିBody:ଆସନ୍ତାକାଲି ମହାପ୍ରଭୁଙ୍କ ବନକ ଲାଗି ନୀତି। ଏହି ନୀତି ଗୁପ୍ତ ନୀତି ହୋଇ ଥିବା ହେତୁ ବୁଧବାର ମହାପ୍ରଭୁଙ୍କ ଦର୍ଶନ 4 ଘଣ୍ଟା ବନ୍ଦ ରହିବ। ଦ୍ୱିତୀୟ ଭୋଗ ମଣ୍ଡପ ସରିବା ପରେ ଏହି ବନକ ଲାଗି ନୀତି ଆରମ୍ଭ ହେବ। ଅପରାହ୍ନ 4 ଟା ରୁ ରାତି 8 ଟା ଯାଏଁ ନୀତି ଅନୁଷ୍ଠିତ ହେବ। ଏହି ସମୟ ରେ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟଳୟ ର ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.