ETV Bharat / city

ଜାତୀୟ ଦଳ ଘୋଷଣା କରିବେ କେସିଆର, ବାଲୁକା ଚିତ୍ରକଳାରେ ଶିଳ୍ପୀଙ୍କ ଶୁଭେଚ୍ଛା

author img

By

Published : Oct 4, 2022, 10:10 AM IST

ଦଶହରାରେ ଜାତୀୟ ଦଳ ଘୋଷଣା କରିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ଏ ନେଇ ତାଙ୍କୁ ବାଲୁକା ଚିତ୍ରକଳାରେ ଶୁଭେଚ୍ଛା ଜଣାଇଛନ୍ତି ଶିଳ୍ପୀ ମାନସ ସାହୁ । ଅଧିକ ପଢନ୍ତୁ

ଜାତୀୟ ଦଳ ଘୋଷଣା କରିବେ ତେଲେଙ୍ଗାନା ମୁଖିଆ, ବାଲୁକା ଚିତ୍ରକଳାରେ ଶିଳ୍ପୀଙ୍କ ଶୁଭେଚ୍ଛା

ପୁରୀ: ଦଶହରାରେ ଜାତୀୟ ଦଳ ଘୋଷଣା କରିବେ କେସିଆର (Telengana cm announce national party ) । ଏ ନେଇ ତାଙ୍କୁ ବାଲୁକା ଚିତ୍ରକଳା ଶୁଭେଚ୍ଛା ଜଣାଇଛନ୍ତି ଶିଳ୍ପୀ ମାନସ ସାହୁ । ଦଶହରା ଦିନ କେସିଆର ତେଲେଙ୍ଗାନା ରାଷ୍ଟ୍ର ସମିତି ଜାତୀୟ ରାଜନୀତିରେ ପାଦ ଥାପିବାକୁ ଯାଉଛି । ଏ ନେଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ।

ପୁରୀ ବେଳାଭୂମିରେ କେସିଆରଙ୍କର ଏକ ପ୍ରତିମୂର୍ତ୍ତୀ ତିଆର ହୋଇଛି । ଭାରତ ମାନଚିତ୍ର ସହ ଜୟ ଭାରତ ଜୟ କେସିଆର ଓ ଜୟ BRS ଲେଖା ହୋଇଛି । ଏହାଛଡା ଦେଶର ନେତା କୃଷକଙ୍କ ଭରସା କେସିଆର ସହ ଜାତୀୟ ଦଳକୁ କେସିଆରଜୀଙ୍କ ସ୍ବାଗତ ବୋଲି ଲେଖା ହୋଇଛି । କେସିଆରଙ୍କ ଦଳ ଜାତୀୟ ରାଜନୀତି ପାଦ ଥାପିବାକୁ ନିଷ୍ପତ୍ତି ନେଇଥିବାରୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । ବାଲୁକା ଚିତ୍ର ଶିଳ୍ପୀ ମାନସ ସାହୁ ଏହି ପ୍ରସଙ୍ଗକୁ ନେଇ ଏକ ବାଲୁକା ଚିତ୍ର କଳା ତିଆରି କରିଛନ୍ତି । ଜାତୀୟ ପଲିଟିକ୍ସରେ କେସିଆରଙ୍କୁ ଯୋଗ ଦେବା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ।

ଏହା ବି ପଢନ୍ତୁ...ଦଶହରାରେ ଜାତୀୟ ଦଳ ଘୋଷଣା କରିବେ KCR, TRS ନାମ ବଦଳି ହେବ BRS !

ପ୍ରକାଶ ଥାଉ କି ଦଶହରାରେ କେସିଆର ତାଙ୍କ ଜାତୀୟ ଦଳ ଘୋଷଣା କରିବା ନେଇ ସୂଚନା ମିଳିଛି । ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିର (TRS) ନାମ ପରିବର୍ତ୍ତନ କରି ଭାରତ ରାଷ୍ଟ୍ରୀୟ ସମିତି (BRS) ରଖିବେ ବୋଲି ଜଣାପଡିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.