ETV Bharat / city

ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟରେ ପରିଣତ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶୃତିବଦ୍ଧ: ପିନାକୀ ମିଶ୍ର

author img

By

Published : Jun 3, 2022, 1:55 PM IST

ସୁପ୍ରିମକୋର୍ଟଙ୍କ ମୁହଁରେ ମହାପ୍ରଭୁ ଜଗନ୍ନାଥ ନିଜ କଥା କହିଛନ୍ତି । ଶ୍ରୀମନ୍ଦିର ପ୍ରକଳ୍ପ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ କିଛି ଏଭଳି ଢଙ୍ଗରେ ଟ୍ବିଟ କରି ପ୍ରତିକ୍ରିୟା ରଖିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ଅଧିକ ପଢନ୍ତୁ

ସୁପ୍ରିମକୋର୍ଟଙ୍କ ମୁହଁରେ ମହାପ୍ରଭୁ ଜଗନ୍ନାଥଙ୍କ ଭାଷା: ପିନାକୀ ମିଶ୍ର

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ପ୍ରତିକ୍ରିୟା । ଜୟ ଜଗନ୍ନାଥରୁ ଦେଲେ ନିଜ ପ୍ରତିକ୍ରିୟା । ସୁପ୍ରିମକୋର୍ଟଙ୍କ ମୁହଁରେ ମହାପ୍ରଭୁ ଜଗନ୍ନାଥ ନିଜ ଭାଷା କହିଛନ୍ତି । ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପ୍ରତିଶୃତିବଦ୍ଧ ରହିଛନ୍ତି । ତେବେ ବ୍ୟକ୍ତିଗତ କିମ୍ବା ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ମହତ କାର୍ଯ୍ୟରେ ବାଧା ନ ଉପୁଜାଇବାକୁ ଟ୍ବିଟ କରି ନିବେଦନ କରିଛନ୍ତି ସାଂସଦ ପିନାକୀ ।

  • Jai Jagannath
    The Lord has spoken through the voice of the Hon’ble Apex Court. Naveen babu stands vindicated in his earnest attempt to create world class infrastructure to make Puri a World Heritage Site.

    — Pinaki Misra, Puri MP (@OfPinaki) June 3, 2022 " class="align-text-top noRightClick twitterSection" data=" ">

Jai Jagannath

— Pinaki Misra, Puri MP (@OfPinaki) June 3, 2022

ଏ ନେଇ ପିନାକୀ ଟ୍ବିଟ କରି କହିଛନ୍ତି ଯେ, "ପୁରୀ ପରିକ୍ରମା ପ୍ରକଳ୍ପ ଜରିଆରେ ଅନେକ ଉନ୍ନତିମୂଳକ କାର୍ଯ୍ୟ କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ଏହାକୁ ସର୍ବଦା ରାଜନୈତିକ ମୁଦ୍ଦା ନ କରିବା ଲାଗି ଉଦ୍ୟମ କରିଛନ୍ତି । ସମସ୍ତ ରାଜନୈତିକ ଦଳକୁ ନେଇ ଏହାର ପ୍ରତିଟି କାର୍ଯ୍ୟ କରାଯାଉଛି । ପ୍ରକଳ୍ପର ଶିଳାନ୍ୟାସ ପାଇଁ ସମସ୍ତ ରାଜନୈତିକ ଦଳକୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । ବ୍ୟକ୍ତିଗତ ସ୍ବାସ୍ଥ୍ୟ ଲାଗି ଏହି ଉନ୍ନତ କାର୍ଯ୍ୟରେ ବାଧା ନ ଉପୁଜାଇବାକୁ ମୁଁ ନିବେଦନ କରୁଛି? "

ଏହା ବି ପଢନ୍ତୁ- Sri Mandir Heritage Row: ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ବିଜୟ, ଜାରି ରହିବ ପ୍ରକଳ୍ପ କାର୍ଯ୍ୟ

ତେବେ ସୂଚନା ଥାଉକି ସୁପ୍ରିମକୋର୍ଟ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିବା ଉପରେ ଗ୍ରୀନ ସିଗନାଲ ଦେଇଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭକ୍ତଙ୍କ ସୁବିଧା ପାଇଁ କରାଯାଉଛି । ଏଣୁ ପ୍ରକଳ୍ପକୁ ବେଆଇନ କହି ସୁପ୍ରିମକୋର୍ଟରେ ମାମଲା କରିବା ଦ୍ବାରା କୋର୍ଟ ଖପା ହୋଇଛନ୍ତି । କୋର୍ଟଙ୍କ ବହୁ ମୂଲ୍ୟ ସମୟ ନଷ୍ଟ କରିବାକୁ ନେଇ ସୁପ୍ରିମକୋର୍ଟ ଆବେଦନ କାରୀଙ୍କ ଉପରେ ବିରକ୍ତି ଭାବ ପ୍ରକାଶ କରି ଜୋରିମାନା ଲଗାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.