ETV Bharat / city

ବାଲୁକା କଳାରେ ବନ୍ଦେ ଉତ୍କଳ ଜନନୀ ଗାନ ନେଇ ବାର୍ତ୍ତା - puri news

ବନ୍ଦେ ଉତ୍କଳ ଜନନୀ ଗାନ ନେଇ ବାଲୁକା କଳା । ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକ କରିଛନ୍ତି ଏହି କଳାକୃତି। ଅଧିକ ପଢନ୍ତୁ...

sand art for bande utkal janani
ବନ୍ଦେ ଉତ୍କଳ ଜନନୀ ଗାନ ନେଇ ବାଲୁକା କଳା
author img

By

Published : May 29, 2020, 8:43 PM IST

ପୁରୀ: କୋରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶନିବାର ସନ୍ଧ୍ୟା 5 ଟା30 ରେ ସମସ୍ତେ ବନ୍ଦେ ଉତ୍କଳ ଜନନୀ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ କରିବା ଏହା ମୁଖ୍ୟ ଉଦ୍ଦେଶ୍ୟ।

ବନ୍ଦେ ଉତ୍କଳ ଜନନୀ ଗାନ ନେଇ ବାଲୁକା କଳା

ସେହି ପରିପ୍ରେକ୍ଷୀରେ ବାଲୁକାକଳାରେ ଏନେଇ ଏକ ବାଲୁକାକୃତି ନିର୍ମାଣ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ସୁଦର୍ଶନ ଏହି ବାଲୁକାକଳାରେ ଲୋକଙ୍କୁ ଶନିବାର ବନ୍ଦେ ଉତ୍କଳ ଜନନୀ ଗୀତ ଗାଇ କୋରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ଅନୁରୋଧ କରିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.